ସ୍ମୋକି ମେକ୍‌ଅପ୍‌

ପ୍ରଥମେ ଆଖିରେ ଆପଣଙ୍କ ମନପସନ୍ଦର ଆଇସ୍ୟାଡୋ ପ୍ରାଇମର୍‌ ଲଗାନ୍ତୁ। ଆଇସ୍ୟାଡୋକୁ ନିଜ ଆଙ୍ଗୁଠିରେ କିମ୍ବା ବ୍ରସ୍‌ରେ ଆଖିପତାରେ ଲଗାଇପାରିବେ।
ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ଗାଢ଼ ଆଇସ୍ୟାଡୋ ଲଗାଇପାରିବେ। ସ୍ମୋକି ଆଇଜ୍‌ ମେକ୍‌ଅପ୍‌ ନେଉଥିଲେ କଳା ରଙ୍ଗର ଆଇଲାଇନର୍‌ ଲଗାନ୍ତୁ।
ଯଦି ଗ୍ରୀନ୍‌ ସ୍ମୋକି ଆଇଜ୍‌ ମେକଅପ୍‌ ନେଉଛନ୍ତି ତେବେ ଗ୍ରୀନ୍‌ କଲର୍‌ କ୍ରିମ୍‌ ବେସ୍‌ ଲଗାନ୍ତୁ।
ଯେଉଁ ରଙ୍ଗର ମେକଅପ୍‌ ନେବାକୁ ଚାହୁଁଛନ୍ତି ସେହି ରଙ୍ଗର କ୍ରିମ୍‌ ବେସ୍‌ ଲଗାନ୍ତୁ। ଆଉ ଗୋଟିଏ ବ୍ରସ୍‌ ନେଇ କଲର୍‌କୁ ଭଲଭାବେ ମିଶାନ୍ତୁ। ପରେ ଆଉ ଏକ ବ୍ରସ୍‌ ଦ୍ୱାରା ଆପଣଙ୍କ ଆଖିର କ୍ରିଜ୍‌ ଲାଇନରେ ଟ୍ରାଞ୍ଜିସନ୍‌ କଲର୍‌ ଲଗାନ୍ତୁ। ଏହାଦ୍ୱାରା ମେକ୍‌ଅପ୍‌ ଅଧିକ ଡାର୍କ ଦେଖାଯିବ।
ଯେଉଁ କଲରର ସ୍ମୋକି ଆଇଜ୍‌ କରୁଛନ୍ତି ସେହି କଲରର୍‌ ଆଇସ୍ୟାଡୋ ମଧ୍ୟ ଲଗାନ୍ତୁ। ସ୍ମୋକି ଆଇଜ୍‌ ମେକଅପ୍‌କୁ ଭଲଭାବେ ଆଖି ଚାରିପାଖରେ ମିଶାଇବା ଦରକାର। ଏହାପରେ ଓ୍ବାଟର୍‌ ପ୍ରୁଫ୍‌ କାଜଲ୍‌ ଲଗାଇ ଶେପ୍‌ ଦିଅନ୍ତୁ। ଶେଷରେ ମସ୍କାରା ଲଗାଇ ଆଖିର ଏକ ସୁନ୍ଦର ଲୁକ୍‌ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବା ସ୍ଥ୍ୟ ସୂ ଚ ନା

ବ୍ୟସ୍ତ ରହିଲେ ମଧ୍ୟ ରାତିରେ ଶୋଇବା ସମୟ ଏପରି ସ୍ଥିର କରନ୍ତୁ, ଯେମିତି ଆପଣ ୫-୬ ଘଣ୍ଟା ଶୋଇ ପାରିବେ। ଯିବା ପୂର୍ବରୁ ମନରେ ନକାରାତ୍ମକ...

ସ୍ତ୍ରୀଙ୍କ କଥାରେ ଉଠ୍‌-ବସ୍‌ ହୋଇଥାନ୍ତି ଏହି ନାମଧାରୀ ପୁଅ

ବିବାହ ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। କିନ୍ତୁ ଏମିତି କିଛି ପୁଅ ଅଛନ୍ତି ଯେଉଁମାନେ ସେମାନଙ୍କ ସ୍ତ୍ରୀଙ୍କ ବୋଲକରା ହୋଇଥାନ୍ତି। ଜାଣିବା ସେହି ନାମଧାରୀ...

କର୍ମଜୀବୀ ଓ ଫିଟ୍‌ନେସ୍‌

ଆଜିକାଲି ଅନେକ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ଆଗେଇ ଆସୁଛନ୍ତି। କେତେକେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସକ୍ଷମ...

ଶରୀର ପାଇଁ ଉପକାରୀ

ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। ଯେମିତିକି: ଅଦା-ରସୁଣ: ଭୋକ...

ଅଜୀର୍ଣ୍ଣ ସମସ୍ୟାର ଘରୋଇ ଉପଚାର

ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଲେ, ଖାଇବା ଅନୁସାରେ ପାଣି ନ ପିଇଲେ, ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏପରି କେତେକ ଘରୋଇ...

ବେଲଗଛ କେଉଁଠି ରହିଲେ ଶୁଭ, ପଡେନାହିଁ ଖରାପ ଦୃଷ୍ଟି

ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର ।ଶିବପୁରାଣ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ଘରେ ବେଲଗଛ ରହିଥାଏ, ସେହି ଘର ଉପରକୁ କାହାର ଖରାପ ଦୃଷ୍ଟି...

ନାଇଟ୍‌ କେୟାର ରୁଟିନ୍‌

କେତେକମହିଳା ଅଛନ୍ତି ଦିନବେଳେତ୍ୱଚାର ଯତ୍ନନିଅନ୍ତି କିନ୍ତୁ ରାତିରେ ତ୍ୱଚାପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁପ୍ରତିଦିନ ଶୋଇବା ପୂର୍ବରୁ ତ୍ୱଚାପାଇଁ କିଛି ସମୟନିଶ୍ଚୟ ବାହାର କରନ୍ତୁ… ଦିନସାରାର...

କର୍ନ ସାଣ୍ଡୱିଚ୍‌

  ଆବଶ୍ୟକ ସାମଗ୍ରୀ: ସିଝା ମକା ଦାନା-୧ କପ୍‌, ମାୟୋନିଜ୍‌- ୩ ଚାମଚ, ଟମାଟୋ କ୍ୟାଚଅପ୍‌- ୧ଚାମଚ, ବ୍ରାଉନ୍‌ ବ୍ରେଡ୍‌- କିଛି ସ୍ଲାଇସ୍‌, ଲହୁଣୀ-ଅଳ୍ପ, ଗୋଲମରିଚ...

Advertisement
Archives

Model This Week