ଡାକ୍ତର-ସ୍ବାସ୍ଥ୍ୟ ସେବାର ଅଭାବ ଯୋଗୁ ଅନଲାଇନରେ ବୃଦ୍ଧି ପାଉଛି ଡାକ୍ତରୀ ପରାମର୍ଶ: ରିପୋର୍ଟ…
ଓ୍ବାଶିଂଟନ,୪।୩ : ଇଣ୍ଡୋନେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ ଲୋକମାନେ ଚିକିତ୍ସା ପାଇଁ ଆପ ଆଧାରିତ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ଏହି ଦେଶରେ ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବାର ଘୋର…
ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକ୍ ମାମଲା: ଶୀଘ୍ର ତଦନ୍ତ ପାଇଁ କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…
ଜେନେଭା,୪।୩ : କରୋନା ଭାଇରସ ବିଷୟରେ ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍ ହୋଇ ସମଗ୍ର…
କରୋନା ଟିକା ବିକଶିତ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା…
ମସ୍କୋ,୪।୩ : ରୁଷିଆରେ କୋଭିଡ-୧୯ ଟିକା ‘ସ୍ପୁଟନିକ ଭି’ ବିକଶିତ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଣ୍ଡ୍ରେ ବୋଟିକୋଭଙ୍କୁ ତାଙ୍କ ବାସଭବନରେ ଏକ ବେଲ୍ଟକୁ ବେକରେ ବାନ୍ଧି ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।…
ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
ବ୍ରିସବେନ,୪।୩: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଥମିବାର ନାଁ ଧରୁନାହିଁ। ଶନିବାର ଅଷ୍ଟ୍ରେଲିଆର ବ୍ରିସବେନରେ ଏଭଳି ମାମଲା ସାମ୍ନାକୁ ଆସିଛି। ବ୍ରିସବେନସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିଛନ୍ତି। ଏହାପୂର୍ବରୁ ଜାନୁୟାରୀରେ ଅଷ୍ଟେଲିଆର ମେଲବର୍ନରେ ୧୫ ଦିନ…
ଆମେରିକାର ଯେତେ ଶତ୍ରୁ, ସେଥିରୁ କମ୍ୟୁନିଷ୍ଟ ଚାଇନା ସବୁଠାରୁ ମଜଭୁତ: ହେଲି
ୱାଶିଂଟନ,୪ ।୩: ଆମେରିକାର ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀର ଦାବିବାର ନିକ୍କି ହେଲି ଚାଇନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମେରିକାର ଏବେ ପର୍ଯ୍ୟନ୍ତ ଯେତେ ବି ଶତ୍ରୁ ହୋଇଛନ୍ତି ସେଥିମଧ୍ୟରୁ କମ୍ୟୁନିଷ୍ଟ ଚାଇନା ସବୁଠରୁ ମଜଭୁତ ଓ…
ପୁଣି ପାକିସ୍ତାନକୁ ଜବାବ ଦେଲା ଭାରତ, କଶ୍ମୀର ଆମର ଥିଲା, ରହିବ
ଜେନେଭା,୪ ।୩: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନର ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ୱାନି ଖର ପୁଣିଥରେ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇବାକୁ ଚେଷ୍ଟା କରିଛନ୍ତି । ହେଲେ ତାଙ୍କର ସମସ୍ତ ଅଭିଯୋଗ ଉପରେ ଭାରତ କଡା ଜବାବ…
ଚଳିତ ବର୍ଷ ଏଲ ନିନୋର ରହିବ ପ୍ରଭାବ, ସାରା ବିଶ୍ୱ ହାହାକାର ଡାକିବ: ଡବ୍ଲୁଏମଓର ଚେତାବନୀ
ଲଣ୍ଡନ,୪ ।୩: ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ(ଡବ୍ଲୁଏମଓ) ଚେତାବନୀ ଦେଇଛି କି ଆଗାମୀ ମାସେ ଦୁଇମାସ ମଧ୍ୟରେ ଏଲ ନିନୋ ସକ୍ରିୟ ହେବା ସହ ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବ । ବିଶେଷ କରି ଭାରତ ଭଳି ଦେଶରେ ଗ୍ରୀଷ୍ମ…
ନାଇଜେରିଆରେ ଅବୈଧ ଅଏଲ ରିଫାଇନାରୀରେ ବିସ୍ଫୋରଣ ୧୨ ମୃତ
ଅବୁଜା,୪ ।୩: ନାଇଜେରିଆର ନାଇଜର ଡେଲଟା ଅଞ୍ଚଳରେ ଏକ ଅବୈଧ ରିଫାଇନାରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ପୋଲିସ…
ଜାକର୍ତ୍ତାର ତେଲ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ଅତିକମରେ ୧୬ ମୃତ ଅନେକେ ଆହତ
ଜାକର୍ତ୍ତା,୪ ।୩: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ଏକ ତେଲ ଭଣ୍ଡାର କେନ୍ଦ୍ରରେ ଭିଷଣ ଅଗ୍ନିକାଣ୍ଡ ହେବାରୁ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକେ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ନିଆଁକୁ ଆୟତ୍ତ…
ବାଇଡେନଙ୍କ ଛାତିରୁ ବାହାରିଥିବା ଘା’ କ୍ୟାନସର ସେଲ ଥିଲା: ହ୍ୱାଇଟ ହାଉସ ଡାକ୍ତର
ୱାଶିଂଟନ,୪ ।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ରକୁ ନେଇ ହ୍ୱାଇଟ ହାଉସର ଡାକ୍ତର ଏକ ବଡ ଅପଡେଟ ସାମ୍ନାକୁ ଆଣିଛନ୍ତି । ହ୍ୱାଇଟ ହାଉସର ଚିକିତ୍ସକ ଡାକ୍ତର କେୱିନ ଓ’କନର ଶୁକ୍ରବାର କହିଛନ୍ତି, ଗତ ମାସରେ ବାଇଡେନଙ୍କ ଛାତିରୁ ବାହାରିଥିବା…
ନୋବେଲ ବିଜେତାଙ୍କୁ ୧୦ ବର୍ଷ ଜେଲ
ମସ୍କୋ,୪ା୩: ବେଲାରୁଷର ଏକ କୋର୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ୍ ବିଆଲିଆତ୍ସ୍କିଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ବିକ୍ଷୋଭ ପାଇଁ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ ଆପରାଧିକ ମାମଲାରେ ତାଙ୍କୁ ଏହି…
ଇରାନ ସ୍କୁଲ ଛାତ୍ରୀଙ୍କୁ ବିଷ
ତେହରାନ/ବର୍ଲିନ/ଜେନେଭା,୪ା୩: ଗତ ଡିସେମ୍ବର ୧୬ରେ ମୋରାଲଟି ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍ ଯୁବତୀ ମହସା ଅମିନୀଙ୍କ ଜୀବନ ଯିବା ପରେ ଇରାନ୍ରେ ହିଜାବ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନର ନିଅଁା ନ ଲିଭୁଣୁ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କୁ ବିଷ ଦିଆଯାଉଥିବା…
Archives


