ଅନ୍ତର୍ଜାତୀୟ

ଯୁଦ୍ଧ ଲାଗି ବୈଷୟିକ କ୍ଷେତ୍ରରେ ପ୍ରଭାବ: ଓ୍ବେବ ଶିଖର ସମ୍ମିଳନୀରେ ଯୋଗଦେବେନି ଗୁଗଲ-ମେଟା

ଓ୍ବାଶିଂଟନ୍‌,୨୧।୧୦: ଓ୍ବେବ ଶିଖର ସମ୍ମିଳନୀ ଟେକ୍ନୋଲଜି ସେକ୍ଟରରେ ଏକ ବାର୍ଷିକ ଇଭେଣ୍ଟ ଅଟେ। ଯେଉଁଥିରେ ସାରା ବିଶ୍ୱର ବୈଷୟିକ ଉଦ୍ୟୋଗର ନିଗ୍‌ଗଜ କମ୍ପାନୀଗୁଡିକ ଭାଗନେଇଥାନ୍ତି। ସବୁ କମ୍ପାନୀକୁ ଗୋଟିଏ ସ୍ଥାନରେ ଏକାଠି ଆଣିବା ପାଇଁ ଏହି ସମ୍ମିଳନୀ ସାହାର୍ଯ୍ୟ କରିଥାଏ। ତେବେ…

୧୫ ଦିନ ଯୁଦ୍ଧ ମଧ୍ୟରେ ୫,୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ହେଲାଣି ମୃତ୍ୟୁ

ଜେରୁଜେଲମ,୨୧।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୫ ଦିନ ହୋଇଗଲାଣି। ଏହାରି ଭିତରେ ଏବେ ପର୍ଯ୍ୟନ୍ତ ୫,୫୩୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଇସ୍ରାଏଲରେ ହମାସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୪୦୦ ରୁ ଅଧିକ। ଅନ୍ୟପକ୍ଷରେ ଗାଜା…

ଏଚ୍‌୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବାଇଡେନ ସରକାର, ଜାଣନ୍ତୁ କ’ଣ ହେବ ଏହାର ପ୍ରଭାବ

ଓ୍ବାଶିଂଟନ,୨୧।୧୦: ଆମେରିକାର ବାଇଡେନ ସରକାର ଆମେରିକାରେ କାମ କରିବା ପାଇଁ ବିଦେଶୀ ଶ୍ରମିକମାନଙ୍କୁ ଦିଆଯାଇଥିବା ଏଚ୍‌୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବିଦେଶୀ ଶ୍ରମିକମାନଙ୍କ ଦକ୍ଷତାକୁ ସୁଦୃଢ ଼ କରିବା, ବିଦେଶୀ ଛାତ୍ରମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ଏବଂ…

କାନାଡୀୟ କୂଟନୀତିଜ୍ଞ ଭାରତ ଛାଡିବା ଉପରେ ଆମେରାକା ଚିନ୍ତିତ

ଓ୍ବାଶିଂଟନ,୨୧।୧୦: କାନାଡା କୂଟନୀତିଜ୍ଞମାନେ ଭାରତ ଛାଡିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଆମେରିକା ଆଶା କରୁଛି ଭାରତ କୂଟନୈତିକ ସମ୍ପର୍କ ଉପରେ ଭିଏନା କନଭେନଶନ ଅନୁଯାୟୀ ନିଜର ଦାୟିତ୍ୱର…

ପୁଟିନ୍‌ ହମାସ୍‌ ସଦୃଶ

ଓ୍ବାଶିଂଟନ୍‌,୨୧ା୧୦: ଇସ୍ରାଏଲ ଓ ୟୁକ୍ରେନ୍‌କୁ ଯୁଦ୍ଧରେ ସମର୍ଥନ ପାଇଁ ଆମେରିକୀୟମାନେ ଆହୁରି ଅନେକ ବିଲିୟନ୍‌ ଡଲାର ଖର୍ଚ୍ଚ କରିବା ଉଚିତ। ଦେଶବାସୀଙ୍କୁ ଏହା ବୁଝାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ନୂଆ ମିଶନ ଆରମ୍ଭ କରିଛନ୍ତି। ଆମେରିକା ହିଁ ବିଶ୍ୱରୁ…

୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ତେଲ୍‌ ଆଭିଭ୍‌/ଗାଜା ସିଟି,୨୧ା୧୦: ଇସ୍ରାଏଲ-ଗାଜା ଯୁଦ୍ଧର ଚତୁର୍ଦ୍ଦଶ ଦିନରେ ଶୁକ୍ରବାର ହମାସ୍‌ ପକ୍ଷରୁ ୨୦୦ ପଣବନ୍ଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ମୁକ୍ତ କରାଯାଇଛି। ଏନେଇ ସଙ୍ଗଠନର ମୁଖପାତ୍ର ଗାଜି ହମାଦ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନବିକ ଦୃଷ୍ଟିକୋଣରୁ ଜଣେ ଆମେରିକୀୟ ମହିଳା…

ବ୍ରିଟେନ ନିର୍ବାଚନ: ଲେବର ପାର୍ଟି ବିଜୟୀ

ଲଣ୍ଡନ,୨୧ା୧୦: ବ୍ରିଟେନ୍‌ର ଦୁଇଟି ସ୍ବତନ୍ତ୍ର ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟି ବିଜୟ ହାସଲ କରିବା ସହ ଶାସକ କଞ୍ଜରଭେଟିଭ୍‌ ପାର୍ଟିର ସୁରକ୍ଷିତ ପାର୍ଲାମେଣ୍ଟ ଆସନ ଛଡ଼ାଇ ନେଇଛି। ଫଳରେ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। କେନ୍ଦ୍ରୀୟ…

ଇ-ସ୍କୁଟର ଦୁର୍ଘଟଣା:ଯୁବ ଆହତଙ୍କ ସଂଖ୍ୟା ୭୧% ବଢ଼ିଛି

ଓ୍ବାଶିଂଟନ,୨୧ା୧୦: ବିଦ୍ୟୁତ୍‌ଚାଳିତ ସ୍କୁଟର (ଇ-ସ୍କୁଟର) ପରିବହନର ଏକ ଲୋକପ୍ରିୟ ମାଧ୍ୟମରେ ପରିଣତ ହୋଇଥିବାବେଳେ କ୍ୱଚିତ୍‌ ହେଲ୍‌ମେଟ୍‌ ବ୍ୟବହାରରୁ ନାବାଳକ ଓ ଯୁବବର୍ଗଙ୍କ ମଧ୍ୟରେ ଦୁର୍ଘଟଣାଜନିତ ଆହତ ସଂଖ୍ୟା ବର୍ଷକ ମଧ୍ୟରେ ୭୧ ପ୍ରତିଶତ ବୃଦ୍ଧି ପାଇଛି। ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କ ନେତୃତ୍ୱରେ…

ପାର୍ଟନରଙ୍କୁ ଛାଡ଼ିଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌,୨୧ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ ଟିଭି ଜର୍ନାଲିଷ୍ଟ ପାର୍ଟନର ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କୁ ଛାଡ଼ିଦେଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ନିକଟରେ ଆଣ୍ଡ୍ରେଆ ଲିଙ୍ଗଗତ ମନ୍ତବ୍ୟ ପାଇଁ ସମାଲୋଚିତ ହୋଇଥିଲେ। ଗତମାସରେ ମେଲୋନି ଖବରଦାତାମାନଙ୍କୁ କହିଥିଲେ, ତାଙ୍କୁ ଆଣ୍ଡ୍ରେଆଙ୍କ ମନ୍ତବ୍ୟକୁ ନେଇ ବିଚାର…

ରଣକ୍ଷେତ୍ରରେ ନେତାନ୍ୟାହୁ

ଗାଜା,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନି ଭୟଙ୍କର ହେଉଛି। ଏହାରି ଭିତରେ ଖାନ ୟୁନିସରେ ଆଇଡିଏଫ ଏୟାରଷ୍ଟ୍ରାଇକ କରିଛି। ଏଥିରେ ୨୧ଜଣଙ୍କର ମତ୍ୟୁ ହୋଇଛି। ସେହିପରି ଗାଜା ଚର୍ଚ୍ଚରେ ଆକ୍ରମଣକୁ ନେଇ ପୁଣି ଥରେ ଇସ୍ରାଏଲକୁ ଦାୟୀ କରିଛି ହମାସ। ଚର୍ଚ୍ଚ…

ଆକାଶରୁ ବର୍ଷୁଛି ବୋମା…ଗାଜାର ଡାକ୍ତରଖାନାରେ ନାହିଁ ବିଜୁଳି, ମୋବାଇଲ ଟର୍ଚ୍ଚରେ କରାଯାଉଛି ଅପରେଶନ

ଜେରୁଜେଲମ,୨୦।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାର ସ୍ଥିତି ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି। ବିଶେଷକରି ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଡିକାଲ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଅନେକ ବିଭାଗ ବିଜୁଳି ବିନା ଚାଲୁଥିବା…

ଇସ୍ରାଏଲୀଙ୍କୁ ଭିସା ମାଫ୍‌: ବିନା ଭିସାରେ ଯାତ୍ରା କରିପାରିବେ ଆମେରିକା

ଓ୍ବାଶିଂଟନ୍‌,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇହୁଦୀ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ତେବେ ଏହାରି ଭିତରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଇସ୍ରାଏଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri