ଜୀବନଚର୍ଯ୍ୟା

ନିଦ୍ରାହୀନତା ଓ ଆଲଜିମର୍ସ

ନିଦ୍ରାହୀନତା ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଡାକି ଆଣିଥାଏ। ଯଦି ଏହା ଦୀର୍ଘ ଦିନ ଧରି ଲାଗିରହେ ତେବେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ ପଡ଼ିଥାଏ। ଏପରି କି ଏଥିପାଇଁ ଆଲଜିମର୍ସ ଭଳି ସ୍ବାସ୍ଥ୍ୟ ସମସ୍ୟାର…

ପୃଥିବୀର ମୃତ୍ୟୁ

ଯାହାର ଜନ୍ମ ଅଛି, ତା’ର ମଧ୍ୟ ଦିନେ ମୃତ୍ୟୁ ଅଛି। ଆମର ଗ୍ରହ ପୃଥିବୀ ଅତୀତରେ ୪୫୦ କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ଆହୁରି ୪୫୦ କୋଟି ବର୍ଷ ପରେ ଏହାର ମୃତ୍ୟୁ…

ଏପରି ଲୋକଙ୍କୁ ଜୀବନରେ କେବେ ବି ମିଳେ ନାହିଁ ସଫଳତା

ଆଜିର ସମୟରେ ଲୋକମାନେ ପରସ୍ପରକୁ ଟପି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ କଠିନ ପରିଶ୍ରମ ବି କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ହାସଲ କରିବାରେ ଅସମର୍ଥ। ଏହିପରି…

ଅଷ୍ଟମୁଡ଼ି ହ୍ରଦ

କେରଳର କୋଲାମ୍‌ ଜିଲାରେ ଥିବା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ଅଷ୍ଟମୁଡ଼ି ହ୍ରଦ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ବୋଟିଂ, ଫିଶିଂ ଆଦିର ସୁବିଧା ରହିଛି।…

ଜଳ ସନ୍ଧାନୀ

ଭୂପୃଷ୍ଠରେ ଜଳର ସ୍ତର କେଉଁଠି କେତେ ପରିମାଣରେ ରହିଛି, ତା’ର ସନ୍ଧାନ ଦେଉଥିବା ଜଳ ସନ୍ଧାନୀଙ୍କ ସମ୍ପର୍କରେ..   ଭୌଗୋଳିକ ସ୍ଥିତି ଅନୁଯାୟୀ ତିନିଭାଗ ଜଳ ଏକ ଭାଗ ସ୍ଥଳ ଥିଲେ ହେଁ ପ୍ରାୟ ୦.୫ ପ୍ରତିଶତ ଜଳ ପାନୀୟଭାବେ ଉପଯୋଗୀ।…

ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଧୂମପାନ

ବର୍ତ୍ତମାନ ଅନେକ ଯୁବତୀ ଯୁବକଙ୍କ ପାଇଁ ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କରିବା ଯେମିତି ଏକ ଫ୍ୟାଶନ୍‌ ହୋଇଗଲାଣି। ହେଲେ ଆପଣ ଜାଣିନ୍ତି କି, ଧୂମପାନ ଏବଂ ତମାଖୁସେବନ ଭଳି ବଦଭ୍ୟାସ ଧୀରେ ଧୀରେ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ…

ଘରେ ରଖନ୍ତୁ ଏଇ ମୂର୍ତ୍ତି

ଘର ସଜାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ମୂର୍ତ୍ତି ଘରେ ରଖନ୍ତି। ତେବେ ଯଦି ବାସ୍ତୁଶାସ୍ତ୍ର ଅନୁସାରେ ମୂର୍ତ୍ତି ରଖାଯାଏ, ଘର ସୁନ୍ଦର ଦେଖାଯିବା ସହ ଅନେକ ଲାଭ ବି ମିଳେ। ବାସ୍ତୁଶାସ୍ତ୍ରରେ ପ୍ରାଣୀଙ୍କ ମୂର୍ତ୍ତି ରଖିବା ଶୁଭ ବୋଲି ଧରାଯାଏ।…

ଝାଳ ବୋହୁଥିଲେ…

ଖରାଦିନେ ସମସ୍ତଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୋଇଥାଏ। ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ମଧ୍ୟ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ…

ବାସ୍ତୁ ଅନୁଯାୟୀ ଶୌଚାଳୟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ରହିବା ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ଅନେକ ସୁ-ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଅନ୍ୟ କୌଣସି ଦିଗରେ ଶୌଚାଳୟ କଲେ କ’ଣ ସବୁ ସମସ୍ୟା ଉପୁଜିଥାଏ…

ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୩ କଥା, ନଚେତ ହେବ ବିବାହ ବିଚ୍ଛେଦ

ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଯଦି ଏହି ସମ୍ପର୍କରେ ସତ୍ୟ, ବିଶ୍ୱାସ ଏବଂ ପ୍ରେମ ମିଶି କି ରହିଥାଏ ତେବେ ଏହା ଅଧିକ ଶକ୍ତିଶାଳୀ ହୁଏ। ପ୍ରାୟତଃ କୁହାଯାଏ, ସାଥୀଙ୍କ ସାମ୍ନାରେ ଆମେ ସବୁକିଛି କହିବା ଉଚିତ।…

ଏମିତି ଭୁଲ ବଢ଼ାଇପାରେ ସୁଗାରର ମାତ୍ରା

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ…

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟର ଯତ୍ନ

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଜୀବଜନ୍ତୁ, କୀଟପତଙ୍ଗ, ବୃକ୍ଷଲତା ଆଦି ସମଗ୍ର ଜୀବଜଗତ ନିମନ୍ତେ ସୂର୍ଯ୍ୟରଶ୍ମିର ନିହାତି ଆବଶ୍ୟକତା ରହିଛି। ଗ୍ରୀଷ୍ମଋତୁରେ ହିଁ ସୌରରଶ୍ମିର ପ୍ରଖରତା ହେତୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦ୍ୱାରା ଜୀବଜଗତ ପାଇଁ ଏହା ବେଳେବେଳେ କ୍ଷତି ପହଞ୍ଚାଇଥାଏ। ଜଳବାୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri