ସ୍ମୋକି ମେକ୍‌ଅପ୍‌

ପ୍ରଥମେ ଆଖିରେ ଆପଣଙ୍କ ମନପସନ୍ଦର ଆଇସ୍ୟାଡୋ ପ୍ରାଇମର୍‌ ଲଗାନ୍ତୁ। ଆଇସ୍ୟାଡୋକୁ ନିଜ ଆଙ୍ଗୁଠିରେ କିମ୍ବା ବ୍ରସ୍‌ରେ ଆଖିପତାରେ ଲଗାଇପାରିବେ।
ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ଗାଢ଼ ଆଇସ୍ୟାଡୋ ଲଗାଇପାରିବେ। ସ୍ମୋକି ଆଇଜ୍‌ ମେକ୍‌ଅପ୍‌ ନେଉଥିଲେ କଳା ରଙ୍ଗର ଆଇଲାଇନର୍‌ ଲଗାନ୍ତୁ।
ଯଦି ଗ୍ରୀନ୍‌ ସ୍ମୋକି ଆଇଜ୍‌ ମେକଅପ୍‌ ନେଉଛନ୍ତି ତେବେ ଗ୍ରୀନ୍‌ କଲର୍‌ କ୍ରିମ୍‌ ବେସ୍‌ ଲଗାନ୍ତୁ।
ଯେଉଁ ରଙ୍ଗର ମେକଅପ୍‌ ନେବାକୁ ଚାହୁଁଛନ୍ତି ସେହି ରଙ୍ଗର କ୍ରିମ୍‌ ବେସ୍‌ ଲଗାନ୍ତୁ। ଆଉ ଗୋଟିଏ ବ୍ରସ୍‌ ନେଇ କଲର୍‌କୁ ଭଲଭାବେ ମିଶାନ୍ତୁ। ପରେ ଆଉ ଏକ ବ୍ରସ୍‌ ଦ୍ୱାରା ଆପଣଙ୍କ ଆଖିର କ୍ରିଜ୍‌ ଲାଇନରେ ଟ୍ରାଞ୍ଜିସନ୍‌ କଲର୍‌ ଲଗାନ୍ତୁ। ଏହାଦ୍ୱାରା ମେକ୍‌ଅପ୍‌ ଅଧିକ ଡାର୍କ ଦେଖାଯିବ।
ଯେଉଁ କଲରର ସ୍ମୋକି ଆଇଜ୍‌ କରୁଛନ୍ତି ସେହି କଲରର୍‌ ଆଇସ୍ୟାଡୋ ମଧ୍ୟ ଲଗାନ୍ତୁ। ସ୍ମୋକି ଆଇଜ୍‌ ମେକଅପ୍‌କୁ ଭଲଭାବେ ଆଖି ଚାରିପାଖରେ ମିଶାଇବା ଦରକାର। ଏହାପରେ ଓ୍ବାଟର୍‌ ପ୍ରୁଫ୍‌ କାଜଲ୍‌ ଲଗାଇ ଶେପ୍‌ ଦିଅନ୍ତୁ। ଶେଷରେ ମସ୍କାରା ଲଗାଇ ଆଖିର ଏକ ସୁନ୍ଦର ଲୁକ୍‌ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri