ବ୍ୟକ୍ତିଙ୍କ ପାଟିରେ ଭରି ରହିଛି ବିଷ, ଅମୃତ, ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ
ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ କଥାକୁ ଅମୃତ ବୋଲି ବର୍ଣ୍ଣନା କରିଛନ୍ତି। ସେଠାରେ ଏହାକୁ ବିଷ ବୋଲି ମଧ୍ୟ...
ଇନ୍ସୁଲିନ୍ର ଆବିଷ୍କାର: ସ୍ବପ୍ନରୁ ସୂଚନା
”ଇନ୍ସୁଲିନ୍ ଆମ ଶରୀରର ଏକ ହରମୋନ୍। ଏହା ପ୍ରାଣୀମାନଙ୍କ ଶରୀରରେ ରହିଥିବା ଅଗ୍ନ୍ୟାଶୟ ନାମକ ଗ୍ରନ୍ଥିରୁ କ୍ଷରିତ ହୋଇ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ଅନୁମୋଦିତ ସ୍ତରରେ ରଖେ। ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିଗଲେ ତାକୁ ଗାଇକ୍ଲୋଜେନ୍ ନାମକ ଉପାଦାନରେ ପରିଣତ...
ଉଷୁମ ପାଣି ପିଉଥିଲେ
ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ ଗରମ...
କାଠରେ ନିର୍ମିତ ଚର୍ଚ୍ଚ
ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଭଳିକିଭଳି କାରୁକାର୍ଯ୍ୟପୂର୍ଣ୍ଣ ଅନେକ ଛୋଟ ବଡ଼ ଚର୍ଚ୍ଚ। ତେବେ ରୁଷିଆର କିଝି ଆଇସ୍ଲାଣ୍ଡରେ ଥିବା କିଝି ପୋଗୋଷ୍ଟ ଚର୍ଚ୍ଚ ଏସବୁ ମଧ୍ୟରେ ସ୍ବତନ୍ତ୍ର। କାରଣ ଏହା ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇଛି କାଠରେ। ଜାଣିବା...
ମସ୍ତିଷ୍କ ସକ୍ରିୟକାରୀ କ୍ରିୟା
ମସ୍ତିଷ୍କ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବା ସହ ଖୁସିରେ ରହେ। କାରଣ ମଣିଷର ସବୁ ଗତିବିଧିକୁ ମସ୍ତିଷ୍କ ହିଁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଏହାକୁ କିଭଳି ସକ୍ରିୟ ଓ ସୁସ୍ଥ ରଖିହେବ ସେ ସମ୍ପର୍କରେ ଜାଣିବା ନିହାତି ଜରୁରୀ।...
ଚେହେରା ଅନୁଯାୟୀ ବିନ୍ଦି
ବିନ୍ଦି! ନାରୀଙ୍କୁ ଦେଇଥାଏ ଏକ ଆକର୍ଷଣୀୟ ଲୁକ୍। ପାରମ୍ପରିକ ପୋଷାକରେ ତ ଏହା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ବିଭିନ୍ନ ପ୍ରକାରର ବିନ୍ଦି ଦେଖିବାକୁ ମିଳୁଥିବା ବେଳେ ସବୁପ୍ରକାରର ବିନ୍ଦି କିନ୍ତୁ ସମସ୍ତଙ୍କ ଚେହେରାକୁ ମାନି ନ ଥାଏ। ତେଣୁ...
କେତେ ଶୁଭ କଳାଜାଇ…
କଳାଜାଇକୁ ଅନେକେ ବ୍ୟୁଟି ସ୍ପଟ୍ ବୋଲି କହିଥାନ୍ତି। କିନ୍ତୁ ବିଶ୍ୱାସ ରହିଛି, ଏହା ବି ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ଯେମିତିକି ନାକରେ ଥିବା କଳାଜାଇ ଭାଗ୍ୟଶାଳୀ ତଥା ସୁଖମୟ ଜୀବନ ବିତାଇବାର ସଙ୍କେତ ଦେଇଥାଏ। ସେହିପରି ଯେଉଁ...
ଜାଣନ୍ତୁ ସଙ୍କଟ ଦୂରରେ – ପାଖରେ ଥିଲେ କ’ଣ କରିବେ
ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଙ୍କଟ ସମୟରେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ବର୍ଣ୍ଣନା କରିଛନ୍ତି। ସଙ୍କଟ ସମୟରେ ଜଣେ ଜ୍ଞାନୀ ବ୍ୟକ୍ତି କଣ କରିବା କଥା ଜାଣନ୍ତୁ ସେ ସମ୍ପର୍କରେ… ଯେ ପର୍ଯ୍ୟନ୍ତ ଅସୁବିଧା, ଚିନ୍ତା ଏବଂ...
ଦେହ ପାଇଁ ଉପକାରୀ ଏହି ତେଲ
ସୋରିଷ ତେଲ, ଘିଅ, ରିଫାଇନ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ...
ଆପଣଙ୍କର ଏହି ୧୦ ଅଭ୍ୟାସ ଅଛି କି? ଯୁବାବସ୍ଥାରେ ବୃଦ୍ଧ ପରି ଆସିବେ ନଜର, ତୁରନ୍ତ କରନ୍ତୁ ଉପଚାର
ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍ ବୟସରେ ବୟସାଧିକ ଭଳି ନଜର ଆସନ୍ତି। ଏହାର କାରଣ ହେଉଛି ଲୋକଙ୍କ ଅଭ୍ୟାସ। ଜାଣତରେ ହେଉ ଅବା ଅଜଣାତରେ ଲୋକ...
କୁର୍ତ୍ତି ସହ ସ୍କର୍ଟ
ଫ୍ୟାଶନ ଟ୍ରେଣ୍ଡରେ ଅଲଗା ଦେଖାଯିବା ପାଇଁ ସ୍କର୍ଟ ସହ କୁର୍ତ୍ତି ମ୍ୟାଚ କରି ପିନ୍ଧିପାରିବେ। ଏହା ପିନ୍ଧିବା ପାଇଁ ଆରାମଦାୟକ ହେବା ସହିତ ଏଥେନିକ୍ ଲୁକ୍ ଦେବ… ସର୍ଟ କୁର୍ତ୍ତି ପିନ୍ଧିବାକୁ ପସନ୍ଦ କରୁଥିଲେ ମ୍ୟାଚ କରି ସ୍କର୍ଟ ପିନ୍ଧିପାରିବେ।...
ସୁବିଧାବାଦୀ ସହକର୍ମୀ
ସଫଳ କ୍ୟାରିୟର ପାଇଁ ଅନେକ ପରିଶ୍ରମ ତ କରିବାକୁ ପଡିଥାଏ, କିନ୍ତୁ ବେଳେବେଳେ ପରିଶ୍ରମର ଶ୍ରେୟ ନିଜକୁ ନ ମିଳି ମିଳିଥାଏ ଆଉ କାହାକୁ। ଅଫିସରେ ସହକର୍ମୀମାନଙ୍କ ଚାଲାକି ପାଇଁ ଅନେକ ସମୟରେ ବସ୍ଙ୍କଠାରୁ ଗାଳି ଶୁଣିବାକୁ ବି ପଡ଼େ।...
Archives


