ଅନ୍ତର୍ଜାତୀୟ

ପପୁଆ ନ୍ୟୁ ଗିନିରେ ୫.୬ ତୀବ୍ରତାର ଭୂକମ୍ପ

ପୋର୍ଟ ମୋରସବେ,୩।୫: ପପୁଆ ନ୍ୟୁ ଗିନିରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫,୬ ମପାଯାଇଛି। ଭୂକମ୍ପ ପପୁଆ ନ୍ୟୁ ଗିନିର ଉତ୍ତର-ପଶ୍ଚିମରେ ଥିବା ଅଂବୁଂତିରେ ହୋଇଛି। ୟୁରୋପିୟାନ ମେଡିଟେରେନିୟନ ସିସ୍ମୋଲଜିକାଲ ସେଣ୍ଟରର ସୂଚନା ଅନୁଯାୟୀ,…

ମଙ୍ଗଳରେ ରହିଛି ଭରପୁର ଜଳ: ଜୁରୋଙ୍ଗ ପଠାଇଲା ରିପୋର୍ଟ…

ବେଜିଂ,୩।୫ : ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ଜଳ ରହିଥିବାର ପ୍ରମାଣ ମିଳିଛି। ଜୁରୋଙ୍ଗ ନାମକ ଚାଇନା ମାର୍ସ ରୋଭର ଏହି ଦିଗରେ ନୂତନ ତଥ୍ୟ ସଂଗ୍ରହ କରିଛି। ସାଇନ୍ସ ଆଡଭାନ୍ସ୍‌ ପତ୍ରିକାରେ ଏହି ନୂତନ ଅଧ୍ୟୟନ ସମ୍ପର୍କରେ…

ରୁଷିଆ ଉପରେ ବିମାନ ଆକ୍ରମଣ କଲା ୟୁକ୍ରେନ୍‌, ବିସ୍ଫୋରଣରେ ଦ୍ୱିତୀୟ ଦିନରେ ପୁଣିଥରେ ଓଲଟିଲା ଟ୍ରେନ

ମସ୍କୋ,୩।୫: ୟୁକ୍ରେନର ବାଖମୁତରେ ଲାଗି ରହିଥିବା ଲଢେଇ ମଧ୍ୟରେ, ୟୁକ୍ରେନ୍‌ ରୁଷିଆ ଉପରେ କଡା ଜବାବ ଦେଇଛି। ୟୁକ୍ରେନର ଆକ୍ରମଣ ଫଳରେ ରୁଷିଆର ସୀମାବର୍ତ୍ତି ଅଞ୍ଚଳରେ ଏକ ମାଲଗାଡି ଟ୍ରାକରୁ ଖସି ଓଲଟି ଯାଇଛି। ଏହି ଘଟଣା ରୁଷିଆର ପଶ୍ଚିମ ବ୍ରିସ୍କ…

ଆଇପିସିଏ ପ୍ରୋଟୋକଲ ପାଳନ କରୁନି ଭାରତ: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୩।୫ : ଆମେରିକାର ଏକ ରିପୋର୍ଟରେ ଦର୍ଶାଯାଇଛି ,ଅନ୍ତର୍ଜାତୀୟ ପିତାମାତା ଶିଶୁ ଅପହରଣ (ଆଇପିସିଏ) ପ୍ରୋଟୋକଲକୁ ଅନୁସରଣ କରୁ ନ ଥିବା ୧୪ ଟି ଦେଶ ମଧ୍ୟରେ ଭାରତ ରହିଛି। ୨୦୨୩ ପାଇଁ ଆଇପିସିଏ ଉପରେ ଆମେରିକାର ଗୃହ ବିଭାଗର ବାର୍ଷିକ…

ଭାରତୀୟ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ କର

ଓ୍ବାଶିଂଟନ,୩ା୫ : ଭାରତରେ ଧର୍ମୀୟ ସ୍ବାଧୀନତାର ଗୁରୁତର ଉଲ୍ଲଂଘନ ହେଉଛି। ଏଥିପାଇଁ ଦାୟୀ ସରକାରୀ ଅଧିକାରୀ ଓ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଆମେରିକାର ଫେଡେରାଲ କମିଶନ ଜୋ ବାଇଡେନ୍‌ ପ୍ରଶାସନକୁ ଆହ୍ବାନ ଦେଇଛି। ଭାରତ-ଆମେରିକା…

ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…

ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ ଧରି ଦେଶରେ ଶାସନ କରୁଥିବା ହୁନ ସେନ ବର୍ତ୍ତମାନ ତାଙ୍କ ପଦକୁ ପୁତ୍ରଙ୍କୁ ଉତ୍ତରାଧିକାରୀ…

ନେପାଳରେ ହିମସ୍ଖଳନ: ୮ ଜଣ ବରଫ ତଳେ ରହିଥିବା ଆଶଙ୍କା…

କାଠମାଣ୍ଡୁ,୨।୫ : ନେପାଳର ଦାର୍ଚୁଲା ଜିଲାରେ ହିମସ୍ଖଳନ ଘଟିଛି। ଏହି ଘଟଣାରେ ୮ ଜଣ ବରଫ ତଳେ ରହିଥିବାର ଆଶଙ୍କା ରହିଛି। ପୋଲିସ କହିଛି, ସେମାନଙ୍କର ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ସହିତ ସଶସ୍ତ୍ର ପୋଲିସ ଫୋର୍ସର ଟିମ ନିୟୋଜିତ…

ଖେବର ପଖତୁନଖ୍ବାରେ ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି କମାଣ୍ଡର ବି ସାମିଲ

ପେଶାଓ୍ବର,୨।୫: ପାକିସ୍ତାନ ସୁରକ୍ଷାକର୍ମୀ ଦେଶର ଅଶାନ୍ତ ଅଞ୍ଚଳ ଖେବର ପଖତୁନଖ୍ବାରେ ଭିନ୍ନ ଭିନ୍ନ ଗୁଇନ୍ଦା ଆଧାରିତ ଅଭିଯାନରେ ଜଣେ କୁଖ୍ୟାତ ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) କମାଣ୍ଡର ଓ ଦୁଇ ଅନ୍ୟଙ୍କୁ ନିହତ କରିଛନ୍ତି। ଏହାସହ କିଛି ମହତ୍ୱପୂର୍ଣ୍ଣ ଗିରଫଦାରି ବି କରିଛନ୍ତି। ମିଡିଆ…

ତାଜିକିସ୍ତାନରେ ୫.୧ ତୀବ୍ରତାର ଭୂକମ୍ପ

ଦୁଶାଂବେ,୨।୫: ତାଜିକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୧। ନେଶନାଲ ସେଣ୍ଟର ଫର ସସ୍ମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ସମୟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି।…

ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ ଚାଲିଥିବା ଏକ୍ସ-ଓରିୟନରେ ଆଇଏଏଫ ବା ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ ପ୍ରଥମଥର…

ରାଜ କପୁରଙ୍କ ମହଲର ମାଲିକାନା ଆବେଦନ ଖାରଜ…

ଇସଲାମାବାଦ,୨।୫ : ବଲିଉଡ କିମ୍ବଦନ୍ତୀ ରାଜ କପୁରଙ୍କ ମହଲର ମାଲିକାନା ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ ପେଶୱାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ପେଶୱାରରେ ଅବସ୍ଥିତ ଏହି ମହଲକୁ ସରକାର ଏକ ଜାତୀୟ ଐତିହ୍ୟ ବୋଲି ଘୋଷଣା କରିଛନ୍ତି। ପେଶୱାର ହାଇକୋର୍ଟର…

କ୍ୱାଡ଼ରେ ନୂଆ ସଦସ୍ୟ ଅନ୍ତର୍ଭୁକ୍ତ କରିବାର ଯୋଜନା ଏବେ ନାହିଁ…

ଓ୍ବାଶିଂଟନ,୨।୫ : ଚଳିତ ମାସ ଶେଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ପୂର୍ବରୁ ହ୍ବାଇଟ ହାଉସ କହିଛି, କ୍ୱାଡରେ ନୂତନ ସଦସ୍ୟ ସାମିଲ କରିବାର କୌଣସି ଯୋଜନା ଏବେ ନାହିଁ। କ୍ୱାଡ ଦେଶର ମୁଖ୍ୟ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri