ଏଲନ ମସ୍କଙ୍କ ପ୍ରୟାସ ବିଫଳ: ଲଞ୍ଚ୍ ହେଉହେଉ ନଷ୍ଟ ହେଲା ରକେଟ୍
ନ୍ୟୁୟର୍କ,୧୮ା୧୧: ସ୍ପେସଏକ୍ସର ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରଶିପ୍ ଲଞ୍ଚ ହେବା ପରେ ନଷ୍ଟ ହୋଇଯାଇଛି। ଫଳରେ ଏଲନ ମସ୍କଙ୍କ ମିଶନ ଦ୍ୱିତୀୟ ଥର ପାଇଁ ବିଫଳ ହୋଇଛି। ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଶନିବାର ପୁଣି ଥରେ ଏହାର ମେଗା ରକେଟ ଷ୍ଟାର୍ଶିପ୍…
କରୋନା କବଳରେ ଆମେରିକା, ୧୪ ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଓ୍ବାଶିଂଟନ,୧୮ା୧୧: ଶୀତ ପାଖେଇ ଆସୁଥିବା ବେଳେ ଆମେରିକାର ୧୪ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଥିପାଇଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶର ସାମଗ୍ରିକ ବୃଦ୍ଧି ୮.୬ ପ୍ରତିଶତରେ ପହଞ୍ଚିଛି। ଯେଉଁଥିରେ ନଭେମ୍ବରରେ ୧୬,୨୩୯ ନୂଆ…
ଦେଶରୁ ସେନା ଅପସାରଣ କରିବାକୁ ଭାରତକୁ କହିଲା ମାଳଦ୍ଵୀପ
ନୂଆଦିଲ୍ଲୀ,୧୮ା୧୧: ଶପଥ ନେବାର ଗୋଟିଏ ଦିନ ପରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଫିସରୁ ଭାରତ ସରକାରଙ୍କୁ ଦେଶରୁ ସେନା ଅପସାରଣ କରିନେବାକୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ମାଳଦ୍ଵୀପରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ କିରେନ…
ଏକ ଲକ୍ଷ ଭାରତୀୟଙ୍କୁ ଚାକିରି ଦେବା ଖବରକୁ ମିଛ ବୋଲି କହିଲା ତାଇଓ୍ବାନ, ଭାଇରାଲ ହେଲା ଭିଡିଓ…
ତାଇପେ,୧୮।୧୧ : ସାମ୍ପ୍ରତିକ ଖବର ଅନୁଯାୟୀ ତାଇୱାନ ଭାରତର ନିକଟତର ହେବାକୁ ଚାହୁଁଛି। ମିଡିଆ ରିପୋର୍ଟରେ କୁହାଯାଇଛି ତାଇୱାନ ଭାରତରୁ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲା। ଏହା ମଧ୍ୟ କୁହାଯାଇଥିଲା ଏହି କର୍ମଚାରୀମାନେ ଶୀଘ୍ର ତାଇୱାନ ଯିବେ।…
ଫାଇନାଲ ମ୍ୟାଚ ପରଦିନ ହେବ ଟୁ ପ୍ଲସ ଟୁ ଆଲୋଚନା, ଭାରତ-ଅଷ୍ଟ୍ରେଲିଆର ମନ୍ତ୍ରୀ କରିବେ ରଣନୀତି ପ୍ରସ୍ତୁତି
ନୂଆଦିଲ୍ଲୀ,୧୮।୧୧: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ। ଉପ ପ୍ରଧାମନ୍ତ୍ରୀ- ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ଓ୍ବଙ୍ଗ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି।…
ମରୁଭୂମିରେ ବାଦଲଫଟା ବର୍ଷା, ରାସ୍ତାଘାଟ ବନ୍ୟାରେ ଉବୁଟୁବୁ, ଭିଡିଓ ଭାଇରାଲ…
ଦୁବାଇ,୧୮।୧୧ : ମରୁଭୂମିରେ ବନ୍ୟା ଆସିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଦୁବାଇର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ପରେ ଏବେ ରାସ୍ତାଘାଟ ବନ୍ୟା ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ଜଳ ନିଷ୍କାସନ…
ଖନନ ସମୟରେ ମହେଞ୍ଜୋଦାରୋରୁ ମିଳିଲା ମୂଲ୍ୟବାନ ମୁଦ୍ରା , ଦେଖି ହେବେ ତାଜୁବ
ସିନ୍ଧୁ,୧୮।୧୧: ବିଶ୍ୱରେ ପ୍ରାଚୀନ ସଭ୍ୟତା ମଧ୍ୟରେ ଅନନ୍ୟ ସିନ୍ଧୁ ଘାଟି। ସିନ୍ଧୁ ଘାଟିର ବିଶ୍ୱ ଐତିହ୍ୟ ସ୍ଥଳ ମହେଞ୍ଜୋଦାରୋରେ ଖନନ ବେଳେ ଏକ ପାଚେରୀରେ ତମ୍ବା ମୁଦ୍ରାରେ ଭର୍ତ୍ତି ଏକ ପାତ୍ର ମିଳିଛି । ପାକିସ୍ତାନୀ ଶ୍ରମିକ ଏକ ପାଚେରୀ ଉପରେ…
ଆଉ କୁକୁର ମାଂସ ଖାଇବନି ଦକ୍ଷିଣ କୋରିଆ
ସିଓଲ,୧୮ା୧୧: ଦକ୍ଷିଣ କୋରିଆ ଆଉ କୁକୁର ମାଂସ ନ ଖାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ମାଂସ ନ ଖାଇବାକୁ ବାରଣ କରିବା ଏବଂ ପଶୁ ଅଧିକାର ବିଷୟରେ ସଚେତନତା ମଧ୍ୟରେ ପ୍ରାଚୀନ ରୀତିନୀତି ଉପରେ ବିବାଦର ଅନ୍ତ ଘଟାଇବା ପାଇଁ…
ହେବନି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ! ଧମକ ଦେଲେ ପନ୍ନୁ
ନୂଆଦିଲ୍ଲୀ,୧୮।୧୧: ନିଜ୍ଜର ହତ୍ୟା ମାମଲାରେ ଖଲିସ୍ତାନୀ ସମର୍ଥକ ଭାରତକୁ ଲଗାତାର ଧମକ ଦେଉଛନ୍ତି। ଏୟାର ଇଣ୍ଡିଆକୁ ନେଇ ଭିଡିଓ ଜାରି କରିବା ପରେ ଶିଖ୍ ଫର ଜଷ୍ଟିସର ଖଲିସ୍ତାନୀ ସଂଗଠନ ମୁଖ୍ୟ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ ଆଇସିସି ବିଶ୍ୱକପକୁ ନେଇ ଧମକ…
ହସ୍ପିଟାଲ ଖାଲି କରିବାକୁ ୧ ଘଣ୍ଟାର ସମୟ ଦେଲା ଇସ୍ରାଏଲ
ଜେରୁଜେଲମ,୧୮।୧୧: ଗାଜାର ଅଲ-ଶିଫା ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଇସ୍ରାଏଲ ସେମାନଙ୍କୁ ହସ୍ପିଟାଲ ଛାଡିବାକୁ ଏକ ଘଣ୍ଟା ସମୟ ଦେଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ , ଅଲ-ଶିଫା ହସ୍ପିଟାଲରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅଲ-ରସିଦ ଷ୍ଟିଟ୍ରୁ…
ଗର୍ଭପାତ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ଉଠିଲା ବିବାଦ
ଓ୍ବାଶିଂଟନ,୧୮।୧୧: ଆମେରିକାର ରାଷ୍ଟ୍ରପତି ପଦର ଦାବିଦାର ନିକ୍କି ହେଲି ଗର୍ଭଧାରଣର ୬ସପ୍ତାହ ପରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥନ କରିଛନ୍ତି। ଏହା ଉପରେ ବାଇଡେନ-ହାରିସ ପ୍ରଚାର ଅଭିଯାନ ହେଲିଙ୍କୁ ଗର୍ଭପାତ ବିରୋଧୀ ଚରମପନ୍ଥୀ ବୋଲି କହିଛନ୍ତି। ଶୁକ୍ରବାର ହେଲିଙ୍କୁ ପଚରାଯାଇଥିଲା,…
ଏଲନ ମସ୍କଙ୍କ ବିରୋଧରେ ଅଭିଯୋଗ
ଓ୍ବାଶିଂଟନ,୧୮।୧୧: ହ୍ବାଇଟ ହାଉସ ଶୁକ୍ରବାର ଏକ ବିବୃତ୍ତି ଜାରି କରି ଏଲନ ମସ୍କଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ଯେଉଁଥିରେ ମସ୍କ ବିରୋଧୀ ଥିଓରୀକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛି। ହ୍ବାଇଟ ହାଉସ କହିଛି ଯେ ଏଲୋନ ମସ୍କ ବିରୋଧୀ ଘୃଣାକୁ…
Archives


