ଜୀବନଚର୍ଯ୍ୟା

ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ

ରାତିରେ ଶୋଇବା ପରେ ଆମେ ଅନେକ ଅଜବ ସ୍ବପ୍ନ ଦେଖିଥାଉ । କିଛି ସ୍ବପ୍ନ ଆଖି ବନ୍ଦ କରୁକରୁ ଏମିତି ଆସିଥାଏ ଯେମିତି ବାସ୍ତବରେ ସେମିତି କିଛି ଘଟିଯାଉଛି । ଏହି ସମୟରେ ହଠାତ୍‌ ନିଦ ଭାଙ୍ଗି ଯାଏ। ଆପଣ ନିଶ୍ଚିତ…

ପୁରୁଷଙ୍କଠାରେ ଏହି କ୍ୟାନସର୍‌ ହେବା ଆଶଙ୍କା ଅଧିକ: ଜାଣନ୍ତୁ ଏହାର ଲକ୍ଷଣ, ଚିକିତ୍ସା

ନୂଆଦିଲ୍ଲୀ,୧୩।୨: କ୍ୟାନସର୍‌ ରୋଗର ନାମ ଶୁଣିବା ମାତ୍ରେ ମନରେ ଚିନ୍ତା ଘାରି ବସେ। ପୁରୁଷମାନଙ୍କ ଠାରେ ସବୁଠୁ ଅଧିକ ମାତ୍ରାରେ ପ୍ରୋଷ୍ଟେଟ କ୍ୟାନସର୍‌ ହେବାର ଆଶଙ୍କା ଥାଏ। ପ୍ରୋଷ୍ଟେଟ କ୍ୟାନସର୍‌ ପୁରୁଷମାନଙ୍କର ପ୍ରୋଷ୍ଟେଟ ଗ୍ରନ୍ଥିରେ ଦେଖାଯାଏ। ଧୀରେ ଧୀରେ ବଢିଯାଏ ଏବଂ…

ହ୍ବାଟ୍ସଆପ୍‌ରେ ଥିବା ହାର୍ଟ ଇମୋଜିର ଅର୍ଥ କ’ଣ ଜାଣନ୍ତି? ଯେତେ ରଙ୍ଗ ସେତେ ଭାବ…

ଆଜିକାଲି ସମସ୍ତେ ନିଜ ମନର ଭାବକୁ ତୁରନ୍ତ ନିଜ ପ୍ରିୟ ଲୋକ ପାଖକୁ ହ୍ବାଟ୍ସଆପ ଜରିଆରେ ମେସେଜ୍‌ ଓ ସୁନ୍ଦର ଇମୋଜିଟିଏ ଦେଇ ଶେୟାର କରିପାରୁଛନ୍ତି। ସେଥିମଧ୍ୟରେ ବେଶି ବ୍ୟବହାର ହେଉଥିବା ଇମୋଜି ହେଉଛି ହାର୍ଟ ଇମୋଜି। ତେବେ ହ୍ବାଟ୍ସଆପ୍‌ରେ ଲାଲ…

ସ୍ବାସ୍ଥ୍ୟୋପଯୋଗୀ ଡାଳିମ୍ବ: ନିୟନ୍ତ୍ରଣ କରେ ରକ୍ତଚାପ, ମାନସିକ ଚାପରୁ ଦିଏ ମୁକ୍ତି

ଡାଳିମ୍ବରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ମାନସିକ ଚାପରୁ ମୁକ୍ତି ଦେବା ତଥା ତ୍ୱଚାକୁ ସୁନ୍ଦର ରଖିବାର ବେଶ୍‌ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଏଡ୍‌ ନାମକ ତତ୍ତ୍ୱ ଥିବାରୁ, ଏହାକୁ ଖାଇଲେ ଗଣ୍ଠି ଫୁଲା ଜନିତ…

ଛୋଟ ଛୋଟ କଥାରେ ଘରେ ଅଶାନ୍ତି ସୃଷ୍ଟି ହେଉଛି କି?ଆପଣାନ୍ତୁ ଏହି ସହଜ ଉପାୟ…

ବେଳେବେଳେ ସେମିତି କିଛି କାରଣ ନଥାଇ ଛୋଟ ଛୋଟ କଥାରେ ବି ଘରେ ଅଶାନ୍ତି ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏହା ପଛରେ କିଛି ବାସ୍ତୁଦୋଷ ଥାଏ ବୋଲି ବିଶ୍ୱାସ କରାଯାଏ। ଏହି ବାସ୍ତୁଦୋଷକୁ…

ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନ କରିଥାନ୍ତି ବେଶୀ ଟଙ୍କା ରୋଜଗାର, ରିପୋର୍ଟରୁ ସ୍ପଷ୍ଟ, ଜାଣନ୍ତୁ କାରଣ

ଓ୍ବାଶିଂଟନ୍‌,୧୦।୨: ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନମାନେ କମ୍‌ ଆକର୍ଷଣୀୟ ଦେଖାଯାଉଥିବା ମାତାପିତାଙ୍କ ସନ୍ତାନଙ୍କ ଠାରୁ ବେଶୀ ସୁନ୍ଦର ଦେଖାଯିବା ସହ ଭଲ ରୋଜଗାର କରନ୍ତି କି? ଏନେଇ ସବୁଠି କଳ୍ପଜଳ୍ପନା ଚାଲୁଥିବାବେଳେ ଅନେକ ସ୍ଥାନରେ ଏହାର ଛାପ ଦେଖିବାକୁ ମିଳୁଛି। ଆପଣ…

ସଚେତନତା ହିଁ ନିଦାନ

ମୃତ୍ତିକା ଟ୍ରାନ୍ସମିଡ ହେଲମିନଥସ (ଏସଟିଏଚ) ଭାରତ ପାଇଁ ଏକ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ୧-୧୪ ବର୍ଷ ବୟସର ପ୍ରାୟ ୨୨ କୋଟି ଭାରତୀୟ ଶିଶୁଙ୍କ ଠାରେ କୃମି ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହା ଦ୍ୱାରା ପିଲାମାନଙ୍କର…

ସମ୍ପର୍କକୁ ମିଠା କରେ ଚକୋଲେଟ୍‌: ଚାହିଦାରେ ହାର୍ଟସେପ୍‌ ଚକୋଲେଟ୍‌

ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ଚକୋଲେଟ କେବଳ ପାଟିକୁ ମିଠା ନୁହେଁ ସମ୍ପର୍କକୁ ମଧ୍ୟ ମିଠା କରେ। କେହି ରାଗିଥିଲେ କିମ୍ବା କାହାର ମନକୁ ଜିତିବାକୁ ହେଲେ ସାଧାରଣତଃ ସମସ୍ତେ ଚକୋଲେଟ୍‌ ଦେବାକୁ ପସନ୍ଦ କରିଥାନ୍ତି। ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ ଶୁକ୍ରବାର…

ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ

କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ ନ୍ୟୁଜ…

ସାବଧାନ! ଫୁଟାଉଛନ୍ତି କି ଆଙ୍ଗୁଳି? ହୋଇପାରେ ଏସବୁ ସମସ୍ୟା…

ସାଧାରଣତଃ ସମସ୍ତେ ନିଜ ନିଜର ଆଙ୍ଗୁଳି ଫୁଟାଇଥାନ୍ତି। ଅନେକ ଥର, ଏହି ଅଭ୍ୟାସରେ ଲୋକେ ଏତେ ଅଭ୍ୟସ୍ତ ଯେ, ବିନା କାରଣରେ ବାରମ୍ବାର ଆଙ୍ଗୁଳି ଫୁଟାଇଥାନ୍ତି। ବେଳେବେଳେ ଲୋକେ ନିଜ ବେକକୁ ମୋଡ଼ିଥାନ୍ତି। ଏପରି କାର୍ଯ୍ୟ କରିବା କେବଳ ବୈଜ୍ଞାନିକ ନୁହେଁ…

ବୃଦ୍ଧି ପାଉଛି କର୍କଟ ରୋଗ: ଏହି ଦୈନଦିନ ଜୀବନଶୈଳୀ ବଢାଉଛି ବିପଦ

ନୂଆଦିଲ୍ଲୀ,୭ା୨: ବିଶ୍ୱରେ କର୍କଟ ରୋଗ ଚିନ୍ତାଜନକ ଭାବେ ବଢିଚାଲିଛି, ଯାହା ପ୍ରତି ତୁରନ୍ତ ଧ୍ୟାନ ଦେବା ଉଚିତ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର କର୍କଟ ବିଭାଗର ସର୍ବଶେଷ ଆକଳନ ଅନୁଯାୟୀ, ୨୦୫୦ ମସିହାରେ ବିଶ୍ୱରେ ୩୫ ମିଲିୟନରୁ ଅଧିକ ନୂଆ…

୫ ହଜାର ଝିଅଙ୍କୁ ନେଇ ଦ୍ବନ୍ଦରେ ଥିଲେ ଯୁବକ, ପରଫେକ୍ଟ କନ୍ୟା ଖୋଜିଦେଲା ChatGPT

ନୂଆଦିଲ୍ଲୀ,୭ା୨: ଚାଟ୍ ଜିପିଟି ଲଞ୍ଚ ହେବା ପରଠାରୁ ଖବରରେ ରହିଛି। ଅବଶ୍ୟ, ଗତ ଦେଢ଼ ବର୍ଷ ମଧ୍ୟରେ ଏହା ବହୁତ ଅଗ୍ରଗତି କରିଛି। ଏଥିସହ ଅନେକ କ୍ଷେତ୍ରରେ ଏହାର ଉପଯୋଗୀତା ପ୍ରମାଣ କରିଛି, କିନ୍ତୁ ବର୍ତ୍ତମାନ ଏକ ନୂଆ ଖବର ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?