ଗୋପନୀୟ ତଥ୍ୟ ଲିକ୍ ମାମଲା: ଇମ୍ରାନ୍ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ, ୨୨।୧୨: ଗୋପନୀୟ ତଥ୍ୟ ଲିକ୍ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ପାକିସ୍ତାନର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ ଖାନ ଏବଂ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୂଦ କୁରୈଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।…
ଇସଲାମାବାଦ, ରାୱଲପିଣ୍ଡି ସମେତ ପାକିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା
ଇସଲାମାବାଦ,୨୨।୧୨: ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୫.୩୦ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମାପ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଇସଲାମାବାଦ…
ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ
ଜେରୁଜେଲମ,୨୨।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲରେ ଗୋଟିଏ ପରେ ଗୋଟିଏ ୩୦ଟି ରକେଟ ମାଡ଼ କରିଛି। ହମାସ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ ରକେଟର ଏକ ଖଣ୍ଡ…
ବଢୁଛି କରୋନା ଭୟ: ଇଂଲଣ୍ଡରେ ପ୍ରତି ୨୪ ଜଣରେ ଜଣେ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ/ଇଂଲଣ୍ଡ,୨୨।୧୨: କରୋନା ଭାଇରସର ନୂତନ JN.1 ଭାରିଆଣ୍ଟ ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସ୍ବାମ୍ୟା ସ୍ବାମୀନାଥନ କହିଛନ୍ତି, ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ। ନୂତନ ଭାରିଆଣ୍ଟ…
ୟୁନିଭର୍ସିଟିରେ ଗୁଳିକାଣ୍ଡ: ଚାଲିଗଲା ୧୫ ଜୀବନ
ପ୍ରାଗ୍,୨୧ା୧୨: ଚେକ୍ ଗଣରାଜ୍ୟ ରାଜଧାନୀ ପ୍ରାଗ୍ରେ ଥିବା ଏକ ୟୁନିଭର୍ସିଟିରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହେବା ସହ ୯ ଆହତ ହୋଇଛନ୍ତି। ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଚେକ୍ ପୋଲିସ ଆକ୍ରମଣକାରୀ ଏବଂ ନିହତ…
କୋଇଲା ଖାଦାନରେ ଦୁର୍ଘଟଣା: ୧୨ ମୃତ, ୧୩ ଆହତ
ବେଜିଂ,୨୧।୧୨: ଚାଇନାର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଏକ କୋଇଲା ଖାଦାନରେ ଦୁର୍ଘଟଣାରେ ଘଟିଛି। ଏଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହେଙ୍ଗଶାନ ଜିଲାର କୁନୟୁଆନ କୋଇଲା ଖଣିରେ…
କରୋନା ନେଇ ନୂଆ ଚିନ୍ତା, ଫୁସଫୁସ ନୁହେଁ ଏବେ ପେଟରେ ହେଉଛି ସଂକ୍ରମଣ…
ମେଲବୋର୍ନ,୨୧।୧୨ : ପୁଣିଥରେ ଦେଶରେ କରୋନା ମାମଲା ଦ୍ରୁତ ଗତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି। ବାସ୍ତବରେ, ବର୍ତ୍ତମାନ କରୋନାର ଜେଏନ.୧ ର ନୂତନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ…
ଭାରତ-ପାକିସ୍ତାନ-ଆମେରିକା ସହିତ ୭୮ ଦେଶରେ ହେବ ନିର୍ବାଚନ: ୨୦୨୪ ନିର୍ବାଚନର ବର୍ଷ…
ଓ୍ବାଶିଂଟନ,୨୧।୧୨ : ଆସନ୍ତା ବର୍ଷରେ ଅର୍ଥାତ ୨୦୨୪ ରେ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପଡୋଶୀ ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ନିର୍ବାଚନ ହେବ। ଏହି ନିର୍ବାଚନ ଚକ୍ର କେବଳ ଦକ୍ଷିଣ ଏସିଆରେ ସୀମିତ ନୁହେଁ। ୨୦୨୪ ସମଗ୍ର…
ଘଣ୍ଟାଏ ପରେ ସ୍ବାଭାବିକ ହେଲା ‘ଏକ୍ସ’
ଓ୍ବାଶିଂଟନ୍,୨୧।୧୨: ମାଇକ୍ରୋ ବ୍ଲଗିଂ ଏକ୍ସ ଘଣ୍ଟାଏ ପରେ ପୁଣି ସ୍ବାଭାବିକ ହୋଇଛି। ଗୁରୁବାର ପୂର୍ବାହ୍ଣ ୧୧ଟାରୁ ଏକ୍ସର ସର୍ଭର ଡାଉନ ଥିଲା। ଯାହାଯୋଗୁ କୌଣସି ଟ୍ବିଟ୍ କରିହେଉ ନ ଥିଲା କି ଟ୍ବିଟ୍ ଦେଖିହେଉ ନ ଥିଲା। ଘଣ୍ଟାକ ପାଇଁ ୟୁଜର୍ସମାନେ…
କେବେ ହେବ ମୃତ୍ୟୁ, ଆଗୁଆ କହିବ ଏଆଇ ଟୁଲ୍ସ…
ଓ୍ବାଶିଂଟନ,୨୧।୧୨ : ଅଧିକାଂଶ ଲୋକ ଜାଣିବାକୁ ଚାହାନ୍ତି ସେମାନେ ଆଉ କେତେ ଦିନ ବଞ୍ଚିବେ। ତେବେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ (ଏଆଇ ଟୁଲ) ବିକଶିତ କରାଯାଇଛି। ଏହା ଦ୍ୱାରା ଜଣଙ୍କର କେବେ ମୃତ୍ୟୁ ହେବ…
ସୋସିଆଲ ମିଡିଆ ‘ଏକ୍ସ’ର ସର୍ଭର ଡାଉନ
ଓ୍ବାଶିଂଟନ,୨୧ା୧୨: ଗୁରୁବାର ପୂର୍ବାହ୍ନ ୧୧ଟାରୁ ସର୍ଭର ଡାଉନ ଯୋଗୁ ସୋସିଆଲ ‘ଏକ୍ସ’ରେ କୌଣସି ପୋଷ୍ଟ ଦେଖି ହେଉନାହିଁ। ଫଳରେ ୟୁଜର୍ସମାନେ ନାନା ଅସୁବିଧାରେ ପଡ଼ିଛନ୍ତି। ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଛି। ଅନେକ ୟୁଜର ଏହା ଉପରେ ଅଭିଯୋଗ କରିଛନ୍ତି। ଏହା…
ଭାରତକୁ ପ୍ରଶଂସା କଲେ ନଓ୍ବାଜ, କହିଲେ ପଡୋଶୀ ଦେଶ ଚନ୍ଦ୍ରରେ ପହଞ୍ଚିଥିବାବେଳେ ପାକିସ୍ତାନ ଭୂମିରୁ ଉଠିନାହିଁ…
ଇସଲାମାବାଦ,୨୧।୧୨ : ପାକିସ୍ତାନର ଆର୍ଥିକ ଅବସ୍ଥା କାହାଠାରୁ ଲୁଚି ରହିନାହିଁ। ପ୍ରତିଦିନ ସାହାଯ୍ୟକାରୀ ଦେଶ ସହାୟତା କରୁଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆମ ଚାରିପାଖରେ ଥିବା ଦେଶମାନେ ଚନ୍ଦ୍ରରେ…
Archives


