ଅନ୍ତର୍ଜାତୀୟ

ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁଦଣ୍ଡ

କମ୍ପାଲା,୨୯।୫: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଉଗାଣ୍ଡାର ରାଷ୍ଟ୍ରପତି ୟୋଭେରି ମୁସେଭେନି ଏଲଜିବିଟିକ୍ୟୁ ବିରୋଧୀ ଆଇନ (Anti-LGBTQ Law) କୁ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ ଅମାନ୍ୟ କଲେ ମୁତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ରାଷ୍ଟ୍ରପତିଙ୍କ…

ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା ମହଙ୍ଗା ପଡ଼ିବ

କଲମ୍ବୋ,୨୯ା୫: ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା କରାଯାଉଥିବା ଘଟଣାକୁ ରୋକିବା ପାଇଁ ଶ୍ରୀଲଙ୍କାରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଉଛି। ଏଥିରେ ଇଣ୍ଟରନେଟ୍‌ରେ ଧର୍ମ ବିରୋଧରେ ମନ୍ତବ୍ୟ କିମ୍ବା ବ୍ୟଙ୍ଗ କରିବା ବେଆଇନ ହେବ। ଶ୍ରୀଲଙ୍କାର ଧର୍ମ…

ଆମେରିକାକୁ ଚ୍ୟାଲେଞ୍ଜ କରୁଛି ଚାଇନା! ପ୍ରଥମଥର ସିଭିଲିୟନ୍ସଙ୍କୁ ମହାକାଶ ପଠାଇବ ଚାଇନା

ବେଜିଂ,୨୯।୫: ମହାକାଶରେ ଆମେରିକାକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଥିବା ଚାଇନା ଏକ ନୂଆ ମିଶନର ଘୋଷଣା କରିଛି। ଏବେ ଚାଇନା ଏକ ସିଭିଲିୟନ ଏଷ୍ଟ୍ରୋନଟଙ୍କୁ ତିୟାଂଗୌଂଗ ସ୍ପେଶ ଷ୍ଟେଶନର ଚାଳକ ଦଳର ମିଶନର ଅଂଶ ଭାବେ ମହାକାଶକୁ ପଠାଇବ। ଚାଇନାର ସ୍ପେଶ…

ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି: ବିଷ ଦିଆଯାଇଥିବା ଆଶଙ୍କା…

ମସ୍କୋ,୨୯।୫ : ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କୁ ଗୁରୁତର ଅବସ୍ଥାରେ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଲୁକାଶେଙ୍କୋ ମସ୍କୋରେ ପହଞ୍ଚିଥିଲେ କିନ୍ତୁ ପୁଟିନଙ୍କ ସହିତ ସାକ୍ଷାତ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା…

ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…

ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଇଙ୍ଗ ଏବଂ ଏୟାରବେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଇନା ଆନୁଷ୍ଠାନିକ ଭାବରେ…

ଚାଇନାରେ ପୁଣି କରୋନା ମହାମାରୀ ଯୋଗୁ ବଢ଼ିଲା ଚିନ୍ତା…

ବେଜିଂ,୨୯।୫ : ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ପ୍ରକାଶ ଥାଉକି, ସଂକ୍ରମଣ ମାମଲା ବୃଦ୍ଧି ଏବଂ ଲକଡାଉନ ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରୁ ଚାଇନା ସରକାର ଗତ ବର୍ଷଠାରୁ ନିଜର ଶୂନ ନୀତି ପରିତ୍ୟାଗ କରିଛନ୍ତି।…

ଶନିର ଚନ୍ଦ୍ରରେ ଜୀବନର ସମ୍ଭାବନା: ରୁ ନିର୍ଗତ ହେଉଛି ଜଳ…

ଓ୍ବାଶିଂଟନ,୨୯।୫ : ଶନିଙ୍କର ଏକ କ୍ଷୁଦ୍ର ଚନ୍ଦ୍ର ଏହାର ପୋଲରୁ ମହାକାଶରେ ଜଳ ନିର୍ଗତ କରୁଛି। ଏନସେଲାଡସ ନାମକ ଚନ୍ଦ୍ରରୁ ବାହାରୁଥିବା ଜଳର ଲମ୍ବ ଧାରା ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ନାସାର ଜେମ୍ସ ୱେବ ଟେଲିସ୍କୋପ ଏହାର ଫଟୋ ଉଠାଇଛି।…

୫୦୧ କଏଦୀଙ୍କୁ ଖଲାସ କଲେ ନେପାଳ ରାଷ୍ଟ୍ରପତି…

କାଠମାଣ୍ଡୁ,୨୯।୫ : ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ ୫୦୧ ଜଣ କଏଦୀଙ୍କ କ୍ଷମା ପ୍ରାର୍ଥନା ମଞ୍ଜୁର କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଥରୁହାଟ ନେତା ତଥା ନାଗ୍ରିକ ଇମ୍ୟୁଣ୍ଟି ପାର୍ଟି ମୁଖ୍ୟ ରେଶମ ଚୌଧୁରୀ ମଧ୍ୟ କ୍ଷମା ପାଇଥିବା କଏଦୀମାନଙ୍କ ମଧ୍ୟରେ…

ଅରୁଣ ନଦୀ ଉପରେ ଭାରତ ଦ୍ୱାରା ବିକଶିତ ହେବାକୁ ଥିବା ଦ୍ୱିତୀୟ ଜଳ ବିଦ୍ୟୁତ ପ୍ରକଳ୍ପକୁ ନେପାଳ ସରକାରଙ୍କ ଅନୁମୋଦନ..

କାଠମାଣ୍ଡୂ,୨୯।୫ : ନେପାଳ ସରକାର ଭାରତର ସତଲେଜ ଜଳ ବିଦ୍ୟୁତ ନିଗମ (ଏସଜେଭିଏନ) ଲିମିଟେଡ ଦ୍ୱାରା ଦେଶରେ ଦ୍ୱିତୀୟ ଜଳ ବିଦ୍ୟୁତ ପ୍ରକଳ୍ପ ବିକାଶ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏସଜେଭିଏନ ବର୍ତ୍ତମାନ ପୂର୍ବ ନେପାଳର ଅରୁଣ ନଦୀରେ ଅବସ୍ଥିତ…

ଡେଟ୍‌ ସିଲିଂ ବୃଦ୍ଧି ପାଇଁ ସହମତି

ଓ୍ବାଶିଂଟନ୍‌,୨୯ା୫: ବାହ୍ୟ ଋଣ ବୋଝରେ ନଇଁ ପଡ଼ିଥିବା ଆମେରିକା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣି ଖିଲାପି ଅବସ୍ଥା ଏଡ଼ାଇବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ରିପବ୍ଲିକ୍‌ ବିରୋଧୀମାନେ ରବିବାର ଡେଟ୍‌ ସିଲିଂ ବୃଦ୍ଧି କରିବା ସକାଶେ ସହମତି ପ୍ରକାଶ…

ଏର୍ଡୋଗାନ୍‌ ଆଗରେ

ଆଙ୍କାରା,୨୯ା୫: ତୁର୍କୀ ସାଧାରଣ ନିର୍ବାଚନ ଫଳାଫଳ ରାଷ୍ଟ୍ରପତି ରେସେପ ତୈୟିପ୍‌ ଏର୍ଡୋଗାନ୍‌ଙ୍କ ସପକ୍ଷରେ ଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ୯୬% ଭୋଟ ଗଣତି ହୋଇଥିବାବେଳେ ଏର୍ଡୋଗାନ୍‌ଙ୍କୁ ୫୨.୩% ଏବଂ ତାଙ୍କ ସେକ୍ୟୁଲାର ଚ୍ୟାଲେଞ୍ଜର କେମାଲ କିଲିକ୍‌ଡାରୋଗ୍ଲୁଙ୍କୁ ୪୭.୭% ଭୋଟ ମିଳିଥିବା ଜଣାପଡ଼ିଛି।…

ସୈନ୍ୟ ଅଭିଯାନ ଅଧିକ ଜୋରଦାର କରିବାକୁ ପୁଟିନଙ୍କ ନିର୍ଦ୍ଦେଶ…

ମସ୍କୋ,୨୮।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ ଅଭିଯାନକୁ ଆହୁରି ଜୋରଦାର କରିବାକୁ ସୀମା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri