ସୁଦାନରେ ସେନା-ବିଦ୍ରୋହୀ ୨୪ ଘଣ୍ଟାର ସଂଘର୍ଷ ବିରାମରେ ସହମତ
ଖାରତୁମ,୧୯।୪: ସୁଦାନର ସେନା ମଙ୍ଗଳବାର ସନ୍ଧ୍ୟାରୁ ୨୪ ଘଣ୍ଟାର ସଂଘର୍ଷ ବିରାମକୁ ନେଇ ସହମତି ପ୍ରକାଶ କରିଛନ୍ତି। କିଛି ଘଣ୍ଟା ପୂର୍ବରୁ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ କହିଛି କି ସେ ବି ଚୁକ୍ତିର ପାଳନ କରିବ। ଉପଗ୍ରହ ଚ୍ୟାନେଲ ଅଲ-ଅରବିୟା ଓ…
ନେପାଳ ରାଷ୍ଟ୍ରପତିଙ୍କ ଫୁସଫୁସ ସଂକ୍ରମଣ, ଚିକିତ୍ସା ପାଇଁ ଆସୁଛନ୍ତି ଏମ୍ସ୍…
କାଠମାଣ୍ଡୁ,୧୯।୪ : ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଶ୍ୱାସକ୍ରିୟାରେ ସମସ୍ୟା ଥିବା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ନେପାଳର ମହାରାଜଗଞ୍ଜର ତ୍ରିଭୁୁବନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥିତିରେ ସୁଧାର ଆସିବା ପରେ ତାଙ୍କୁ…
ବାଇଡେନ-କମଲା ହାରିସଙ୍କ ଟ୍ୟାକ୍ସ ରିଟର୍ନରୁ ଜଣାପଡ଼ିଲା ତାଙ୍କର ମୋଟ ଆୟ…
ଓ୍ବାଶିଂଟନ,୧୯।୪ : ୨୦୨୨ ପାଇଁ ଆୟକର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ଦ୍ୱାରା ସାର୍ବଜନୀନ କରାଯାଇଛି। ଏହା ଅନୁଯାୟୀ, ୨୦୨୨ ମସିହାରେ ଆମେରିକା ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଜିଲ ବିଡେନଙ୍କ ମିଳିତ ଆୟ ୫…
କିମ୍ ଉତକ୍ଷେପଣ କରିବେ ଗୁପ୍ତଚର ଉପଗ୍ରହ: ମହାକାଶରୁ ଶତ୍ରୁଙ୍କ ଉପରେ ରଖିବ ନଜର…
ପ୍ୟୋଙ୍ଗୟାଙ୍ଗ,୧୯।୪ : ଉତ୍ତର କୋରିଆ ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି। ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ତାଙ୍କ ଅଧିକାରୀମାନଙ୍କୁ ଏହାକୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ମିଡିଆ ଏଜେନ୍ସି…
ଆଜି ଖସିବ ନାସା ସାଟେଲାଇଟ୍
ଓ୍ବାଶିଂଟନ୍,୧୯।୪: ନାସାର ଏକ ଅଚଳ ଉପଗ୍ରହ ବୁଧବାର ପୃଥିବୀପୃଷ୍ଠକୁ ଖସିବା ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସତର୍କ କରାଯାଇଛି। ୬୦୦ ପାଉଣ୍ଡ (୨୭୨ କିଲୋଗ୍ରାମରୁ ଅଧିକ) ଓଜନର ଏହି ଉପଗ୍ରହ ବୁଧବାର ରାତି ୯ଟା ୩୦ ମିନିଟ୍ (ଇଷ୍ଟର୍ନ…
ୟୁକ୍ରେନୀୟ ଅଞ୍ଚଳରେ ପୁଟିନ୍
ମସ୍କୋ,୧୯ା୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିଜ ଦଖଲକୁ ନେଇଥିବା ୨ ୟୁକ୍ରେନୀୟ ଅଞ୍ଚଳ ଖେରସନ୍ ଓ ଲୁହାନ୍ସ୍କର ସେନା କମାଣ୍ଡରଙ୍କୁ ସୋମବାର ଭେଟିଛନ୍ତି। ୨ ମାସ ମଧ୍ୟରେ ଏହା ହେଉଛି ପୁଟିନ୍ଙ୍କ ଦ୍ୱିତୀୟ ୟୁକ୍ରେନ୍ ଗସ୍ତ। ସମ୍ପୃକ୍ତ ଅଞ୍ଚଳରେ ମସ୍କୋର…
ପର୍ବତାରୋହୀ ବଲଜିତ ଉଦ୍ଧାର
କାଠମାଣ୍ଡୁ, ୧୯।୪: ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ବେଳେ ସୋମବାର ନିଖୋଜ ଥିବା ଭାରତୀୟ ପର୍ବତାରୋହୀ ବଲଜିତ କୌରଙ୍କୁ ମଙ୍ଗଳବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଏକ ଏରିଅଲ ସର୍ଚ୍ଚ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ କରାଯାଇଥିଲା। ବିନା ସପ୍ଲିମେଣ୍ଟାଲ୍ ଅକ୍ସିଜେନ୍ ବ୍ୟବହାର…
ରୁଷିଆକୁ ସହାୟତା ମହଙ୍ଗା ପଡ଼ିବ
ଟୋକିଓ,୧୯।୪: ୟୁକ୍ରେନ୍ ଯୁଦ୍ଧରେ ରୁଷିଆକୁ ସାମରିକ ସହାୟତା ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମଙ୍ଗଳବାର ଜି୭ ରାଷ୍ଟ୍ର ସମୂହ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଜାପାନର କାରୁଇଜଓ୍ବା ସହରରେ ସମ୍ମିଳନୀ ଶେଷରେ ଜି୭ ରାଷ୍ଟ୍ରଗୁଡ଼ିକର ବହିର୍ବ୍ୟାପାର ମନ୍ତ୍ରୀମାନେ…
ଆମେରିକୀୟ ରିପୋର୍ଟର ଇଭାନ୍ଙ୍କୁ ଜାମିନ ମିଳିଲାନି
ମସ୍କୋ, ୧୯।୪: ମସ୍କୋର ଏକ କୋର୍ଟ ମଙ୍ଗଳବାର ଆମେରିକୀୟ ଖବରଦାତା ଇଭାନ୍ ଜରସ୍କୋଭିଚ୍ଙ୍କୁ ଜାମିନ ପ୍ରଦାନ ପାଇଁ ମନା କରିଦେଇଛନ୍ତି। ରୁଷିଆରେ ଗୁପ୍ତଚରଗିରି ଅଭିଯୋଗରେ ଇଭାନ୍ଙ୍କୁ ଗିରଫ କରାଯିବା ସହ ତାଙ୍କୁ ୨୦ ବର୍ଷର ଜେଲଦଣ୍ଡ ମିଳିଛି। ଜାମିନ ନ ମିଳିବା…
ଟୁଇଟର ନୀତି ଉଲ୍ଲଂଘନକାରୀ ପୋଷ୍ଟ ଉପରେ ଲାଗିବ କଟକଣା
ଓ୍ବାଶିଂଟନ୍, ୧୯।୪: ମାଇକ୍ରୋ ବ୍ଲଗିଂ ଆପ୍ ଟୁଇଟର ମଙ୍ଗଳବାର ନିଜ ପଲିସି ଅପ୍ଡେଟ୍ କରିଛି। ଏଣିକି ଟୁଇଟର ନୀତି ଉଲ୍ଲଂଘନ କରୁଥିବା ଟୁଇଟ୍ର ଭିଜିବିଲିଟି ଉପରେ କଟକଣା ଲାଗିବ। ନୀତି ଉଲଂଘନ କରୁଥିବା ଟୁଇଟ୍ ଉପରେ କମ୍ପାନୀ ପ୍ରଥମେ ଭିଜିବିଲିଟି ଫିଲ୍ଟର…
ସୁଦାନରେ ସାମରିକ ସଂଘର୍ଷ: ୨୦୦ ନିହତ
ଖାର୍ତୁମ/ନୂଆଦିଲ୍ଲୀ,୧୯।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ୪ ଦିନ ହେଲା ଘମାଘୋଟ ଲଢ଼େଇ ଚାଲିଛି। ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ ଲକ୍ଷ…
ବେଜିଂର ଚାଙ୍ଗଫେଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ: ୨୧ ମୃତ…
ବେଜିଂ,୧୮।୪ : ଚାଇନାର ରାଜଧାନୀ ବେଜିଂର ଏକ ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରୋଗୀ ବିଭାଗର ପୂର୍ବ ୱିଙ୍ଗରେ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଛିି। ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨…
Archives


