ଅନ୍ତର୍ଜାତୀୟ

ମାଲିକ ବନିଲେ ଡ୍ରାଇଭର: ଥଣ୍ଡାଜ୍ୱର ନ ହେବା ପାଇଁ କର୍ମଚାରୀଙ୍କୁ ନେବାଆଣିବା କରୁଛନ୍ତି ବସ୍‌

ସାଲେମ,୧୯।୧: ଶୀତଋତୁ ସରିବାକୁ ଆସୁଥିଲେ ବି ଜାଡର ପଞ୍ଚା ଏବେ ବି ସାରା ବିଶ୍ୱକୁ ଜଡେଇ ଧରିଛି। ଏହାର ଅଧିକ ପ୍ରଭାବ ଯାତ୍ରୀ ଓ ଅଫିସ ଯିବାଆସିବା କରିବା ପାଇଁ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଥିବା କର୍ମଚାରୀଙ୍କ ଉପରେ ପଡୁଛି। ଯାତାୟତ ପାଇଁ…

ବିଶ୍ୱର ସବୁଠାରୁ ଧନୀ ପରିବାର, ୪ ହଜାର କୋଟିର ମହଲ, ୭୦୦ରୁ ଅଧିକ କାର

ନୂଆଦିଲ୍ଲୀ: ନିକଟରେ ଭାରତ ଗସ୍ତରେ ଆସିଥିବା ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ପରିବାର ହେଉଛି ବିଶ୍ୱର ସବୁଠାରୁ ଧନୀ ପରିବାର। ଲୋକମାନେ ସେମାନଙ୍କର ନେଟ ମୂଲ୍ୟ ଜାଣି…

ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ‘ସ୍ନାଇପର’

ଟୋକିଓ,୧୯ା୧: ଜାପାନର ଚନ୍ଦ୍ର ମିଶନ ‘ସ୍ନାଇପର’ ଶୁକ୍ରବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଜାପାନର ସ୍ପେସ୍‌ ଏଜେନ୍ସି ଜାକ୍ସା କହିଛି ଯେ, ‘ସ୍ନାଇପର ଆଜି ରାତି ୯ଟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଗତ ୬ ମାସ ମଧ୍ୟରେ ଚନ୍ଦ୍ର ନୂତନ…

ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷ ଟଙ୍କାରେ ନିଲାମ କଲା ହମାସ, ଯନ୍ତ୍ରଣାଦାୟକ ଘଟଣା ବିଷୟରେ ବଖାଣିଲେ ପିତା

ଜେରୁଜେଲମ,୧୯।୧: ଇସ୍ରାଏଲ-ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଶପଥ ନେଇଛି ଯେ ହମାସ ଆତଙ୍କବାଦୀଙ୍କୁ ହଟାଇବା ପର୍ଯ୍ୟନ୍ତ ଏହା ବନ୍ଦ ହେବ ନାହିଁ। ଏହି ସମୟରେ ଜଣେ ଇସ୍ରାଏଲ ସୈନିକଙ୍କ ପିତାଙ୍କ ଯନ୍ତ୍ରଣା ସାମ୍ନାକୁ…

ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସର୍ବଶ୍ରେଷ୍ଠ ନେତା: ହଲିଉଡ ଅଭିନେତ୍ରୀ

ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଆମେରିକା ସମ୍ପର୍କ ପାଇଁ ସର୍ବଶ୍ରେଷ୍ଠ ନେତା ବୋଲି ଆଫ୍ରିକୀୟ-ଆମେରିକୀୟ ହଲିଉଡ ଅଭିନେତ୍ରୀ ତଥା ଗାୟକ ମେରି ମିଲବେନ କହିଛନ୍ତି। ସେ କହିଛନ୍ତି, ଆମେରିକାର ଅନେକ ଲୋକ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ପୁନର୍ବାର ନିର୍ବାଚନରେ ଜିତନ୍ତୁ, ଯାହାଫଳରେ…

ଛଟେଇ କରିବ ଗୁଗଲ୍‌: କର୍ମଚାରୀଙ୍କୁ ଆଲର୍ଟ କଲେ ସୁନ୍ଦର ପିଚାଇ

କାଲିଫର୍ନିଆ,୧୯।୧।: ଦୁନିଆର ସବୁଠୁ ବଡ ଟେକ କମ୍ପାନୀ ଗୁଗଲରେ ଖୁବ୍‌ଶୀଘ୍ର କର୍ମଚାରୀ ଛଟେଇ ହେବାକୁ ଯାଉଛି। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ତାଙ୍କ କର୍ମଚାରୀମାନଙ୍କୁ ଆଲର୍ଟ କରିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଅଧିକ ଛଟେଇ ପାଇଁ ପ୍ରସ୍ତୁତ ରୁହନ୍ତୁ।…

ହେବ କି ଆଉ ଏକ ଯୁଦ୍ଧ! ଚାଇନା ଦେଲାଣି ମଧ୍ୟସ୍ଥତା ପ୍ରସ୍ତାବ

ଇସଲାମାବାଦ,୧୮।୧: ଇରାନର ଅପ୍ରତ୍ୟାଶିତ ଆକ୍ରମଣରେ ନିରାଶ ହୋଇ ପାକିସ୍ତାନ ଗୁରୁବାର ସକାଳେ ସୀମାଠାରୁ ୪୮ କିଲୋମିଟର ଦୂରରେ ଥିବା ଇରାନ ଅଞ୍ଚଳରେ ଆକ୍ରମଣ କରିଥିଲା। ପାକିସ୍ତାନ କହିଛି ଯେ ରକେଟ ଏବଂ ଘାତକ ଡ୍ରୋନ ସାହାଯ୍ୟରେ ବାଲୁଚି ଆତଙ୍କବାଦୀଙ୍କ ଲୁଚି ରହିଥିବା…

ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ସହ ମିଶି କାମ କରିବ ଭାରତୀୟ ରେଲଓ୍ବେ

ବେର୍ନ/ନୂଆଦିଲ୍ଲୀ,୧୮।୧: ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଭାରତୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା…

ଆବୁଧାବିରେ ଶୀଘ୍ର ଶେଷ ହେବ ହିନ୍ଦୁ ମନ୍ଦିର ନିର୍ମାଣ କାର୍ଯ୍ୟ, ମୋଦି କରିବେ ଉଦଘାଟନ

ଦୁବାଇ,୧୮।୧: ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ଆବୁଧାବିରେ ନିର୍ମିତ ବିଏପିଏସ୍‌ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରଦୂତ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିର ନିର୍ମାଣ ପାଇଁ ଘୋଷଣା…

ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ

ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍‌ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଛି। ଇସଲାମାବାଦରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି,…

ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍‌: ୩ ମହିଳା, ୪ ଶିଶୁ ମୃତ

ତେହରାନ,୧୮ା୧: କିଛିଦିନ ପୂର୍ବରୁ ଇରାନ ପାକିସ୍ତାନର ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଇରାନ ଉପରେ ଆକ୍ରମଣ କରି ନିଜର ରାଗ ଶୁଝାଇଛି। ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ଇରାନ କହିଛି, ଏହି ଏୟାର…

ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ…

ଇସଲାମାବାଦ,୧୮।୧ : ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଆଦଲର ମୁଖ୍ୟାଳୟରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଗୁରୁତର ପରିଣାମ ସମ୍ପର୍କରେ ପାକିସ୍ତାନ ଚେତାବନୀ ଦେଇଥିଲା। ବର୍ତ୍ତମାନ ଗୁରୁବାର ଦିନ ଇରାନରେ ଥିବା ବାଲୁଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଶିବିର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?