ଟମାଟୋ: ଅନେକରେ ଏକ

ରୋଷେଇ ପାଇଁ ଟମାଟୋର ବ୍ୟବହାର ତ ସମସ୍ତେ କରିଥାନ୍ତି । କିନ୍ତୁ ଟମାଟୋକୁ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଇପାରେ –

ଫେସ୍‌ ସ୍କ୍ରବ୍‌ : ଟମାଟୋ ଏପରି ଏକ ଫଳ ଯେଉଁଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଅଛି । ଏଥିରେ ଥିବା ଭିଟାମିନ୍‌ ମୁହଁରେ ଚମକ ଆଣିବାରେ ସାହାଯ୍ୟ କରିଥାଏ । ତେଲିଆ ଚେହେରା, ବ୍ରଣ, ମୁହଁରେ କୁଞ୍ଚନ ଆଦି ସମସ୍ୟା ଦୂର କରିବା ପାଇଁ ଟମାଟୋକୁ ଫେସ୍‌ ସ୍କ୍ରବ୍‌ ଭାବେ ବ୍ୟବହାର କରି ପାରିବେ ।

ପିତ୍ତଳ ବାସନ ସଫା : ପୁରୁଣା ପିତ୍ତଳ ବାସନ ବା ପାତ୍ର ଗୁଡିକୁ ସଫା କରିବା ପାଇଁ ଟମାଟୋ ପେଷ୍ଟ ବା ଟମାଟୋ କେଚପ୍‌ ବ୍ୟବହାର କରି ପାରିବେ। ଏଥିରେ କୌଣସି କେମିକାଲ୍‌ର ଦରକାର ପଡେ ନାହିଁ। ଟମାଟୋ କେଚପ୍‌ ବା ଜୁସ୍‌କୁ ପିତ୍ତଳ ଜିନିଷରେ ଲଗାଇ କିଛି ସମୟ ପରେ ସଫା କଲେ ଏହା ପୂର୍ବ ପରି ଚକ୍‌ଚକ୍‌ କରିଥାଏ ।

ବାସନ ସଫା: କଢ଼େଇରେ ଖାଦ୍ୟ ପୋଡି ଗଲେ ଏହାକୁ ଛଡେଇବା ବହୁତ କଷ୍ଟ । କିନ୍ତୁ ଏଥିରେ କିଛି ଟମାଟୋ ସସ୍‌ ପକେଇ କିଛି ସମୟ ଛାଡି ଦେଲା ପରେ ସଫା କଲେ ଏଥିରେ ଜଳିଯାଇଥିବା ଖାଦ୍ୟ ଗୁଡିକ ସହଜରେ ସଫା ହୋଇ ଯାଇଥାଏ ।

ଦରଜ କମାଏ: ମହିଳା ମାନେ ହାଇ ହିଲ୍‌ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବହୁତ ସମୟ ପଯର୍‌ୟନ୍ତ ହିଲ୍‌ ପିନ୍ଧିକି ଚାଲିଲେ ପାଦ ଖଣ୍ଡିଆ ହୋଇଯାଏ ା ଏହି ପରି ଖଣ୍ଡିଆର ଦରଜ କମାଇବା ପାଇଁ ଟମାଟୋ ବେଶ୍‌ ସହାୟକ ହୋଇଥାଏ । ଖଣ୍ଡିଆ ହୋଇଥିବା ସ୍ଥାନରେ ଫାଳେ ଟମାଟୋ କାଟି ଗୁଡାଇ ୮ରୁ ୧୦ ମିନିଟ୍‌ ରଖିଦେଲେ ଏହା ଦରଜ କମାଇ ଦେଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri