ଲିଥିୟମ-ଆୟନ ବ୍ୟାଟେରିର ନିର୍ମାତା, ନୋବେଲ ପୁରସ୍କାର ବିଜେତା ଜନ ଗୁଡଏନଫଙ୍କ ଶହେ ବର୍ଷ ବୟସରେ ପରଲୋକ
ନ୍ୟୁୟର୍କ,୨୭।୬: ଲିଥିୟମ-ଆୟନ ବ୍ୟାଟେରିର ନିର୍ମାତା ଜନ ବି ଗୁଡଏନଫଙ୍କ ୧୦୦ ବର୍ଷ ବୟସରେ ପରଲୋକ ହୋଇଛି। ଟେକ୍ସାସର ଅଷ୍ଟିନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଟେକ୍ସାସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଛି, ଯେଉଁଠାରେ ସେ ଇଞ୍ଜିନିୟରିଂର ପ୍ରଫେସର…
ନ୍ୟୁୟର୍କରେ ମିଳିବ ଦୀପାବଳି ଛୁଟି
ଓ୍ବାଶିଂଟନ,୨୭।୬: ଆମେରିକାର ନ୍ୟୁୟର୍କରେ ରହୁଥିବା ବିଦେଶୀ ଭାରତୀୟଙ୍କ ସଂସ୍କୃତିକୁ ସମ୍ମାନ ଦେଇ ଏଠାରେ ଥିବା ପ୍ରଶାସନ ଦୀପାବଳିକୁ ବିଦ୍ୟାଳୟଗୁଡ଼ିକ ପାଇଁ ସାଧାରଣ ଛୁଟି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ସହରର ମେୟର ଏରିକ ଆଡମ୍ସ ସୋମବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି…
ବିଦ୍ରୋହ ପରେ ସର୍ବସମ୍ମୁଖକୁ ଆସିଲେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ
ମସ୍କୋ, ୨୭।୬: ଜୁନ୍ ୨୪ରେ ୟେଭଗେନି ପ୍ରିଗୋଝିନ୍ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗ୍ରୁପ୍ ରୋସ୍ତଭ-ଅନ୍-ଡନ୍ ଅକ୍ତିଆର କରି ମସ୍କୋ ଆଡ଼କୁ ଅଗ୍ରସର ହେବା ଓ ପରବର୍ତ୍ତୀ ସମୟରେ ବିଦ୍ରେହକୁ ରୋକାଯିବା ପରେ ପ୍ରଥମ ଥର ପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ସୋମବାର…
ମିତ୍ସୋତାକିସ୍ ଗ୍ରୀସ୍ ପ୍ରଧାନମନ୍ତ୍ରୀ ନିର୍ବାଚିତ
ଏଥେନ୍ସ, ୨୭ା୬: ଗ୍ରୀକ୍ ପାର୍ଲାମେଣ୍ଟ ନିର୍ବାଚନରେ ନିଉ ଡେମୋକ୍ରାଟିକ୍ ପାର୍ର୍ଟି ନେତା କିରିଆକୋସ୍ ମିତ୍ସୋତାକିସ୍ ବିରୋଧୀ ବାମଦଳକୁ ରେକର୍ଡ ବ୍ୟବଧାନରେ ପରାଜିତ କରି ସୋମବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଟ ୯୯.୭୦ ପ୍ରତିଶତ ଭୋଟ ଗଣତି ହୋଇଥିବାବେଳେ ମିତ୍ସୋତାକିସ୍ଙ୍କ ଦଳକୁ…
ଓ୍ବେଗନରର ବିଦ୍ରୋହ ପରେ କେଉଁଠି ଅଛନ୍ତି ପୁଟିନ, କୁଆଡେ ଯାଇଛନ୍ତି ପ୍ରେଗୋଜିନ
ମସ୍କୋ,୨୬।୬: ରୁଷିଆର ପ୍ରାଇଭେଟ ଆର୍ମି ବୋଲି କୁହାଯାଉଥିବା ଓ୍ବେଗନର ଗ୍ରୁପ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଶେଷ ହୋଇଛି ସତ ହେଲେ ଏବେବି ବିପଦ ଟଳିନାହିଁ। ଓ୍ବେଗନର ଗ୍ରୁପର ବିଦ୍ରୋହ ଶେଷ ହେବା ପରେ ରୁଷିଆରେ ଅଦ୍ଭୁତ ପ୍ରକାର ପରିବେଶ…
ଲସ ଆଞ୍ଜେଲସରୁ ସାନ ଫ୍ରାନସିସକୋ ଆସୁଥିବା ବିମାନର ଇଞ୍ଜିନ ସଂସ୍ପର୍ଶରେ ଆସି କର୍ମଚାରୀ ମୃତ
ହ୍ୟୁଷ୍ଟନ,୨୬।୬: ହ୍ୟୁଷ୍ଟନରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଆମେରିକାର ଟେକ୍ସାସରେ ଏକ ବିମାନର ଇଞ୍ଜନିରେ ଫସିଯିବା କାରଣରୁ ଜଣେ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମୃତ୍ୟୁ ରାତି ପ୍ରାୟ ୧୦ଟା ୨୫ରେ…
ପାକିସ୍ତାନରେ ମହିଳା ନିର୍ଯାତନା ବଢୁଛି, ୪ ମାସରେ ୯୦୦ରୁ ଅଧିକ ମାମଲା…
ଇସଲାମାବାଦ,୨୬।୬ : ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ବଢ଼ିବାରେ ଲାଗିଛି। ଦେଶରେ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି। ସ୍ଥାୟୀ ସାମାଜିକ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଚାରି ମାସରେ…
କେନିଆର ୨ ଗାଁରେ ଆକ୍ରମଣ, ଘରେ ନିଆଁ ଲଗାଇଲେ ବିଦ୍ରୋହୀ: ୫ ମୃତ…
ନାଇରୋବି,୨୬।୬ : କେନିଆର ଦୁଇଟି ଗାଁ ଉପରେ ବିଦ୍ରୋହୀମାନେ ଆକ୍ରମଣ କରିଛନ୍ତି। ଦକ୍ଷିଣ ପୂର୍ବ କେନିଆର ଦୁଇଟି ଗ୍ରାମରେ ହୋଇଥିବା ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଅଛନ୍ତି। ପୋଲିସ କହିଛି ଆକ୍ରମଣକାରୀମାନେ ସୋମାଲିଆ…
ହୋଣ୍ଡୁରାସରେ ହିଂସା ତେଜିଲା, ଗୋଟିଏ ରାତିରେ ୨୦ରୁ ଅଧିକ ମୃତ୍ୟୁ, କର୍ଫ୍ୟୁ ଘୋଷଣା କଲେ ରାଷ୍ଟ୍ରପତି…
ଓ୍ବାଶିଂଟନ,୨୬।୬ : କେନ୍ଦ୍ରୀୟ ଆମେରିକାରେ ଅବସ୍ଥିତ ହୋଣ୍ଡୁରାସରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ପୃଥକ ପୃଥକ ଆକ୍ରମଣରେ ଗୋଟିଏ ରାତିରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ସରକାର ରବିବାର ଦୁଇଟି ଉତ୍ତର ସହରରେ କର୍ଫ୍ୟୁ ଲାଗୁ…
ବୁଡ଼ା ଜାହାଜରେ ବିସ୍ଫୋରଣର ତଦନ୍ତ ଆରମ୍ଭ କଲା ଆମେରିକା…
ଓ୍ବାଶିଂଟନ,୨୬।୬ : ଆମେରିକାର ତଟରକ୍ଷୀ ବାହିନୀ ପର୍ଯ୍ୟଟନ ବୁଡ଼ାଜାହାଜ ବିସ୍ଫୋରଣର କାରଣ ଅନୁସନ୍ଧାନ କରୁଛି। ବୁଡ଼ାଜାହାଜ ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ଯାଉଥିଲା, କିନ୍ତୁ ଏଥିରେ ବିସ୍ଫୋରଣ ହୋଇ ଜାହାଜରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। କାନାଡା ଏହି ବୁଡ଼ାଜାହାଜ…
ଇଦ୍ ପୂର୍ବରୁ ସିରିଆ ଉପରେ ଆକ୍ରମଣ କଲା ରୁଷିଆ: ୯ ମୃତ…
ମସ୍କୋ,୨୬।୬ : ରୁଷିଆ ସିରିଆର ଉତ୍ତର-ପଶ୍ଚିମ ଇଡଲିବ ପ୍ରଦେଶରେ ଏୟାର ଷ୍ଟ୍ରାଇକ କରିଛି। ଏହି ବିସ୍ଫୋରଣ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ସିରିଆ ବିଦ୍ରୋହୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ କରାଯାଇଛି। ଏହି…
ଭୁଲ୍ରେ ଡ୍ରାଇଭରଙ୍କୁ ହତ୍ୟାକଲେ ମହିଳା
ଓ୍ବାଶିଂଟନ୍,୨୬ା୬: ଆମେରିକାର ଜଣେ ମହିଳା ଏକ ଉବର କାର୍ରେ ଯାଉଥିଲେ। ଡ୍ରାଇଭର ଜଣକ ଅପହରଣ କରି ନେଉଥିବା ସନ୍ଦେହ ହେବାରୁ ସେ ତାଙ୍କୁ ଗୁଳି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏଲ୍ପାସୋ ପୋଲିସ ମହିଳା ଯାତ୍ରୀଙ୍କୁ ଗିରଫ ପରେ ୧.୫…
Archives


