ଜୀବନଚର୍ଯ୍ୟା

କଫ ସମସ୍ୟାର ଘରୋଇ ଉପଚାର

କଫଜନିତ ସମସ୍ୟା ଦେଖାଦେଲେ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ। ଏପରି କି ସେହି ସମୟରେ ହସ୍ପିଟାଲରେ ଆଡ୍‌ମିଶନ ହୋଇ ଏଥିପାଇଁ ଚିକିତ୍ସିତ ହେବାକୁ ପଡିଥାଏ। ତେବେ ଏଥିରୁ କେତେକାଂଶରେ ଉପଶମ ପାଇବା…

ଆଣ୍ଟିବାୟୋଟିକ୍‌ ଖାଉଥିଲେ…

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା…

ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର

ବିଶ୍ୱ ହେଉଛି ଅନନ୍ତ ଓ ଅସୀମ। କୋଟି କୋଟି ନକ୍ଷତ୍ର ଓ ଗାଲାକ୍ସିକୁ ନେଇ ଏହା ଗଠିତ। ଆମେ କେବଳ ଏହାର କିୟଦଂଶକୁ ଦେଖିପାରିଛେ। ବିଶ୍ୱର ବିଭିନ୍ନ ବସ୍ତୁପିଣ୍ଡର ଅଧ୍ୟୟନ ପାଇଁ ମହାକାଶକୁ କେତେଗୁଡ଼ିଏ କୃତି୍ରିମ ଉପଗ୍ରହ ଓ ମହାକାଶଯାନ ପଠାଯାଇ…

ଜ୍ୟାକେଟ୍‌ ଫ୍ୟାଶନ

ଶୀତଦିନେ ଓ୍ବିଣ୍ଟର୍‌ ଜ୍ୟାକେଟ୍‌ର ଚାହିଦା ଖୁବ୍‌ ରହିଥାଏ। କାରଣ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ଆରାମରେ କ୍ୟାରି କରି ଶୀତରୁ ରକ୍ଷାପାଇ ହୁଏ। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେମିତି କେତୋଟି…

କିସ୍‌ମିସ୍‌ର ଉପକାରିତା

କିସ୍‌ମିସ୍‌ ସେବନ ଦ୍ୱାରା ବି ଆମ ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ତା’ଛଡ଼ା ନିୟମିତ ଏହାର ସେବନ…

ଏସବୁ ଜିନିଷ ଭୁଲ୍‌ରେ ବି ଧାର ଦିଅନ୍ତୁ ନାହିଁ, ନଚେତ…

ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ହେଉଛି ମାନବିକତା। ଏଇ ଶିକ୍ଷା ଆମ ସମସ୍ତଙ୍କୁ ପିଲାଟି ବେଳୁ ଘରେ ଦିଆଯାଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତୋଟି ଜିନିଷ ରହିଛି, ଯାହାକୁ ଭୁଲ୍‌ରେ ମଧ୍ୟ କାହାରିକୁ ଦାନ କିମ୍ବା ଧାର୍‌…

ଚାଲିଛି କି ଖରାପ ସମୟ? ଚାଣକ୍ୟଙ୍କ ଏହି ୩ କଥାକୁ ରଖନ୍ତୁ ଧ୍ୟାନ, ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା…

ଆଜ୍‌ମାରୁ ମୁକ୍ତି ପାଇଁ…

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପରିମାଣ ମଧ୍ୟ…

ଉଚ୍ଚ ରକ୍ତଚାପ, ମଧୁମେହ ହ୍ରାସ କରେ…

ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଏବଂ ସୁସ୍ଥ ଶରୀର ନିତ୍ୟାନ୍ତ ଆବଶ୍ୟକ। ଗବେଷକଙ୍କ ଅନୁଯାୟୀ, ଯେଉଁମାନେ ଖୁବ୍‌ ଯତ୍ନଶୀଳ ଏବଂ ଉତ୍ତମ ଭୋଜନ କରନ୍ତି ସେମାନଙ୍କ ମୃତ୍ୟୁହାର ୧୭% ହ୍ରାସ ହୋଇଥାଏ। ‘ଆମେରିକୀୟ ଜର୍ନାଲ ଅଫ୍‌ ଲାଇଫଷ୍ଟାଇଲ ମେଡିସିନ’ ଅନୁଯାୟୀ…

ରାତିରେ କଦଳୀ ଖାଉଛନ୍ତି କି?

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ।…

ଶରୀରରେ ଏସବୁ ଲକ୍ଷଣ ଦେଖାଦେଉଛି କି? ହୋଇପାରେ…

ମହାମାରୀ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କାରଣ କମ୍‌ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ କରୋନା ବିଶେଷଭାବେ ପ୍ରଭାବିତ କରୁଛି। ଏପରିକି ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟୁଛି। ଏଣୁ ସ୍ବାସ୍ଥ୍ୟକର ଖାଦ୍ୟ ସେବନ…

୨୦୨୨ରେ ଏହି ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ମନପସନ୍ଦର ଜୀବନସାଥୀ, ରହିଛି ଏଭଳି ଯୋଗ

ଆସିଛି ନୂଆ ବର୍ଷ। ନୂତନ ବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା। କିଏ ଚାକିରି ତ କିଏ ବିବାହକୁ ନେଇ ଅନେକ କିଛି ଭାବି ରଖିଛନ୍ତି। ଆଜି ଆମେ କହିବାକୁ ଯାଉଛୁ ଏମିତି ୫ ରାଶି ବିଷୟରେ ଯେଉଁମାନଙ୍କର ୨୦୨୨ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri