ଜୀବନଚର୍ଯ୍ୟା

ଏହି ରୋଗ ଆଶଙ୍କା ଦୂର କରେ ସାଇକେଲ ଚାଳନା

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରତିଦିନ କିଛି ବାଟ ସାଇକେଲ ଚଳାଇଲେ ହୃଦ୍‌ଘାତ ଆଶଙ୍କା ଦୂର ହୋଇଥାଏ।…

ନୂଆ ନୂଆ ଜବ୍‌

ବେଶ୍‌ କିଛି ମାସ ଧରି କରୋନା ଲାଗି ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଲାଗି ରହିଛି ଅନେକ ସମସ୍ୟା। କେଉଁଠି କର୍ମଚାରୀଙ୍କ ଛଟେଇ ହେଉଛି ତ ଆଉ କେଉଁଠି ଆର୍ଥିକ ପରିସ୍ଥିତିକୁ ନେଇ ହେଉଛି ଦରମା କାଟ। ଆଉ ଏ ସମୟରେ ନୂଆ କର୍ମଚାରୀଙ୍କ…

ଜନ୍ମରୁ ଥାଏ ବ୍ୟକ୍ତିଙ୍କ ପାଖରେ ଏପରି ଗୁଣ, ଯାହାକୁ କେହି କେବେ ଶିଖାଇ ନଥାଏ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ ତାଙ୍କ ପାଖେ ବିଦ୍ୟମାନ। ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। କିଛି ମଣିଷ ଏହାକୁ ସଠିକ୍‌…

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଉଥିଲେ…

ବର୍ତ୍ତମାନ ପ୍ରାୟ ଅଧିକାଂଶ ପାଣି ପିଇବା ଲାଗି ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ, ଏହା ସ୍ବାସ୍ଥ୍ୟ ପ୍ରତି କେତେ ହାନିକାରକ ସେ ଦିଗରେ ସମସ୍ତେ ଅବଗତ ନାହାନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା…

ଖାଇବା ପୂର୍ବରୁ ଭାବନ୍ତୁ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥାଉ। କାରଣ ଏମିତି ସବୁ ଖାଦ୍ୟ ରହିଛି ଯାହାକୁ ଏକ ସମୟରେ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ…

ଶାନ୍ତି ଓ ସମୃଦ୍ଧି ଆଣେ ମୟୁର ପର

ମୟୁର ପରରେ ଘର ସଜେଇବାକୁ ଅନେକ ପସନ୍ଦ କରନ୍ତି। ତେବେ ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ ବାସ୍ତୁ ଅନୁଯାୟୀ ଏଥିରେ ଘର ସଜାଇଲେ ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ… ନକାରାମତ୍କ ଶକ୍ତିରୁ ରକ୍ଷା କରେ : କାର୍ତ୍ତିକେଶ୍ୱରଙ୍କର ବାହନ ହେଉଛି…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୋୟାବିନ କାହିଁକି ଲାଭଦାୟକ ଜାଣନ୍ତୁ

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟରଲ ସ୍ତର କମ୍‌ କରିବାରେ ସାହାଯ୍ୟ କରିଥାଏ। ଏପରିକି ହୃଦ୍‌ଘାତ ଏବଂ କିଡ୍‌ନୀଜନିତ…

ଏହିସବୁ ସାମାନ୍ୟ ଅଭ୍ୟାସ କରିଦିଏ ଦରିଦ୍ର

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କୁ ଦରିଦ୍ର କରିଥାଏ। ଜାଣନ୍ତୁ ସେ…

ଏସବୁ ବ୍ୟାୟାମ କଲେ ଡେଙ୍ଗା ହେବେ ପିଲା

କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍‌ ହୋଇଥାଏ ଅଭିଭାବକମାନେ ମନ ଊଣା କରିଥା’ନ୍ତି। ଅନେକ ଅଭିଭାବକ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ମଧ୍ୟ ଯାଇଥା’ନ୍ତି। ମାତ୍ର…

ମାତୃଗର୍ଭରୁ ସ୍ଥିର ହୋଇଥାଏ ପିଲାଙ୍କ ସହ ଜଡ଼ିତ ଏହି ୫ କଥା

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ… आयुः कर्म च वित्तं…

ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ…

କରୋନା, ଇବୋଲା ପରେ ଆଉ ଏକ ମାରାତ୍ମକ ରୋଗ ଚିହ୍ନଟ, ଲୋକଙ୍କଠାରେ ପ୍ରକାଶ ପାଇବ ଏସବୁ ଲକ୍ଷଣ

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏକ ବିରଳ ଭୂତାଣୁ ଆବିଷ୍କାର କରିଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏହି ଭୂତାଣୁ ଠିକ୍‌ ଇବୋଲା ପରି ଜ୍ୱର ବ୍ୟାପିଥାଏ। ୨୦୧୯ରେ ବୈଜ୍ଞାନିକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri