ଟ୍ରାଡିଶନାଲ ଲୁକ୍‌

ଦୀପାବଳିରେ ସମସ୍ତେ ଘର ସଜାଇବା ସହ ନିଜକୁ ମଧ୍ୟ ନୂଆ ଲୁକ୍‌ ଦେବାକୁ ପଛାନ୍ତି ନାହିଁ। ଏହି ଉତ୍ସବରେ ମହିଳାମାନେ ବିଭିନ୍ନ ପ୍ରକାରର ଶାଢ଼ି ପିନ୍ଧି ନିଜକୁ ନୂଆ ଲୁକ୍‌ ଦେଇଥାନ୍ତି। କେଉଁ ଶାଢ଼ି ପିନ୍ଧିଲେ ନିଜକୁ ଭିନ୍ନ ଲୁକ୍‌ ଦେଇପାରିବେ,
ଜାଣି ରଖନ୍ତୁ…

ଶାଢ଼ି ମଧ୍ୟରେ ବନାରସୀ ହ୍ୟାଣ୍ଡଲୁମ୍‌ ଶାଢ଼ି ବେଶ୍‌ ଲୋକପ୍ରିୟ। ଗୋଲ୍ଡ ଏବଂ ସିଲ୍‌ଭର୍‌ କଲର୍‌ ବର୍ଡ଼ର ଥିବା ଶାଢ଼ି ଆପଣ କିଣିପାରିବେ, ଯାହା ଆପଣଙ୍କୁ ଗର୍‌ଜିଅସ୍‌ ଲୁକ୍‌ ଦେବ। ଏହା ସହ ଆପଣ ମ୍ୟାଚିଙ୍ଗ୍‌ କରି ଅଳଙ୍କାର ବି ଲଗାଇପାରିବେ।
କୌଣସି ପର୍ବପର୍ବାଣିରେ କାଞ୍ଜିଭରମ୍‌ ସିଲକ୍‌ ଶାଢ଼ିର ଚାହିଦା ଅଧିକ ରହିଥାଏ। ଏହାର ସୁନ୍ଦର ଡିଜାଇନ୍‌ ପାଇଁ ଏହାକୁ ମହିଳାମାନେ ବେଶି ପସନ୍ଦ କରିଥାନ୍ତି। ରେଡ୍‌ କଲର୍‌ ବର୍ଡର ଥିବା ୟେଲୋ କଲର୍‌ ଶାଢ଼ି ଆପଣ ଏହି ଦିନେ ପିନ୍ଧି ପାରିବେ।
ଯେହେତୁ ଦୀପାବଳି ଆମର ଏକ ପ୍ରମୁଖ ପର୍ବ, ତେଣୁ ଟ୍ରାଡିଶନାଲ୍‌ ଡିଜାଇନ୍‌ ଶାଢ଼ି ମଧ୍ୟ ଆମେ ପିନ୍ଧିପାରିବା। ଶାଢ଼ି ସହ ଟ୍ରାଡିଶ୍‌ନାଲ୍‌ ମେକ୍‌ ଅପ୍‌ ବି ବେଶ୍‌ ସୁନ୍ଦର ଲାଗିବ।
ଭାରତୀୟ ପରମ୍ପରା ଅନୁସାରେ ସମ୍ବଲପୁରୀ ଶାଢ଼ିର ବି ଢେର୍‌ ଆକର୍ଷଣ ରହିଛି। ତେଣୁ ପଶାପାଲି ବର୍ଡର ଥିବା ଶାଢ଼ି ସହ ମେଟାଲିକ୍‌ ଜୁଏଲେରି ବି ଆପଣ ଲଗାଇ ପାରିବେ।
ସାଧାରଣତଃ ସିନ୍ଥେଟିକ୍‌ ଶାଢ଼ିଗୁଡ଼ିକ ପତଳା ଓ ହାଲ୍‌କା। ଇଅରିଙ୍ଗସ୍‌, ନେକଲେସ୍‌ ଓ ସ୍ୟାଣ୍ଡେଲ୍‌କୁ ଶାଢ଼ି ସହ ମ୍ୟାଚ୍‌ କରି ଆମେ ଏହି ଦିନ ପିନ୍ଧିପାରିବା। ଏହା ଆପଣଙ୍କୁ ଷ୍ଟାଇଲିସ୍‌ ଓ ମଡର୍ନ ଲୁକ୍‌ ଦେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri