ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରି ରହିଛି। ପାଚନ କ୍ରିୟାକୁ ସକ୍ରିୟ କରିବାରେ ଅମୃତଭଣ୍ଡା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆପଣ ମେଦବହୁଳତା ସମସ୍ୟା ସହ ଜଡିତ କି ? ଯଦି ହଁ, ତେବେ ଓଜନକୁ ସନ୍ତୁଳିତ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଅମୃତଭଣ୍ଡା ସାମିଲ କରନ୍ତୁ। ଏହା ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଜଣେ ଡାଇବେଟିସ୍‌ ରୋଗୀ ଏହାକୁ ଖାଇଲେ ତାହା ନିଜ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅମୃତଭଣ୍ଡା ଖାଇଲେ ତାହାର ଭଲ ପ୍ରଭାବ କିଡ୍‌ନୀ ଉପରେ ପଡିଥାଏ। ହୃଦ୍‌ଜନିତ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି। ଏହାକୁ ନିୟମିତ ଖାଇଲେ ତାହା ଆର୍ଥ୍ରାଇଟିସ ରୋଗରୁ କେତେକାଂଶରେ ଉପଶମ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପାଇଁ ଟିକେ…

ସ୍ନେହ ପ୍ରେମ ଆଉ ଭଲପାଇବାର ପରଶ ଦେଇ ସମସ୍ତଙ୍କୁ ନିଜର କରିବାକୁ ସବୁବେଳେ ଚେଷ୍ଟା କରିଥାଏ ଗୃହିଣୀ। ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ...

ଅମୃତଭଣ୍ଡାର ବି ରହିଛି ଏମିତି ଗୁଣ

ଅମୃତଭଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ ଏହା ଶରୀରରେ ଅସୁବିଧା ସୃଷ୍ଟି କରିଥାଏ। ଅମୃତଭଣ୍ଡାରେ ପ୍ରଚୁର...

ଲେମ୍ବୁପାଣିର ଉପକାରିତା

ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ...

ଆଲର୍ଜି ସମସ୍ୟା ଥିଲେ..

ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବା ପାଇଁ ସତର୍କ ରହିବା ନିହାତି ଜରୁରୀ। କାରଣ ପରୋକ୍ଷରେ...

ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ…

ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ମହୁରେ ପ୍ରୋଟିନ୍‌, ତନ୍ତୁଜ, ଶର୍କରା, ଲୌହ,...

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା...

ସକାଳେ ୭ଟି ଏହି ପତ୍ର ରଖେ ମ୍ୟାଲେରିଆରୁ ଦୂରେଇ…

ମ୍ୟାଲେରିଆ ରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ସହଜ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମ୍ୟାଲେରିଆ ଜ୍ୱର ହେଲେ ୭ଟି ଗଙ୍ଗ ଶିଉଳି...

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ… -ବାଦାମ...

Advertisement


Archives

Model This Week

Why Dharitri