ଅନ୍ତର୍ଜାତୀୟ

ଆତଙ୍କବାଦ ବିରୋଧୀ ଲଢ଼େଇରେ ‘ଯଦି, କିନ୍ତୁ’ର ସ୍ଥାନ ନାହିଁ

ଓ୍ବାଶିଂଟନ, ୨୪ା୬: ଆତଙ୍କବାଦ ମାନବଜାତିର ଶତ୍ରୁ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଯଦି ଏବଂ କିନ୍ତୁ ରହିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିିଛନ୍ତି। ୯/୧୧ ଆକ୍ରମଣକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ…

ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତ

ବ୍ରାସିଲିଆ୨୪ା୬: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ଅନାସ୍ଥାଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ସେ ମିଥ୍ୟା ଦାବି କରିଥିବା ଅଭିଯୋଗ ରହିଛି। ବ୍ରାସିଲିଆସ୍ଥିତ ଏକ ସଂଘୀୟ ନିର୍ବାଚନ ଅଦାଲତରେ…

ସାମ୍ବାଦିକଙ୍କୁ ମାଡ ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ, ଭିଡିଓ ଭାଇରାଲ

ଇସଲାମବାଦ,୨୩।୬:ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଦାର୍‌ଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ରାଗିଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ବିଶ୍ୱ ଯୁଦ୍ଧ ପାଇଁ ଟଙ୍କା ଦେଇପାରିବ ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବ ପାକିସ୍ତାନ ପାଇଁ ଅର୍ଥ ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୨୩।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଷମ ପରିସ୍ଥିତ ଦେଇ ଗତି କରୁଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବିଶ୍ୱର ବିଭିନ୍ନ ଦେଶରୁ ସାହାଯ୍ୟ ନ ପାଇବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ନିରାଶ ହୋଇ କହିଛନ୍ତି,…

ଅଣ-ସରକାରୀ ସଂସ୍ଥା ସହ ଜଡିତ ମହିଳାଙ୍କୁ ଆଫଗାନିସ୍ତାନ ଦେଲା ଚେତାବନୀ

କାବୁଲ,୨୩।୬:ଆଫଗାନିସ୍ତାନର ତାଲିବାନ ଶାସନରେ ବହୁ କ୍ରୁରତାର ଶିକାର ହେଉଛନ୍ତି ଆଫଗାନୀ ମହିଳା। ସିରିଆ ଆଇନ ଦ୍ୱାରା ପରିଚାଳିତ ତାଲିବାନର ଶାସନ ଅଧୀନରେ ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରାଯାଉଛି । ମହିଳାଙ୍କ ସ୍ବାଧୀନତାକୁ ଖଣ୍ଡନ କରି ତାଲିବାନ କାନ୍ଦାହାର ପ୍ରଦେଶର…

ଗୋଟାବାୟାଙ୍କ ବିରୋଧରେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିବାର ଅଭିଯୋଗ, ଗିରଫ ଦାବି

କଲମ୍ବୋ,୨୩।୬: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ ବିବାଦରେ ଛନ୍ଦି ହୋଇପଡିଛନ୍ତିି। ସେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧୯୮୯ରେ ମାର୍କ୍ସବାଦୀଙ୍କ ମଧ୍ୟରେ ଏକ ହିଂସାତ୍ମକ ବିଦ୍ରୋହ ହୋଇଥିଲା। ଗୋଟାବାୟା ସେହି ସମୟରେ ଜଣେ ସେନା ଅଧିକାରୀ…

ଟାଇଟାନ ଦୁର୍ଘଟଣାର ସାମ୍ନାକୁ ଆସିଲା କାରଣ

ଓ୍ବାଶିଂଟନ୍‌,୨୩।୬: ଟାଇଟାନିକ ଧ୍ୱଂସାବଶେଷ ଦେଖିବା ପାଇଁ ଗଭୀର ସମୁଦ୍ର ଭିତରକୁ ଯାଇଥିବା ଟାଇଟାନ କାହାଣୀର ଦୁଃଖଦ ସମାପ୍ତି ହୋଇଛି। ବୁଡ଼ାଜାହାଜ ନିଖୋଜ ହେବା ପରେ ୫ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଆମେରିକାର ନୌସେନା ରବିବାର ଦିନ ଏକ ଜୋରରେ…

ପୁଟିନଙ୍କ ଆକ୍ରମଣର କଡା ଜବାବ ଦେଲେ ଜେଲନସ୍କିଙ୍କ ସେନା

କ୍ୱିଭ,୨୩।୬: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ମିଶାଇଲ ମାଡ କରି ଚାଲିଛି। ହେଲେ ୟୁକ୍ରେନ ମଜଭୁତ ହୋଇ ଯୁଦ୍ଧ କ୍ଷେତ୍ରରେ ଲଢି ଚାଲିଛି। ଶୁକ୍ରବାର ୟୁକ୍ରେନ ଦାବି…

ଟାଇଟାନିକର ଭଗ୍ନାବଶେଷ ଦେଖିବାକୁ ଚାହୁଁ ନ ଥିଲେ ଅରବପତିଙ୍କ ପୁଅ

ଲଣ୍ଡନ,୨୩।୬: ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଟାଇଟନ ବୁଡାଜାହାଜରେ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପାକିସ୍ତାନ ମୂଳ ବାସିନ୍ଦା ଜଣେ ଅରବପତି ଶହଜାଦା ଦାଉଦ ଓ ତାଙ୍କ ୧୯ ବର୍ଷୀୟ ପୁଅ ସୁଲେମାନ ଦାଉଦଙ୍କର ବି ମୃତ୍ୟୁ…

ମୋଦି ଇଜିପ୍ଟ ଗସ୍ତ ସମୟରେ ଅଲ-ହକିମ ମସଜିଦରେ ବିତାଇବେ ଅଧ ଘଣ୍ଟା

କାହିରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଦେଶ ଗସ୍ତରେ ଅଛନ୍ତି। ଆମେରିକା ଗସ୍ତ ପରେ ଶନିବାର ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ମିଶ୍ର ଗସ୍ତ କରିବେ। ଏହି ସମୟରେ ସେ ମିଶ୍ରର ରାଜଧାନୀ କାହିରାରେ ଏକାଦଶ ଶତାବ୍ଦୀର ଅଲ-ହାକିମ ମସଜିଦ ପରିଦର୍ଶନ କରିବେ।…

ଷ୍ଟିଲ ମିଲରେ ଭୟଙ୍କର ବିସ୍ଫୋରଣ: ୪ ମୃତ, ୫ ଆହତ

ବେଜିଂ,୨୩।୬: ଉତ୍ତର-ପୂର୍ବ ଚାଇନାର ଏକ ଷ୍ଟିଲ ମିଲରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ, ଆହତଙ୍କୁ…

ରୁଷିଆରୁ ଏସ୍‌-୪୦୦ କିଣିବା ଉପରେ ଭାରତକୁ କାହିଁକି ବ୍ୟାନ କଲାନି ଆମେରିକା? ପେଣ୍ଟାଗନ ଦେଲା ଉତ୍ତର

ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଭାରତ ରୁଷିଆରୁ ଅସ୍ତ୍ରଶସ୍ତ୍ର କିଣିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରୁଷିଆରୁ ଭାରୀ ଅସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା ଏହାର କଠୋର ନିୟମ ଲାଗୁ କରେ, ହେଲେ ଯେତେବେଳେ ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri