ଜୀବନଚର୍ଯ୍ୟା

୩୦ ବର୍ଷରୁ ଅଧିକ ହୋଇଥିଲେ ଏହିସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ୍‌…

ମହିଳା କିମ୍ବା ପୁରୁଷ, ବୟସ ବଢିବା ସାଙ୍ଗକୁ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ପ୍ରାୟତଃ ଦେଖାଯାଉଛି କି ୨୦-୨୫ ବର୍ଷ ବୟସର ଯୁବତୀଯୁବକମାନେ କୌଣସି କାମ କରିବାରେ ବହୁତ ଫୁର୍ତ୍ତି ଦେଖାନ୍ତି। କିନ୍ତୁ ୩୦ ବର୍ଷ ଶରୀରରେ ସାମାନ୍ୟ ମନ୍ଥରତା ଦେଖାଯାଏ।…

ଏସବୁ ଗୁଣ, ଏମିତି ସ୍ତ୍ରୀ ପାଖରେ ଥିବା ଲୋକ ହୁଏ ଭାଗ୍ୟବାନ: ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ସୁଖ ଜୀବନ ପାଇଁ ମଣିଷ ଧନ, ଶାନ୍ତି ଓ ତଥା ସମସ୍ତ ପ୍ରକାରର ଜିନିଷ ଖୋଜିଥାଏ। ମାତ୍ର ଯଦି ଭଲ ଏବଂ ଖରାପର କୌଣସି ଜ୍ଞାନ ନାହିଁ, ତେବେ ଏସବୁ ସତ୍ତ୍ୱେ ମଣିଷ ଖୁସିରେ ରୁହେ ନାହିଁ। ଚାଣକ୍ୟ ତାଙ୍କ ଶ୍ଳୋକ…

ସୁସ୍ଥ ରହିବା ପାଇଁ ଚାଣକ୍ୟ କହିଛନ୍ତି ଏପରି କଥା : ଆପଣାଇଲେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ନାହିଁ ଟଙ୍କା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ଅନେକ ପଦକ୍ଷେପ ସମ୍ପର୍କରେ ମଧ୍ୟ କହିଛନ୍ତି। ଏକ ଶ୍ଳୋକ ମାଧ୍ୟମରେ ଫିଟ୍‌ ରହିବାକୁ କିଛି ଉପାୟ ବତାଇଛନ୍ତି।…

ମା’

ସନ୍ତାନ ପାଇଁ ଯାହାଙ୍କ ହୃଦୟରୁ ଝରିପଡେ ଅମୃତର ବାରିଧାରା ସେ ତ ମା’। କିନ୍ତୁ ଏମିତି ବି ମା’ ଅଛନ୍ତି ଯିଏ ସାରା ଦୁନିଆର ଚିନ୍ତାରେ ଚିନ୍ତିତ। ଯିଏ ନିଜ ସ୍ନେହ ପଣତରେ ସାହାରା ଦେଇଛନ୍ତି ସାରା ଦୁନିଆକୁ। ସେମିତି କେତେଜଣ…

ପୂଜା ଫ୍ୟାଶନ

ପୂଜା ଅବସରରେ ମହିଳାମାନେ ହଳଦିଆ, ଲାଲ ରଙ୍ଗର ହାଲ୍‌କା ଓ ମୁଲାୟମ କୋଟା ଡୋରିୟା ଶାଢି ପିନ୍ଧିପାରିବେ। ଏହାବାଦ କେପ୍‌ କିମ୍ବା ଫ୍ରଣ୍ଟ ସ୍ଲିଟ୍‌ କୁର୍ତ୍ତି ବି ପିନ୍ଧି ପାରିବେ। ବ୍ରାଇଟ୍‌ କଲର୍‌ର ଫୁଲ ପ୍ରିଣ୍ଟ ଥିବା ସୁଟ୍‌ ଅବା ସ୍କର୍ଟ…

ଦୁର୍ଗନ୍ଧଯୁକ୍ତ ଫୁଲ

ଫୁଲ ଈଶ୍ୱରଙ୍କ ଅନୁପମ ସୃଷ୍ଟି, ଯାହାର ଭଳିକି ଭଳି ରଙ୍ଗିନ ରୂପ ଏବଂ ମନମୋହକ ସୁଗନ୍ଧ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ହେଲେ ଆପଣ ଜାଣିନ୍ତି କି ଏମିତି ବି କିଛି ଫୁଲ ରହିଛି, ଯାହାର ଗନ୍ଧ ଲାଗି ଏହାକୁ ତୋଳିବା କିମ୍ବା…

ଅମ୍ବ୍ରେଲା ଫ୍ୟାଶନ

ଆଜିର ଯୁବପିଢି ବେଶ୍‌ ଫ୍ୟାଶନ୍‌ ପ୍ରିୟ। ଆଉଟଫିଟ୍‌ରୁ ଆରମ୍ଭ କରି ଆସେସରିଜ୍‌ ପର୍ଯ୍ୟନ୍ତ ସବୁଥିରେ ସେମାନଙ୍କୁ ଲୋଡ଼ା ଭଳିକି ଭଳି ଫ୍ୟାଶନ୍‌। ଯେଉଁଥିରୁ ବାଦ୍‌ ପଡ଼ିନି ସେମାନଙ୍କର ଛତା ସିଲେକ୍ସନ। ଆଉ ସେମାନଙ୍କ ଡିମାଣ୍ଡକୁ ଆଖି ଆଗରେ ରଖି ମାର୍କେଟ୍‌ରେ ବି…

ନବରାତ୍ରିରେ ଦୁର୍ଗାଙ୍କ ହୋମକୁଣ୍ଡରେ ପକାନ୍ତୁ ଏହି ସାମାନ୍ୟ ଜିନିଷ: ଶତ୍ରୁ ହେବେ ବସ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ।ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଆପଣାନ୍ତୁ ଏହି ଉପାୟ। ନବରାତ୍ରି ଅଷ୍ଟମୀ କିମ୍ବା ନବମୀ ଦିନ ୧୦୮…

ଜୀବନସାଥୀଙ୍କୁ ନିକଟରୁ ଆହୁରି ନିକଟତର କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌ ନୁହେଁ। ତେଣୁ, କିଛି ଟିପ୍ସ ଗ୍ରହଣ କରି, ଆପଣ ସାଥୀଙ୍କୁ ନିକଟରୁ ଆହୁରି ନିକଟତର…

ସାଧାରଣ ଲୋକ ବି ହୋଇଯିବେ ମାଲାମାଲ୍‌ : କେବଳ ଚାଣକ୍ୟଙ୍କ ଏହି କଥାକୁ ଦେଲେ ଧ୍ୟାନ

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…

ନବରାତ୍ରିରେ ଦୁର୍ଗାଙ୍କ ମୂର୍ତ୍ତି ଏହି ସ୍ଥାନରେ ରଖି କରନ୍ତୁ ପୂଜା: ଚମକିବ ଭାଗ୍ୟ

ନବରାତ୍ରିର ନଅ ଦିନରେ, ମା’ଙ୍କ ନଅ ପ୍ରକାରର ପୂଜା ହୋଇଥାଏ। ଘରେ ମା’ଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୂର ହୁଏ। ନବରାତ୍ରି ଦିନ, ଠିକ୍‌ ଦିଗରେ ମା’ଙ୍କ ପ୍ରତିମା ସ୍ଥାପନ କରିବା ଏବଂ ଭଲଭାବେ ପୂଜା…

ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍‌ରୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?