ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍!
ମସ୍କୋ,୧୫।୧୧: ରୁଷିଆରେ ଆଗକୁ ନିର୍ବାଚନ ଆସୁଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି। ପୁଟିନ ଦେଶରେ ମିଡିଆ କଭରେଜ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନିୟନ୍ତ୍ରିତ କରୁଥିବା ନିୟମରେ ପରିବର୍ତ୍ତନ ଆଣିଛନ୍ତି ପୁଟିନ। ଅନ୍ତର୍ଜାତୀୟ ଗଣମାଧ୍ୟମ…
ଜାତିସଂଘରେ ଯୌନ ଶୋଷଣ ଉପରେ ପରଦା ପକାଇଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, କଙ୍ଗୋରେ ୧୦୪ ମହିଳାଙ୍କ ପ୍ରତି ଲଜ୍ଜାଜନକ କାର୍ଯ୍ୟ କରିଥିଲେ ଅଧିକାରୀ…
ଜେନେଭା,୧୫।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କେବଳ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମିଳିତ ଜାତିସଂଘ ଇତିହାସରେ ସବୁଠାରୁ ବଡ ଯୌନ ଶୋଷଣ ଦୁର୍ନୀତି ଉପରେ ପରଦା ପକାଇଛି। ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅଣଦେଖା କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ…
ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ରିଚ୍ଟର ସ୍କେଲରେ ତୀବ୍ରତା ୫.୨
ନୂଆଦିଲ୍ଲୀ, ୧୫।୧୧: ବୁଧବାର ସକାଳୁ ସକାଳୁ ପାକିସ୍ତାନରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ…
ଭାରତୀୟ ମନ୍ତ୍ରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ, ୧୪।୧୧: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ଭାରତୀୟ ମାନଙ୍କ ସହିତ ସେ ସାକ୍ଷାତ କରିଥିଲେ।…
ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ, ତୀବ୍ରତା ୬.୨…
କଲମ୍ବୋ,୧୪।୧୧ : ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୨ ରେ ମାପ କରାଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ଭୂଗର୍ଭରେ କଲମ୍ବୋ ଠାରୁ ୧୦ କିଲୋମିଟର ଦକ୍ଷିଣ-ପୂର୍ବରେ…
ଗାଜା ଯୁଦ୍ଧରେ ୧୦୨ ଜାତିସଂଘ କର୍ମଚାରୀ ମୃତ, ୨୭ ଆହତ…
ଜେରୁଜେଲମ,୧୪।୧୧: ହମାସ ଏବଂ ଇସ୍ରାଏଲ ଯୁଦ୍ଧରେ ଜାତିସଂଘର ୧୦୨ କର୍ମଚାରୀ ନିହତ ହୋଇଛନ୍ତି। ଏଥିରେ କୁହାଯାଇଛି ଯୁଦ୍ଧ ଆରମ୍ଭରୁ ଜାତିସଂଘର ୨୭ ଜଣ କର୍ମଚାରୀ ଆହତ ହୋଇଛନ୍ତି। ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ)…
ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ସମେତ ୩ ମୃତ…
ଇସଲାମାବାଦ,୧୪।୧୧: ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସେନା ଏହି ସୂଚନା ଦେଇଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ (ଆଇଏସଆରପି) ଏକ…
କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ ଅନେକେ ନିଖୋଜ
ବେନି,୧୪।୧୧: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଏକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଥିବା ଏକ ଗାଁକୁ ଇସଲାମୀୟ ମାଓବାଦୀମାନେ ଆକ୍ରମଣ କରିଛନ୍ତି ବୋଲି…
ହମାସ ସଂସଦ ଉପରେ ଆଇଡିଏଫର କବଜା, ସ୍ପିକରଙ୍କ ଆସନରେ ବସିଲେ ସେନା
ଗାଜା,୧୪।୧୧: ଇସ୍ରାଏଲ ହମାସ ଯୁଦ୍ଧକୁ ୩୯ ଦିନ ହୋଇଛି। ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ହେତୁ ଗାଜାରେ ଏପର୍ଯ୍ୟନ୍ତ ୨୩ଲକ୍ଷ ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଅକ୍ଟୋବର…
ସୁନକଙ୍କୁ ମିଳିଲା ପ୍ରଥମ ଅବିଶ୍ୱାସ ପତ୍ର, ଟୋରି ସାଂସଦ କହିଲେ, ‘ବହୁତ ହୋଇଗଲା…ଯିବାର ସମୟ ଆସିଗଲା’
ଲଣ୍ଡନ,୧୪।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କ୍ୟାବିନେଟରେ ଅଦଳବଦଳରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନଙ୍କୁ ବରଖାସ୍ତ କରିବା ପରେ ଏବେ ସୁନକ ପ୍ରଥମ ଅବିଶ୍ୱାସ ପତ୍ରର ସମ୍ମୁଖୀନ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଶ୍ୱସ୍ତ ଟୋରୀ ସାଂସଦ ଆଣ୍ଡ୍ରେୟା ଜେନକିନସ…
ଅଲ ଶିଫା ହସ୍ପିଟାଲରେ ପ୍ରିମ୍ୟାଚ୍ୟୁୟୋର ଶିଶୁ ସଙ୍କଟରେ
ଜେରୁଜେଲମ,୧୪।୧୧: ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ ଶିଫା ଉପରେ ଇସ୍ରାଏଲର ଆକ୍ରମଣ ହେତୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦାବି କରିଛି ଯେ ଅଲ ଶିଫା ଆଉ ଡାକ୍ତରଖାନା ଭାବରେ କାର୍ଯ୍ୟ କରିପାରିବ ନାହିଁ। ଅଲ…
୧୬ ବର୍ଷ ପରେ ଗାଜାରେ ଶେଷ ହେଲା ହମାସର କବଜା, ଦକ୍ଷିଣକୁ ଯାଉଛନ୍ତି ଆତଙ୍କବାଦୀ
ଜେରୁଜେଲମ,୧୪।୧୧: ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ୧୧,୨୪୦ଜଣଙ୍କର ମତ୍ୟୁ ହୋଇଛି। ଏଥିରେ ୪୬୩୦ ପିଲା ଅନ୍ତର୍ଭୁକ୍ତ। ଗାଜା ଉପରେ ଆକ୍ରମଣର ଅନେକ ଦିନ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଦାବି କରିଛନ୍ତି ଯେ ହମାସ ଗାଜା ଉପରେ ନିୟନ୍ତ୍ରଣ…
Archives


