ସୁସ୍ଥତା ପାଇଁ…
କର୍ମଜୀବୀ ମହିଳାମାନେ ଫିଟ୍ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ। ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ ଭୁଲନ୍ତୁ ନାହିଁ। ପଶ୍ଚିମୋତାଶନ ଭୂମି ଉପରେ ପ୍ରଥମେ ଯୋଗ ମ୍ୟାଟ୍ ପକାଇ ଗୋଡ଼...
ଷ୍ଟ୍ରେସ୍ ଫ୍ରି
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ। ପରିବାରରେ ସମସ୍ତଙ୍କୁ ଖୁସିରେ ରଖିବାକୁ ଉଦ୍ୟମ। କର୍ମଜୀବୀ ମହିଳାଙ୍କ ପାଇଁ ସବୁକିଛିକୁ ମ୍ୟାନେଜ କରିବା ଏତେ ସହଜ ନୁହେଁ। ଏଥିପାଇଁ ବେଳେବେଳେ ଚାପଗ୍ରସ୍ତ ହୁଏ ମନ। ଭାରାକ୍ରାନ୍ତ ମନକୁ ନିୟନ୍ତ୍ରଣରେ ରଖି ସଫଳତା ପାଇବାକୁ ଆବଶ୍ୟକ ଷ୍ଟ୍ରେସ...
ବ୍ରାଇଡାଲ୍ ଆଉଟଫିଟ୍
ବାହାଘର ସିଜନ୍ରେ ୟୁନିକ ଦେଖାଯିବାକୁ କିଏ ନ ଚାହେଁ। ହଳଦୀ ବିଧି, ସଙ୍ଗୀତ, ମେହେନ୍ଦୀଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଟ୍ରେଣ୍ଡି ଆଉ ୟୁନିକ ଦେଖାଯିବାକୁ ଚାହୁଁଥିଲେ ଏହିପରି ଷ୍ଟାଇଲିସ୍ ଲୁକ୍ରେ ସଜେଇ ହୁଅନ୍ତୁ… ହଳଦୀ ବିଧି...
ମେଥି ହେୟାର ମାସ୍କ
କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ମୁଲାୟମ କେଶ ପାଇ ହେବ। ମେଥି ହେୟାର ମାସ୍କ ଲଗାଇବା ଫଳରେ କେଶ ଝଡ଼ିବା, କେଶ...
ଏପରି ଲୋକଙ୍କୁ ଅମୃତଭଣ୍ଡା ଖାଇବା ମନା
ଅମୃତଭଣ୍ଡା ଖାଇଲେ ଶରୀର ପାଇଁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଏବଂ ଶକ୍ତି ମିଳିଥାଏ। ତେଣୁ ବିଭିନ୍ନ ରୋଗର ଚିକିତ୍ସା ଭାବରେ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଅମୃତଭଣ୍ଡାରେ ଫାଇବର, ଭିଟାମିନ ଏବଂ ମିନେରାଲରେ ଭରପୂର ମାତ୍ରାରେ ଥାଏ,...
ସୁନିଦ୍ରା ପାଇଁ
ଦିନତମାମ ପରିଶ୍ରମ ଅନୁସାରେ ଆମକୁ ବିଶ୍ରାମର ଆବଶ୍ୟକତା ରହିଛି। ତେଣୁ ଜଣେ ବ୍ୟକ୍ତି ରାତିରେ ଅତିକମ୍ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। ହେଲେ ଅନେକ ଏପରି ସମୟ ନିର୍ଘଣ୍ଟକୁ ଅନୁସରଣ କରିପାରି ନ ଥା’ନ୍ତି। ତେବେ ଏପରି କେତେକ...
ସ୍ବା ସ୍ଥ୍ୟ ସୂ ଚ ନା
ପ୍ରତିଦିନ ବ୍ରେକ୍ଫାଷ୍ଟ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରଭୋଜନ ଠିକ୍ ସମୟରେ ଖାଆନ୍ତୁ। ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଯେତେ ଅଧିକ ଖାଇବେ ସେତେ ଭଲ। କାରଣ ଏପରି ଖାଦ୍ୟରେ ଭିଟାମିନ୍ ଭରି ରହିଥାଏ ଏବଂ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍...
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ
ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଏବଂ ଭିଟାମିନ୍-କେ, ବି, ସି, ଭିଟାମିନ୍ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ ଅଛି। ସକାଳୁ ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ। ତେବେ ନିୟମିତ...
ବାୟୁ ପ୍ରଦୂଷଣ ମାର୍ଗଦର୍ଶିକା
‘ଭାରତରେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀରେ ସର୍ବାଧିକ। ପୃଥିବୀର ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ । ୨୦୨୦ ମସିହାରେ ସେଠାରେ ପିଏମ୍ ୨.୫ର ପରିମାଣ ଅନୁମୋଦନୀୟ ପରିମାଣର ପ୍ରାୟ ୧୭ ଗୁଣ ଥିଲା । ଅନ୍ୟ ସହରଗୁଡ଼ିକ ମଧ୍ୟ...
ବିବାହ ବିଳମ୍ବ ହେଉଛି କି, ଆପଣାନ୍ତୁ ଏହି ଉପାୟ
ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ...
କ୍ଷୀର ଉତୁରିବା ଭଲ ନା ଖରାପ?
ବେଳେବେଳେ ଅନ୍ୟମନସ୍କତା ଯୋଗୁ ଗ୍ୟାସ୍ରେ ବସିଥିବା କ୍ଷୀର ଉତୁରିଯାଏ। ଏହି କ୍ଷୀର ଉତୁରିବାକୁ କିଏ ଶୁଭ ସୂଚନା ବୋଲି କହିଥାନ୍ତି ତ ଆଉ କିଏ ଏହାକୁ ଖରାପ ସଙ୍କେତ ବୋଲି ଭାବି ନେଇଥାନ୍ତି। ତେବେ ଅନେକ ସମୟରେ ଦେଖାଯାଏ, କେହି...
କଇଁଛ ପ୍ରତୀମା କେତେ ଦରକାରୀ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ସତ କଇଁଛ ବା କଇଁଛର ପ୍ରତୀମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ମହାପ୍ରଭୂ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ କଚ୍ଛପ ବା କଇଁଛ ଅବତାର ହେଉଛି ଗୋଟିଏ। ତେଣୁ ଯେଉଁ ଘରେ କଇଁଛ ଅବା କଇଁଛର...
Archives


