ଜୀବନଚର୍ଯ୍ୟା

ଆବିଲିଟି-ଓ ଥିଲେ ପ୍ରଖର ହୁଏ ସ୍ମରଣଶକ୍ତି

ସାଧାରଣତଃ ଯେଉଁ ବ୍ୟକ୍ତିଙ୍କର ଆଇକ୍ୟୁ (ଇଣ୍ଟେଲିଜେଣ୍ଟ କୋସେଣ୍ଚ) ଯେତେ ଅଧିକ, ସେମାନେ ସେତେ ବୁଦ୍ଧିମାନ୍‌ ବୋଲି କୁହାଯାଏ। ଏମିତିକି ୧୪୦ ଆଇକ୍ୟୁ ଲେବଲ ଥିଲେ ସେମାନଙ୍କୁ ଜିନିୟସ୍‌ ବୋଲି ଧରାଯାଏ। ତେବେ ଜିନିୟସ ହେବା ପଛରେ କେବଳ ଆଇକ୍ୟୁ ନୁହେଁ, କିଛି…

ହ୍ୟାଣ୍ଡବ୍ୟାଗ୍‌ରେ ରଖନ୍ତୁ

ଷ୍ଟାଇଲିଶ୍‌ ଦେଖାଯିବା ସହ ଜରୁରୀ ଜିନିଷ ରଖିବା ପାଇଁ ମହିଳାମାନେ ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରିଥାନ୍ତି। ଏଥିରେ ବହୁ କିଛି ଜିନିଷ ରଖି ଓଜନିଆ କରିବା ବଦଳରେ କ’ଣ ସବୁ ରଖିବେ ଜାଣିରଖନ୍ତୁ… ଅଧିକ ସମୟ ପାଇଁ ବାହାରକୁ ଯିବାର ଥିଲେ ହ୍ୟାଣ୍ଡବ୍ୟାଗ୍‌ରେ…

ବେକର କଳାପଣ ଦୂରାନ୍ତୁ

ମୁହଁର ତ୍ୱଚା ସୁନ୍ଦର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପଚାର କରିଥାନ୍ତି। କିନ୍ତୁ ବେକର ତ୍ୱଚା ବେଳେବେଳେ ଅତ୍ୟଧିକ କଳା ହୋଇଯାଇଥାଏ। ଏହାଫଳରେ ସୌନ୍ଦର୍ଯ୍ୟ ଫିକା ପଡ଼ିଯାଏ। ତେଣୁ ବେକର କଳାପଣ ଦୂରକରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଉପାୟ।…

ସୁଖୀ ପରିବାର

କେତେ ମତ ପୁଣି କେତେ ବିଚାର। ସମସ୍ତଙ୍କ ପସନ୍ଦ ନାପସନ୍ଦ ବି ଅଲଗା। କିନ୍ତୁ ଏସବୁ ପରେ ବି ସେମାନେ ଏକ ସୂତ୍ରରେ ବନ୍ଧା। ଆଉ ଏଇ ପରିବାରରୁ ହିଁ ଆରମ୍ଭ ହୋଇଥାଏ ସୁସ୍ଥ ସମାଜର ମୂଳଦୁଆ। ତେଣୁ ପରିବାରର ସବୁ…

ଦୀର୍ଘକାଳୀନ ରୋଗ ପାଇଁ ଉପକାରୀ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ରେ ଅନେକ ଉପକାରୀ ଗୁଣ ରହିଛି। ଏହି ଭିଟାମିନ୍‌ ଦୀର୍ଘକାଳୀନ ରୋଗ ପାଇଁ ଲାଭପ୍ରଦ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଭିଟାମିନ୍‌ ‘ସି’ ଓ ଦୀର୍ଘକାଳୀନ ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ…

ବିନାଶକାରୀ ଭୂମିକମ୍ପ

ଗତ ମାସ ୨୨ ତାରିଖ ବୁଧବାର ସକାଳେ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧। ଏହି ବିନାଶକାରୀ ଭୂମିକମ୍ପରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ଅନେକ…

ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର, ଜାଣନ୍ତୁ ମାହାତ୍ମ୍ୟ…

ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। ଭଗବାନ୍‌ଙ୍କ ଆଗରେ ହେଉ ଅବା ମାତା-ପିତାଙ୍କ ସମ୍ମୁଖରେ କିମ୍ବା କୌଣସି ବୟସ୍କ ବ୍ୟକ୍ତି ତଥା ସନ୍ଥ-ମହାପୁରୁଷଙ୍କ ଆଗରେ ହାତ ଯୋଡ଼ି ନତମସ୍ତକ ହେଲେ, କୁହାଯାଏ ମନରେ ଥିବା ଅହଂକାର ଦୂର ହୋଇ ଅନ୍ତଃକରଣ ଶୁଦ୍ଧ…

କେମିତି କରିବେ ଝାଡ଼ୁ? ଘରେ ବୃଦ୍ଧି ହେବ ସୁଖଶାନ୍ତି…

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆମେ ଘର ଝାଡ଼ୁ କରିଥାଉ। କିନ୍ତୁ ଏହି ଝାଡ଼ୁ କରିବାକୁ ନେଇ ବି କିଛିଟା ବାସ୍ତୁ ନିୟମ ରହିଛି; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହେବା ସହ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ବୋଲି…

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ

କାର୍ଯ୍ୟବ୍ୟସ୍ତତା ଲାଗି ହେଉ ଅବା ଅନ୍ୟାନ୍ୟ କାରଣରୁ ଅନେକେ ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ଏହା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଜାଣିରଖନ୍ତୁ ସେ ସମ୍ପର୍କରେ… ବାଧା ପାଏ ହଜମକ୍ରିୟା: ରାତି ଖାଇବା ଡେରି ହେଲେ ହଜମକ୍ରିୟା…

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ଏହାଛଡ଼ା ଜ୍ୟୋତିଷଶାସ୍ତ୍ରରେ ଏଭଳି…

ଧନୀ ହେବାକୁ ଚାହାନ୍ତି କି? ଚାଣକ୍ୟଙ୍କ ଏହି ୪ ଉପାୟ ବଦଳାଇଦେଇପାରେ ଆପଣଙ୍କ ଭାଗ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ ଏବଂ ଧନୀ ହେବାକୁ ନେଇ ରହିଛି। ପରିଶ୍ରମ ଏବଂ ପ୍ରତିଭା ଥିଲେ ଜଣେ ଧନୀ…

ଘରେ ଅଛି ଔଷଧ

ସାରା ଦିନ କାମର ଚାପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳିଥାଏ। ଏହାକୁ ରୋକିବା ଲାଗି ଅନେକେ ପେନ୍‌କିଲର ସେବନ କରିଥାନ୍ତି। ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଏହାର ଅଧିକ ସେବନ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?