କ୍ୟାନ୍‌ସରଠାରୁ ଦୂରେଇ ରଖେ ମସଲାଯୁକ୍ତ ଖାଦ୍ୟ

ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ତାହା କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକି ଆଣିଥାଏ। ହେଲେ ଏହି ରୋଗ ସମ୍ପର୍କରେ ନିକଟରେ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ବିଶେଷଜ୍ଞମାନେ ଏକ ନୂଆ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଜଣେ ବ୍ୟକ୍ତି ଯଦି ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ସେ ଅନେକାଂଶରେ ନିଜକୁ କ୍ୟାନ୍‌ସରଠାରୁ ଦୂରେଇ ରଖିପାରିବେ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ଏହି ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏପରି ଖାଦ୍ୟ ସହ ଅଭ୍ୟସ୍ତ କିଛି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ପ୍ରାୟ ଅଧିକାଂଶ ସମୟ ସୀମିତ ପରିମାଣର ମସଲାଯୁକ୍ତ ଖାଦ୍ୟ ଖାଉଥିବା କେତେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କଠାରେ କ୍ୟାନ୍‌ସରର କୌଣସି ଲକ୍ଷଣ ସେମାନେ କିଛି ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି ଉପାୟରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଜୀବନରେ କେବେ ମିଳେନାହିଁ ଶାନ୍ତି: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

କ୍ୟାରିୟର, ପଦୋନ୍ନତି, ବୈବାହିକ ଜୀବନ, ଅର୍ଥ, ଶିକ୍ଷା ଏବଂ ବ୍ୟବସାୟ ସହ ଜୀବନର ଅନେକ ସମସ୍ୟା ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି। ତାଙ୍କ...

ଏପରି ଶିଡ଼ି ଲାଗି ଘରେ ହୋଇଥାଏ କ୍ଷତି

ପ୍ରାୟ ସମସ୍ତଙ୍କ ଘରେ ପାହାଚ ରହିଛି। ତେବେ ବାସ୍ତୁଶାସ୍ତ୍ରରେ ପାହାଚ ପାଇଁ କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ...

କେବଳ କେଶ ନୁହେଁ , ଏସବୁ କାର୍ଯ୍ୟରେ ବି ବ୍ୟବହାର କରାଯାଏ କଣ୍ଡିଶନର

କେଶକୁ ନରମ ଓ ଚିକ୍କଣ ରଖିବା ପାଇଁ କଣ୍ଡିଶନର ବ୍ୟବହାର କରାଯାଏ। ଏହା ଲମ୍ବା କେଶକୁ ଜଟା ସମସ୍ୟାରୁ ରକ୍ଷା କରିବା ସହ କେଶରେ ଚମକ...

ଶାଶୁଘରେ ମହାରାଣୀ ଭଳି ରହିଥାନ୍ତି ଏହି ୪ ରାଶିର ଯୁବତୀ; ଟଙ୍କାପଇସାର ଅଭାବ ନ ଥାଏ…

ନାରୀମାନେ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ଅଧିକ ଭଲ ପାଉଥିବା ଶାଶୁଘର ସାଙ୍ଗକୁ ସ୍ବାମୀ ମିଳୁ ବୋଲି ସେମାନଙ୍କର ଇଚ୍ଛା ଥାଏ। ବିବାହ ପରେ...

ନିରାପଦ ମାତୃତ୍ୱ ଅତ୍ୟାଧୁନିକ ଆଇଭିଏଫ୍‌ ପ୍ରଣାଳୀ

ବନ୍ଧ୍ୟାପଣ ବା ଗର୍ଭଧାରଣ କରିବାର ଅକ୍ଷମତା ଯଦିଓ ବିଭିନ୍ନ କାରଣ ଓ କାରକ ସହ ଜଡିତ କିନ୍ତୁ ଏବେ ବି ଏହା ସମାଜରେ ମହିଳାମାନଙ୍କ ପାଇଁ...

ଶତ୍ରୁଠାରୁ ଅଧିକ ବିପଜ୍ଜନକ ହୋଇଥାନ୍ତି ଏପରି ବନ୍ଧୁ

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

ଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ ଏନେଇ ବାସ୍ତୁ…

ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କାରଣ ଶୋଇବା...

Advertisement
Archives

Model This Week