ଜୀବନଚର୍ଯ୍ୟା

ଶିଶୁର କାନ ସଫା କରୁଥିଲେ

ଶିଶୁର କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ। ତେଣୁ ଏହାକୁ ସଫା କରିବା ସମୟରେ କେତେଗୁଡ଼ିଏ ଦିଗ ପ୍ରତି ବିଶେଷ ଧ୍ୟାନ ନ ଦେଲେ ତାକୁ ଅଧିକ କଷ୍ଟ ହେବା ସହ କାନର ନରମ ଚର୍ମ ଘଷି ହୋଇ କ୍ଷତ...

ଡେନିମ୍‌ ଫ୍ୟାଶନ

ଡେନିମ୍‌ ଆଉଟ୍‌ଫିଟ୍‌ ଫ୍ୟାଶନ୍‌ ଓ୍ବାଲର୍‌ଡରେ କେବେ ଆଉଟ୍‌ ଡେଟେଡ଼୍‌ ହୋଇନାହିଁ। କାରଣ ଏହାକୁ ନେଇ ସବୁ ବେଳେ କିଛି ନା କିଛି ଲାଟେଷ୍ଟ ଏକ୍ସପେରିମେଣ୍ଟ ଚାଲିଥାଏ। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ବେଶ୍‌ ଡିମାଣ୍ଡରେ ଥିବା ଡେନିମ୍‌ ଫ୍ୟାଶନ୍‌ ସମ୍ପର୍କରେ...

ବ୍ୟକ୍ତିଠାରେ ଏହି ଗୁଣ ରହିବା ଆବଶ୍ୟକ, ଯାହା କେବେ ପ୍ରେମ, ବୈବାହିକ ଜୀବନକୁ ହେବାକୁ ଦେବ ନାହିଁ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ ହେବାକୁ ଚାହେଁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ...

ଗୃହିଣୀ ଓ ସ୍ବାସ୍ଥ୍ୟ

ଗୃହିଣୀଟିଏ ହେଉଛି ପରିବାରର ମୂଳଦୁଆ। ଯିଏ ସାରା ପରିବାରର ସମସ୍ତ ସଦସ୍ୟମାନଙ୍କୁ ସ୍ନେହ ଓ ମମତାର ଏକ ରେଶମୀ ସୂତାରେ ଏକତ୍ର କରି ରଖିବାର କ୍ଷମତା ରଖିଥାଏ। ହେଲେ ପରିବାରର ସମସ୍ତ କାର୍ଯ୍ୟ ମଧ୍ୟରେ ନିଜର ଯନତ୍ ନ କରି...

ଚକୋଲେଟ୍‌ କାଜୁ କଟ୍‌ଲୀ

ଆବଶ୍ୟକ ସାମଗ୍ରୀ: ୪.୫ କପ୍‌ କାଜୁ, ୨ କପ୍‌ ଚିନି, ୨୦୦ ମିଲି ପାଣି, ୨ କପ୍‌ ମିଲ୍କ ଚକୋଲେଟ୍‌ କିମ୍ବା ଡାର୍କ ଚକୋଲେଟ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାଜୁକୁ ଭଲ ଭାବେ ଗ୍ରାଇଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ।...

ଘରୋଇ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜୀବନଶୈଳୀ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଆଦି କାରଣରୁ ତ୍ୱଚା ମଧ୍ୟ ପ୍ରଭାବିତ ହେଉଛି। ଏମିତିରେ ତ୍ୱଚାକୁ ସୁନ୍ଦର ଏବଂ ଫିଟ୍‌ ରଖିବାକୁ ବିଭିନ୍ନ ଘରୋଇ ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ। ଜାଣି ରଖନ୍ତୁ ବିଭିନ୍ନ ପ୍ୟାକ୍‌...

ସ୍ତ୍ରୀ-ସ୍ବାମୀ ସମ୍ପର୍କ ସଫଳ ପାଇଁ ଚାଣକ୍ୟ କହିଛନ୍ତି ଏପରି, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଏବଂ ସଫଳ ବୈବାହିକ...

ଅବସାଦ ପାଇଁ ଦାୟୀ ଅସନ୍ତୁଳିତ ଜୀବନଶୈଳୀ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ନିଜର ଜୀବନଶୈଳୀ ପ୍ରତି ସତର୍କ ହେବା ନିହାତି ଜରୁରୀ। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହ ନିଜେ କିପରି ସୁସ୍ଥ ରହିବା ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। କେତେକ ବ୍ୟକ୍ତି ନିଜର...

ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ ଏକୁଟିଆପଣ

କେତେକ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରିଥାଆନ୍ତି। ଏହା ଅଭ୍ୟାସରେ ପରିଣତ ହୋଇଗଲେ ଏକୁଟିଆପଣର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଜାଣିପାରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ। ‘ଏକୁଟିଆପଣ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ବିଷୟକୁ ନେଇ...

ହୃଦ୍‌ଘାତ ଆଶଙ୍କା କମାଏ ଭିଟାମିନ୍‌ ‘ସି’

ଆମେ ସମ୍ମୁଖୀନ ହେଉଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟରୁ ହୃଦ୍‌ଘାତ ଅନ୍ୟତମ। ଅବଶ୍ୟ ଆଜିକାଲି ଏହାର ଉପଚାର ସମ୍ଭବ ହେଲାଣି। ହେଲେ ଯଦି ପରିସ୍ଥିତି ଜଟିଳ ହୁଏ ତେବେ ହୃଦ୍‌ରୋଗୀ ମୃତ୍ୟୁବରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ହୃଦ୍‌ଘାତଠାରୁ...

ଜିନୀୟ ସମ୍ପାଦନା ଉପକରଣ

ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍‌ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ ଭିନ୍ନ କରି ଗଢ଼ିଥାଏ। ଅନ୍ୟପକ୍ଷରେ, ତହିଁରେ ସାମାନ୍ୟତମ ତ୍ରୁଟିର ପରିଣାମ ଭୟାବହ ହୋଇପାରେ...

ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ

ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ… – ଗୁଜୁରାତି ଖାଇବା ଦ୍ୱାରା ପାଚନକ୍ରିୟା ସହଜ ହୋଇଥାଏ। ପ୍ରତିଦିନ ସକାଳେ ୪/୫ଟି ଗୁଜୁରାତି ପାଣିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri