ଅନ୍ତର୍ଜାତୀୟ

‘ଚାଇନା ନୁହେଁ ଭାରତ କରିପାରିବ ୟୁକ୍ରେନ ଯୁଦ୍ଧର ସମାଧାନ’, ଆମେରିକା ନେତା କହିଲେ ଏହାର କାରଣ

ଓ୍ବାଶିଂଟନ,୧୬।୬: ଆମେରିକାର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ସମାଧାନ ଚାଇନା ନୁହେଁ ବରଂ ଭାରତ କରିପାରିବ। ସୂଚନାଯୋଗ୍ୟ, ଚାଇନା, ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛି। ଭାରତୀୟ ମୂଳ ବାସିନ୍ଦା ଆମେରିକୀୟ…

‘ଫିଲିପ ଗ୍ରୀନ ହେବେ ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର’, ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ ଦେଲେ ସୂଚନା

କ୍ୟାନବରା,୧୬।୬: ଫିଲିପ ଗ୍ରୀନ ବର୍ତ୍ତମାନ ଭାରତରେ ଅଷ୍ଟ୍ରେଲିଆର ପରବର୍ତ୍ତୀ ହାଇ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଫିଲିପ ଗ୍ରୀନଙ୍କୁ ଅଷ୍ଟ୍ରେଲିଆର ଭାରତର ହାଇ…

ଲାବ୍‌ରେ କୃତ୍ରିମ ଭ୍ରୂଣ ବିକଶିତ

ବୋଷ୍ଟନ,୧୬ା୬: ଚିକିତ୍ସା ବିଜ୍ଞାନରେ ଉନ୍ନତି ଫଳରେ ବହୁ ଦୁଃସାଧ୍ୟ ରୋଗ ଭଲ ହୋଇପାରୁଛି। ସେହିପରି ପ୍ରଜନନ କ୍ଷେତ୍ରରେ ମଧ୍ୟ ବିଜ୍ଞାନର ଅବଦାନ ଅତୁଳନୀୟ। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଡିମ୍ବାଣୁ ଓ ଶୁକ୍ରାଣୁ ବିନା ଷ୍ଟେମ୍‌ ସେଲ୍‌ (ମୂଳ କୋଷିକା) ବ୍ୟବହାର କରି…

ପୁଣି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ, ଚିନ୍ତାରେ ଜାପାନ

କୋଙ୍ଗୟାଙ୍ଗ,୧୫।୬: ଉତ୍ତର କୋରିଆ ତା’ର ପୂର୍ବ ଉପକୂଳରୁ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏମିତି ଦାବି କରିଛି ଜାପାନର ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଟୁଇଟ। ଉତ୍ତର କୋରିଆ ପକ୍ଷରୁ କଥିତ ବାଲେଷ୍ଟିକ ମିଶାଇଲ ଲଞ୍ଚକୁ ନେଇ…

୯ ଭାରତୀୟଙ୍କୁ ଗିରଫ କଲା ନେପାଳ

କାଠମାଣ୍ଡୁ,୧୫ା୬: ଦେଶର ସୁଦୂର ପଶ୍ଚିମ ପ୍ରଦେଶରେ ବେଆଇନ ଫାର୍ମାସି ଚଳାଇଥିବା ଅଭିଯୋଗରେ ନେପାଳ ପୋଲିସ ୯ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଜିଲା ପୋଲିସ କାର୍ଯ୍ୟାଳୟର ଇନ୍ସପେକ୍ଟର ଭରତ ରାଜ ଗିରି କହିଛନ୍ତି ଯେ, କାଞ୍ଚନପୁର ଜିଲାର ଦୋଧ୍ରା ଚଡାନି ପୌରପାଳିକାରେ…

‘ବିପର୍ଯ୍ୟୟ’ର ଅପଡେଟ ଦେଉ ଦେଉ ପାଣିକି ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର

ଇସଲାମାବାଦ,୧୫।୬: ଆରବ ସାଗରରେ ଆସୁଥିବା ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଗୁରୁବାର ପାକିସ୍ତାନରେ ବହୁ କ୍ଷତି ଘଟାଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏଭଳି ପରିସ୍ଥିତିରେ ସାରା ବିଶ୍ୱରେ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏହି ଖବର ଉପରେ ନଜର ରଖିଛନ୍ତି। ଏହି ସମୟରେ…

ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ

ଲଣ୍ଡନ,୧୫।୬: ମଧ୍ୟ ଇଂଲଣ୍ଡର ନେଟିଂଘମରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଭାରତୀୟ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ସେ ନଟିଘଂମ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ ଜଣେ ଦକ୍ଷ ହକି ଖେଳାଳି ଥିଲେ। ସେ ଇଂଲଣ୍ଡ ଅଣ୍ଡର-୧୮ ହକି ଦଳ ପାଇଁ ଖେଳିଛନ୍ତି ଏଥିସହ ସେ…

ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ବୋକୋ ହରାମ ଆତଙ୍କବାଦୀ ମୃତ…

ନାଇଜର,୧୫।୬ : ଆଫ୍ରିକୀୟ ଦେଶ ନାଇଜେରିଆ ଗତ କିଛି ବର୍ଷ ଧରି ଆତଙ୍କବାଦୀ ସଂଗଠନ ବୋକୋ ହରାମର ଘୃଣ୍ୟ କାର୍ଯ୍ୟକଳାପ ବିରୋଧରେ ସଂଘର୍ଷ କରିଆସୁଛି। ଏହି ଆତଙ୍କବାଦୀ ସଂଗଠନ ସେଠାରେ ଥିବା ସ୍କୁଲରୁ ଝିଅମାନଙ୍କୁ ଅପହରଣ କରି ନେଇଥାଏ ଏବଂ ବେଳେବେଳେ…

ଚାଇନାରେ ବେକାରୀ ସମସ୍ୟା ବଢ଼ିଲା: ଚିନ୍ତାରେ ଜିନପିଙ୍ଗ…

ବେଜିଂ,୧୫।୬ : ଯଦିଓ ଦୁନିଆରେ କରୋନାର ପ୍ରଭାବ ହ୍ରାସ ପାଇଛି। କିନ୍ତୁ ଏହାର ଖରାପ ପ୍ରଭାବ ଚାଇନା ଉପରେ ଏବେ ମଧ୍ୟ ଦେଖାଯାଉଛି। ବିଶେଷଜ୍ଞମାନଙ୍କ ଅନୁସାରେ ଚାଇନାର ଅର୍ଥନୀତି ଧୀରେ ଧୀରେ ପଛକୁ ଯାଉଛି। ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଖରାପ…

ମୋଦି ହିଁ କରିପାରିବେ ଯୁଦ୍ଧରେ ସମାପ୍ତି: ୟୁକ୍ରେନ ଶେଷ ଆଶା…

ନୂଆଦିଲ୍ଲୀ/କିଭ୍‌,୧୫।୬ : ରୁଷିଆର ଆକ୍ରମଣରେ ଅସୁବିଧାରେ ପଡ଼ିଥିବା ୟୁକ୍ରେନ ଆଶା କରୁଛି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଣି ପାରିବେ। ଗତ ମାସର ଜି-୨୦ ବୈଠକରେ ଜେଲେନସ୍କି ମୋଦିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ସେବେଠାରୁ…

‘ମହିଳାଙ୍କ ପାଇଁ ସଂସଦ ସୁରକ୍ଷିତ ନୁହେଁ’

ସିଡ୍‌ନୀ,୧୫ା୬: ଅଷ୍ଟ୍ରେଲିଆର ଜଣେ ମହିଳା ସାଂସଦ ତାଙ୍କ ସହକର୍ମୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। କାନ୍ଦି କାନ୍ଦି ସେ କହିଛନ୍ତି, ସଂସଦ ଗୃହ ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ। ସିନେଟ୍‌ରେ ମହିଳା ସାଂସଦ ତାଙ୍କ ପକ୍ଷ ରଖିଥିଲେ। ସାଂସଦ…

ସଙ୍କଟ ସମୟରେ ଏକା ହୋଇଗଲେ ଟ୍ରମ୍ପ, ସ୍ତ୍ରୀଙ୍କୁ ଦେଖିବାକୁ ମିଳୁନି ସାଥୀରେ

ଓ୍ବାଶିଂଟନ,୧୫ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ କୋର୍ଟରେ ହାଜର ହୋଇଥିଲେ, ମେଲାନିଆ ତାଙ୍କୁ ଦେଖା କରି ନ ଥିଲେ। ଏହା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri