ଅନ୍ତର୍ଜାତୀୟ

ଆମେରିକା ପାଖରେ ବହୁ ରହସ୍ୟମୟ ମାନବବିହୀନ ୟୁଏଫଓ ବିମାନ: ଗୁପ୍ତଚର ଅଧିକାରୀଙ୍କ ଆଶ୍ଚର୍ଯ୍ୟଜନକ ଦାବି…

ଓ୍ବାଶିଂଟନ,୭।୬ : ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ ଅର୍ଥାତ ୟୁଏଫଓ ସବୁବେଳେ ବିଶ୍ୱ ପାଇଁ ରହସ୍ୟ ହୋଇ ରହିଆସିଛି। ବର୍ତ୍ତମାନ ଜଣେ ଆମେରିକୀୟ ଅବସରପ୍ରାପ୍ତ ଇଣ୍ଟେଲିଜେନ୍ସ ଏବଂ ଏୟାରଫୋର୍ସ ଅଧିକାରୀ ଦାବି କରିଛନ୍ତି ଆମେରିକା ପାଖରେ ଏପରି ଅନେକ ମାନବ ବିହୀନ ବିମାନ…

ଚାଇନାର ମୁକାବିଲା କରିବା ଲାଗି ଭାରତ-ଆମେରିକା ମିଳିତ ଭାବେ କାମ କରିବା ଜରୁରୀ…

ଓ୍ବାଶିଂଟନ,୭।୬ : ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ କହିଛନ୍ତି ଚାଇନା କମ୍ୟୁନିଷ୍ଟ ପାର୍ଟି ସାମ୍ନାରେ ଗଣତାନ୍ତ୍ରିକ ଅନ୍ତର୍ଜାତୀୟ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏଥି ସହିତ, କ୍ଷମତାଶାଳୀ ଚାଇନାର ମଡେଲ ପାଇଁ…

କିମ୍‌ଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା…

ଓ୍ବାଶିଂଟନ,୭।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା ନିଜେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। ମହାକାଶରେ ରୁଷିଆ ଏବଂ ଚାଇନାର…

୨୦୩୦ ସୁଦ୍ଧା ବିଲୁପ୍ତ ହୋଇଯିବ ସମର ସି ଆଇସ୍‌…

ଓ୍ବାଶିଂଟନ,୭।୬ : ପ୍ରକୃତିର ପରିବର୍ତ୍ତନ ହେତୁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ନିୟନ୍ତ୍ରଣ ହୋଇପାରୁ ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ ମହାସାଗରର ଗ୍ରୀଷ୍ମ…

ହାଇପରସୋନିକ ମିଶାଇଲ ବିକଶିତ କରିଥିବା ଦାବି: ଚାଇନା,ଇରାନ,ହଂକଂ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା…

ଓ୍ବାଶିଂଟନ,୭।୬ : ଇରାନର ବାଲିଷ୍ଟିକ ହାଇପରସୋନିକ ମିଶାଇଲ କାର୍ଯ୍ୟକ୍ରମ ସହ ଜଡିତ ଥିବା ଇରାନ, ଚାଇନା ଏବଂ ହଂକଂର ଗୋଷ୍ଠୀ ତଥା ସଂସ୍ଥା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଟ୍ରେଜେରୀ ବିଭାଗ ଅନୁଯାୟୀ, ଇରାନର ହାଇପରସୋନିକ ମିଶାଇଲ ବିକାଶ କାର୍ଯ୍ୟକ୍ରମ ପାଇଁ…

ଚାଇନାର ସାମରିକ ଉଗ୍ରତା ବିପଜ୍ଜନକ

ଓ୍ବାଶିଂଟନ୍‌,୭ା୬: ତାଇଓ୍ବାନ୍‌ ପ୍ରଣାଳୀ ଏବଂ ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ବେଜିଂର କ୍ରମବଦ୍ଧିଷ୍ଣୁ ସାମରିକ ଉଗ୍ରତାକୁ ଆମେରିକା ନିନ୍ଦା କରିଛି। ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ପରିପ୍ରେକ୍ଷୀରେ ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ଚାଇନାର ଆକ୍ରମଣାମତ୍କ…

ଗଣମାଧ୍ୟମର ହାତ ରକ୍ତରଞ୍ଜିତ: ହାଇକୋର୍ଟରେ ହ୍ୟାରି

ଲଣ୍ଡନ୍‌,୭ା୬: ବ୍ରିଟେନ୍‌ କିଙ୍ଗ୍‌ ଚାଲର୍‌ସ ୩ୟଙ୍କ ସାନପୁଅ ପ୍ରିନ୍ସ ହ୍ୟାରି ମଙ୍ଗଳବାର ଏକ ଖବରକାଗଜର ବେଆଇନ କାର୍ଯ୍ୟକଳାପ ବିରୋଧରେ ଲଣ୍ଡନ ହାଇକୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ବ୍ରିଟେନ୍‌ ଗଣମାଧ୍ୟମର ହାତ ରକ୍ତରଞ୍ଜିତ ବୋଲି ଏହି ଅବସରରେ ସେ ସମାଲୋଚନା…

ନୋଭା କାଖୋଭ୍‌କା ଡ୍ୟାମ୍‌ ଭୁଶୁଡ଼ିଲା

ମସ୍କୋ/କିଭ୍‌,୭ା୬: ଦକ୍ଷିଣ ୟୁକ୍ରେନ୍‌ ଓ ରୁଷିଆ ମଝିରେ ଥିବା ଏକ ବୃହତ୍‌ ଡ୍ୟାମ୍‌କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି। ଏଥିଯୋଗୁ ଦୁଇଦେଶର ସୀମାରେ ବନ୍ୟା ସ୍ଥିତି ଉପୁଜିବାରୁ ଖେରସନ ଅଞ୍ଚଳ ଅଧୀନ ୧୪ ଗ୍ରାମର…

ଆତ୍ମସମର୍ପଣ ନ କଲେ ହେବନି ଆଳୋଚନା: ଆତଙ୍କବାଦୀ ସଂଗଠନ ଟିଟିପିକୁ ପାକିସ୍ତାନ ସରକାରଙ୍କ ଚେତାବନୀ…

ଇସଲାମାବାଦ,୬।୬ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ସୂତ୍ରରୁ ପ୍ରକାଶ ଗତ କିଛି ଦିନ ମଧ୍ୟରେ ଟିଟିପି ପୁନର୍ବାର ଆଲୋଚନାରେ ଯୋଗଦେବାକୁ ଇଚ୍ଛା…

କରଜରେ ବୁଡି ରହିଛି ପାକସ୍ତାନ, ପ୍ରତି ମାସରେ ୨.୬ପ୍ରତିଶତ ହାରରେ ୫୮.୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଋଣ ଭାର

ଇସଲାମବାଦ,୬।୬: ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ କରଜ ଭାରରେ ବୁଡି ରହିଛି। ଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ ହେବାସହ ଅତ୍ୟାବଶକ ଦ୍ରବ୍ୟର ଦରଦାମ ଆକାଶଛୁଆଁ ରହିଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାରଙ୍କ ଋଣ…

ହାଇପରସୋନିକ ମିଶାଇଲ ‘ଫତହ’କୁ ନିଜେ ନିର୍ମାଣ କରିଛି ବୋଲି ଦାବି କଲା ଇରାନ

ତେହେରାନ,୬।୬:ହାଇପରସୋନିକ ମିଶାଇଲ ‘ଫତହ’କୁ ଇରାନ ନିଜେ ପ୍ରସ୍ତୁତ କରିଛି ବୋଲି ଦାବି କରିଛି। ଏହି କ୍ଷେପଣାସ୍ତ୍ରର ବେଗ ଶବ୍ଦର ବେଗ ଠାରୁ ୧୫ଗୁଣ ଅଧିକ ବୋଲି ଇରାନ କହିଛି। ତେବେ ଇରାନ ଏହି ଘୋଷଣା ଏପରି ସମୟରେ କରିଛି, ଯେତେବେଳେ ପରମାଣୁ…

ୟୁୂକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନରେ ଆଣବିକ ଅସ୍ତ୍ରଶସ୍ତ୍ର ଦେଲେ ଗ୍ରହଣ କରାଯିବ କଡ଼ା ପଦକ୍ଷେପ: ଆମେରିକାକୁ ରୁଷିଆର ଚେତାବନୀ…

ମସ୍କୋ,୬।୬ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆମେରିକାରେ ନିର୍ମିତ ଏଫ-୧୬ ଯୁଦ୍ଧ ବିମାନ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରିବ। ୟୁକ୍ରେନକୁ ଏହି ଯୁଦ୍ଧ ବିମାନ ଯୋଗାଇବା ଦ୍ୱନ୍ଦକୁ ଆହୁରି ବଢ଼ାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତାଜିକିସ୍ତାନର ଦୁଶାନବେରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri