ଅନ୍ତର୍ଜାତୀୟ

ମା-ବାପାଙ୍କ ଆଗରେ କୁନିଝିଅକୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ବେଜିଂ,୩୦ା୧୦: ମଣିଷ ସହିତ ମାଙ୍କଡ଼ମାନଙ୍କ ସମ୍ପର୍କ ଯେତିକି ବନ୍ଧୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ବିପଦଜ୍ଜନକ। ଆପଣ ନିଶ୍ଚୟ ଅନେକଥର ଶୁଣିଥିବେ କିମ୍ବା ଦେଖିଥିବେ ମାଙ୍କଡ଼ମାନେ ଜିନିଷ ଉଠାଇ ନେଇ ପଳାନ୍ତି। କିନ୍ତୁ ଯେତେବେଳେ ଏକ ମାଙ୍କଡ଼ ମଣିଷ ପିଲାକୁ ନେଇଯାଏ ସେତେବେଳେ ଏହା…

‘ଆପଣଙ୍କ ପଗଡିର ଅର୍ଥ ଆତଙ୍କବାଦ ନୁହେଁ’, ଶିଖଙ୍କୁ ଏମିତି କହିଲେ ନ୍ୟୁୟର୍କ ମେୟର

ଓ୍ବାଶିଂଟନ,୩୦।୧୦: ଆମେରିକାର ନ୍ୟୁୟର୍କ ସିଟି ମେୟର ଏରିକ ଆଡମ୍ସ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଆକ୍ରମଣ ତଥା ଘୃଣ୍ୟ ଅପରାଧକୁ ଦେଶ ଉପରେ ଏକ ଦାଗ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଶିଖ ପଗଡି ଆତଙ୍କବାଦର ଅର୍ଥ ନୁହେଁ…

ବନ୍ୟ ଘୋଡାଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କଲେ ଏହି ଦେଶର ସରକାର…

କାନବେରା,୩୦।୧୦ : ଦୁଇ ଦଶନ୍ଧି ପୂର୍ବରୁ ନିଷିଦ୍ଧ ହୋଇଥିବା ବନ୍ୟ ଘୋଡାମାନଙ୍କୁ ହତ୍ୟା କରିବାର ବିବାଦୀୟ ଅଭ୍ୟାସକୁ ଅଷ୍ଟ୍ରେଲିଆ ସରକାର ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ ନ୍ୟୁ ସାଉଥ ୱେଲ୍ସର କୋସିସିସ୍କୋ ଜାତୀୟ ଉଦ୍ୟାନରେ ବାୟୁସେନା ଦ୍ୱାରା ବନ୍ୟ ଘୋଡାମାନଙ୍କୁ…

ଏତେଶୀଘ୍ର ଶେଷ ହେବ ନାହିଁ ଏହି ଯୁଦ୍ଧ, ହମାସ୍‌ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍‌ଦାର୍‌

ଜେରୁଜେଲମ୍‌,୩୦ା୧୦: ସୋମବାର ହେଉଛି ଇସ୍ରାଏଲ-ହମାସ୍‌ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଆକ୍ରମଣ କରାଯାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ଗାଜାରେ ମୃତ୍ୟୁସଂଖ୍ୟା ୮୦୦୦ ଟପିଛି। ଏଥି ସହିତ ୧୪୦୦ରୁ ଅଧିକ…

ବନ୍ଧକଙ୍କୁ ଢାଲ କରି ଖେଳୁଛି ହମାସ, ପର୍ଦ୍ଦାଫାଶ କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଜେରୁଜେଲମ,୩୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଦ୍‌ଗାଜାରେ ବନ୍ଧକ ରଖିଥିବା ଲୋକଙ୍କୁ ହମାସ ଏପର୍ଯ୍ୟନ୍ତ ମୁକ୍ତ କରି ନାହିଁ। କତାରର ମଧ୍ୟସ୍ଥତା ଯୋଗୁ ହମାସ ଏପର୍ଯ୍ୟନ୍ତ କେବଳ ଚାରିଜଣ ବନ୍ଧକଙ୍କୁ ମୁକ୍ତ କରିଛି।…

ବିମାନ ଦୁର୍ଘଟଣାରେ ୧୨ ମୃତ, ଜଳୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ରିଓ ଡି ଜେନରିଓ,୩୦।୧୦: ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ବ୍ରାଜିଲର ଆମାଜନ ଅଞ୍ଚଳରେ ରବିବାର ସକାଳେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା…

ଜାତିସଂଘ ସହାୟତା ଗୋଦାମରୁ ଲୁଟ୍‌

ଡେଇର୍‌ ଅଲ୍‌ ବାଲାହ(ଗାଜା ଷ୍ଟ୍ରିପ୍‌),୩୦ା୧୦ : ଗାଜାରେ ଥିବା ଜାତିସଂଘର ସହାୟତା ସାମଗ୍ରୀ ଗୋଦାମଗୁଡ଼ିକରେ ହଜାର ହଜାର ପାଲେଷ୍ଟିନୀୟ ପଶି ଲୁଟ୍‌ପାଟ୍‌ କରିଛନ୍ତି। ସେମାନେ ଗୋଦାମରୁ ଅଟା ଓ ମୌଳିକ ସ୍ବାସ୍ଥ୍ୟସେବା ସାମଗ୍ରୀ ନେଇଯାଇଛନ୍ତି। ୩ ସପ୍ତାହ ଧରି ଚାଲିଥିବା ଆକ୍ରମଣ…

ଗାଜା ମୃତ୍ୟୁସଂଖ୍ୟା ୮୦୦୦+

ଜେରୁଜେଲମ୍‌,୩୦ା୧୦ : ଇସ୍ରାଏଲୀ ସେନା ଗାଜାରେ ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଗାଜାର ଅଣ୍ଡରଗ୍ରାଉଣ୍ଡ ଟାର୍ଗେଟ୍‌ଗୁଡ଼ିକ ଉପରେ ଘନଘନ ବୋମାମାଡ଼ ହେଉଛି। ଏପରିକି ସେଠାର ସବୁଠୁ ବଡ଼ ହସ୍ପିଟାଲ ମଧ୍ୟ ବାଦ୍‌ ପଡ଼ିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ସେନା ହମାସ୍‌ର…

ସରକାର ବିରୋଧୀ ଆନ୍ଦୋଳନ: ବାଂଲାଦେଶ ବିରୋଧୀ ଦଳ ମୁଖ୍ୟ ଗିରଫ

ଢାକା,୨୯ା୧୦: ସରକାର ବିରୋଧୀ ଆନ୍ଦୋଳନର ଦିନକ ପରେ ରବିବାର ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି)ର ମହାସଚିବ ମିର୍ଜା ଫଖ୍‌ରୁଲ୍‌ ଇସ୍‌ଲାମ ଆଲମଗିର୍‌ଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ଦାବିରେ ଶନିବାର ଢାକାରେ ବିରୋଧୀ ଦଳ ପକ୍ଷରୁ…

ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ

ପେଶାଓ୍ବର/ନୂଆଦିଲ୍ଲୀ,୨୯।୧୦: ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖାଇବର…

କ୍ଷମା ମାଗିଲେ ନେତାନ୍ୟାହୁ, କହିଲେ ଏମିତି କହିବାର ନ ଥିଲା

ଜେରୁଜେଲମ,୨୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୩ ଦିନରେ ପ୍ରବେଶ କରିଛି। ଇତିମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ଏକ ବିବୃତ୍ତି ସଂପର୍କରେ ତାଙ୍କ ସହଯୋଗୀ ଏବଂ ବିରୋଧୀଙ୍କ ତୀବ୍ର ସମାଲୋଚନା କରିଛନ୍ତି। ଅକ୍ଟୋବର ୭ରେ ହମାସଙ୍କ…

‘ରାଷ୍ଟ୍ରପତି ହୋଇ ଆସିଲେ ମୁସଲିମ ଦେଶର ନେତାଙ୍କ ଉପରେ ପୁଣି ବ୍ୟାନ ଲଗାଇବି’-ଡୋନାଲ୍ଡୋ ଟ୍ରମ୍ପ

ନୂଆଦିଲ୍ଲୀ,୨୯/୧୦: ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶପଥ ନେଇଛନ୍ତି, ଯଦି ଦ୍ୱିତୀୟ ଥର ସେ ହ୍ୱାଇଟ ହାଉସକୁ ନିର୍ବାଚିତ ହୁଅନ୍ତି ତେବେ ସେ କିଛି ମୁସଲିମ ଦେଶର ନେତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବେ। ଶନିବାର ରିପବ୍ଲିକାନ-ଇହୁଦୀ ଗଠବନ୍ଧନର ବାର୍ଷିକ ଶିଖର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri