ଅନ୍ତର୍ଜାତୀୟ

ପୂର୍ବ ୟୁକ୍ରେନର ବାଖମୁଟରେ ପୁଣି ରୁଷିଆର ଆକ୍ରମଣ, ବଢୁଛି ୟୁକ୍ରେନର ସମସ୍ୟା

କ୍ୱିଭ,୨୦।୫: ପୂର୍ବ ୟୁକ୍ରେନର ବାଖମୁଟ ସହର ଓ ଏହାର ଆଖପାଖରେ ପୁଣିଥରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି। ଏହି ଅଞ୍ଚଳକୁ କବଜା କରିବାକୁ ରୁଷିଆ ସେନା ପୁଣିଥରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। କାରଣ ରୁଷିଆ ସେନା ମାସ ମାସ ଧରି…

କଶ୍ମୀରରେ ଜି -୨୦ ବୈଠକକୁ ବିରୋଧ କରୁଛି ଚାଇନା

ଶ୍ରୀନଗର/ବେଜିଂ,୨୦।୫: ଭାରତ ଏଥର ଜି -୨୦ର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଯାଉଛି। ଭାରତର ଏହି ଆୟୋଜନକୁ ଚାଇନା ତୀବ୍ର ବିରୋଧ…

ସାରା ବିଶ୍ୱରେ ପୁଣି ମୋଦିଙ୍କ ଚର୍ଚ୍ଚା, ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ପଛରେ ପକାଇଲେ ଏହି ସୁପରପାଓ୍ବାର୍ସଙ୍କୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫: ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ଏଥର ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟପରେ ଦେଖିବାକୁ ମିଳିଛି। ଆମେରିକା ସ୍ଥିତ କନସଲଣ୍ଟିଂ ଫର୍ମ ‘ମର୍ନିଂ କନସଲ୍ଟ’ର ଏକ ସର୍ଭେ ଅନୁଯାୟୀ ୭୮ ପ୍ରତିଶତ ରେଟିଂ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା…

ଜାପାନରେ ଫୁମିଓ କିଶିଦାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ହିରୋସିମାରେ ପହଞ୍ଚିଛନ୍ତି। ଜି-୭ ବୈଠକରେ ଯୋଗଦେବା ପୂର୍ବରୁ ସେ ଫୁମିଓଙ୍କୁ…

ମୋଚା ତାଣ୍ଡବ ମ୍ୟାନ୍‌ମାରରେ ୧୪୫ ମୃତ

ବ୍ୟାଙ୍କକ୍‌, ୨୦।୫: ବାତ୍ୟା ମୋଚା ପ୍ରଭାବରେ ମ୍ୟାନ୍‌ମାରରେ ଅଦ୍ୟାବଧି ୧୪୫ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୧୧୭ ରୋହିଙ୍ଗ୍ୟା ମୁସଲମାନ ରହିଛନ୍ତି। ମ୍ୟାନ୍‌ମାରର ରାଖିନରେ ମୋଚା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଅନ୍ୟ ଅଞ୍ଚଳରେ ବାତ୍ୟା ଯୋଗୁ କେତେଜଣ ପ୍ରାଣ ହରାଇଛନ୍ତି…

ଜି୭ରେ ରୁଷିଆ ବିରୋଧୀ ରଣନୀତି

ହିରୋଶିମା,୨୦ା୫: ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗଣତନ୍ତ୍ରଗୁଡ଼ିକର ନେତାମାନେ ଶୁକ୍ରବାର ଜାପାନର ହିରୋଶିମା ସହରରେ ଏକାଠି ହୋଇଛନ୍ତି। ୟୁକ୍ରେନ୍‌ ଉପରେ ୧୫ ମାସ ଧରି ଆକ୍ରମଣ ଜାରି ରଖିଥିବା ରୁଷିଆକୁ ଦଣ୍ଡିତ କରିବା ପାଇଁ ଜି୭ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ସମ୍ମିଳନୀର ପ୍ରଥମ ଦିନ…

ଜାପାନର ହିରୋସୀମାରେ ପହଞ୍ଚିଲେ ମୋଦି, ଜି-୭ ସମ୍ମିଳନୀରେ ଭାଗ ନେବେ

ଟୋକିଓ/ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜାପାନର ହିରୋସୀମାରେ ପହଞ୍ଚିଛନ୍ତି। ମୋଦି କହିଛନ୍ତି   ଜି-୭ ସମ୍ମିଳନୀରେ ଭାଗ ନେବା ସହ ସେଠାରେ ସେ କେତେଜଣ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବି କରିବେ। ପ୍ରଧାନମନ୍ତ୍ରୀ…

ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ରଖିଥିବା ଭାରତୀୟ ମହିଳାଙ୍କର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ମୃତ୍ୟୁ

କାଠମାଣ୍ଡୁ,୧୯।୫: ନେପାଳର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ରୋଗଗ୍ରସ୍ତ ହେବାରୁ ଜଣେ ୫୯ ବର୍ଷୀୟା ଭାରତୀୟ ପର୍ବତାରୋହୀଙ୍କର ଗୁରୁବାର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏହି ମହିଳା ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟ ପର୍ବତକୁ ଆରୋହଣ କରି ପେସମେକରରେ ଏସିଆର ପ୍ରଥମ ମହିଳା ଭାବେ…

ପେଶାଓ୍ବର ବୋମା ବିସ୍ଫୋରଣରେ ଜଣେ ମୃତ ୩ ଆହତ

ପେଶାଓ୍ବର,,୧୯।୫: ପାକିସ୍ତାନର ଖେବର ପଖତୁନଖ୍ବା ଅଞ୍ଚଳରେ ରାଜଧାନୀ ପେଶାଓ୍ବରରେ ଏକ ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଏକ ମୋଟର ସାଇକେଲରେ ହୋଇଛି।…

ଇମ୍ରାନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଇସଲାମାବାଦ,୧୯।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଣ୍ଟି ଟୋରୋରିଜିମ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହିଂସା ମାମଲାରେ ଇମ୍ରାନଙ୍କୁ ଜୁନ ୨ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି। ଏହା ବ୍ୟତୀତ, ଅନ୍ୟ ଦୁଇ କେସ୍‌ରେ ମଧ୍ୟ ଇମ୍ରାନଙ୍କୁ ସମ୍ଭାବ୍ୟ…

ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ: ସୁନାମି ଆଶଙ୍କା

କାଲେଡୋନିଆ,୧୯।୫: ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ ପରେ ଆଖପାଖ ଦ୍ୱୀପ ତଥା ମାଳଦ୍ୱୀପ ଅଞ୍ଚଳରେ ସୁନାମି ହେବାର ଆଶଙ୍କା ବଢାଇ ଦେଇଛି। ଯେଉଁଥି ପାଇଁ ସ୍ଥାନୀୟ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି। ଆମେରିକାର ନ୍ୟୁ କାଲେଡୋନିଆ, ଫିଜି…

ବଢ଼ୁଛି ଅଟ୍ଟାଳିକା ଭାର, ଦବୁଛି ମାନ୍‌ହାଟ୍ଟନ୍‌

ନ୍ୟୁୟର୍କ, ୧୯।୫: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନଭଶ୍ଚୁମ୍ବି ଅଟ୍ଟାଳିକା ପାଇଁ ନ୍ୟୁୟର୍କ ଖୁବ୍‌ ଖ୍ୟାତ। କିନ୍ତୁ ଯେଉଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଧାଇଁ ଆସୁଛନ୍ତି, ତା’ପାଇଁ ନ୍ୟୁୟର୍କ ସହରର ସର୍ବାଧିକ ଜନବସତିପୂର୍ଣ୍ଣ ଅଞ୍ଚଳ ମାନ୍‌ହାଟ୍ଟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri