‘ପୁରୁଷ ପ୍ରାଧାନ୍ୟ’ ମେକ୍ସିକୋରେ ବର୍ତ୍ତମାନ ଜଣେ ମହିଳା ଦେଶରେ ରାଷ୍ଟ୍ରପତି ହୋଇପାରିବେ, ମହିଳାଙ୍କ ଜନସଂଖ୍ୟାର ୫୨ ପ୍ରତିଶତ ପରେ ମଧ୍ୟ ଭେଦଭାବ…
ଓ୍ବାଶିଂଟନ,୧୦।୯ : ସମଗ୍ର ପୃଥିବୀରେ ମହିଳାମାନେ ପ୍ରତ୍ୟେକ ଦିଗରେ ଅଗ୍ରଗତି କରୁଛନ୍ତି। ସମଗ୍ର ବିଶ୍ୱ ପରି, ମେକ୍ସିକୋରେ ମଧ୍ୟ ମହିଳାମାନଙ୍କର ପ୍ରାଧାନ୍ୟତା ବୃଦ୍ଧି ପାଉଛି, ତାହା ରାଜନୀତି ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ର। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ମେକ୍ସିକୋ...
ତାଇଓ୍ବାନ ନେଇ ପୁଣି ଉତ୍ତେଜନା: ଆମେରିକା-କାନାଡ଼ାର ଯୁଦ୍ଧପୋତ ନେଇ ଚାଇନାର ଆପତ୍ତି…
ତାଇପେ,୧୦।୯ : ତାଇୱାନ ଷ୍ଟ୍ରାଇଟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଏବଂ କାନାଡା ଦୁଇଟି ଯୁଦ୍ଧ ଜାହାଜ ପଠାଇବା ପରେ ଏହି ଉତ୍ତେଜନା ଦେଖାଦେଇଛି। ଏହି କ୍ଷେତ୍ରରେ ଚାଇନା ଦାବିକୁ ଉଭୟ ଦେଶ ଚ୍ୟାଲେଞ୍ଜ କରିଛନ୍ତି। ଫଳରେ ଏହାକୁ...
ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ…
କିଭ,୧୦।୯: ରୁଷିଆ ରବିବାର ଭୋର ସମୟରେ ୟୁକ୍ରେନ ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣା ପଡି ନାହିଁ। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ କିଭରେ ଅତି କମରେ ପାଞ୍ଚଟି ବିସ୍ଫୋରଣ ଶବ୍ଦ...
ହରିକେନ ଲି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ…
ଓ୍ବାଶିଂଟନ,୯।୯ : ହରିକେନ ଲି ଚତୁର୍ଥ ବିପଜ୍ଜନକ ମାନ୍ୟତା ହାସଲ କରି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ ହୋଇଛି। ଆଟଲାଣ୍ଟିକ ମହାସାଗରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ୫୦୦ ମାଇଲ ଦୂରରେ ରହିଛି। ଏହାଯୋଗୁ ଘଣ୍ଟାପ୍ରତି ୧୫୦ ମାଇଲ ବେଗରେ ପବନ...
ଆଖିରେ ଲୁହ ମନରେ କୋହ: ମୋରୋକୋ ମୃତ୍ୟୁ ସଂଖ୍ୟା ଟପିଲା ୧୦୦୦, ଆହତଙ୍କ ସଂଖ୍ୟା ୧୨ ୦୦ ଉପରେ…
ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ସେହିପରି ଆହତଙ୍କ ସଂଖ୍ୟା ୧୨୦୦...
ଅକ୍ଟୋବରରେ ଶେଷ ହେବ ନଓ୍ବାଜଙ୍କ ବନବାସ: ଫେରିବେ ସ୍ବଦେଶ, ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ…
ଲାହୋର,୯।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖୁବ ଶୀଘ୍ର ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନୱାଜ ସରିଫ ଆସନ୍ତା ମାସରେ ଅର୍ଥାତ ଅକ୍ଟୋବରରେ ପାକିସ୍ତାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ନୱାଜ ସରିଫ ଗତ ଚାରି ବର୍ଷ ଧରି...
ଇଷ୍ଟର ସଣ୍ଡେ ଆକ୍ରମଣ ମାମଲା: ବ୍ରିଟେନ ଚ୍ୟାନେଲର ତଥ୍ୟକୁ ମନଗଢ଼ା କହିଲା ଶ୍ରୀଲଙ୍କା…
କଲମ୍ବୋ,୯।୯ : ୨୦୧୯ରେ ଶ୍ରୀଲଙ୍କାରେ ଇଷ୍ଟର ସଣ୍ଡେ ଆକ୍ରମଣ ଉପରେ ବ୍ରିଟେନ ଚ୍ୟାନେଲ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ମେଜର ଜେନେରାଲ ସୁରେଶ ସାଲେଙ୍କୁ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।...
ଭଙ୍ଗାକୋଠାର ଆର୍ବଜନା ତଳୁ ଜୀବନ ସନ୍ଧାନ ଜାରି: ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୮୨୦ ଛୁଇଁଲା,ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…
ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୮୨୦ କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ...
ଦକ୍ଷିଣ ଆଫ୍ରିକା ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ…
ଜୋହାନ୍ସବର୍ଗ,୯।୯ : ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ ଘଟିଛି ହୋଇଛି ବୋଲି ରାଷ୍ଟ୍ରପତି ରାମାଫୋସା ନିଶ୍ଚିତ କରିଛନ୍ତି। ଭେଟେରାନ ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜୀଙ୍କ ଶନିବାର ସକାଳେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଇଙ୍କଥା ଫ୍ରିଡମ...
ଜି-୨୦ରେ ଭାରତର ଅଧ୍ୟକ୍ଷତା, ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା
ନୂଆଦିଲ୍ଲୀ/ ମସ୍କୋ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ଅଧ୍ୟକ୍ଷତାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ, ଋଷିଆର ଏକ ସରକାରୀ ଗଣମାଧ୍ୟମ ଭାରତ ବିରୋଧରେ ଭୁଲ ଏଜେଣ୍ଡା ପ୍ରସାରଣ କରିଥିବାରୁ...
ଭାରତକୁ ପ୍ରଂଶସା ଓ ଆମେରିକାକୁ ନିନ୍ଦା କଲା ଚାଇନା ଗଣମାଧ୍ୟମ
ବେଜିଂ,୯।୯: ଜି-୨୦ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଭାରତରେ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଦେଶର ପ୍ରମୁଖ ରାଷ୍ଟ୍ରନେତା ବୈଠକରେ ଯୋଗ ଦେଇଛନ୍ତି। କେବଳ ଚାଇନା ଓ ଋଷିଆ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନେଇ ନାହାନ୍ତି। ତେବେ ଏହାରି ଭିତରେ...
ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ, ଚାଇନା
ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ ଓ ଚାଇନାରା ପ୍ରତିନିଧି। ଆମେରିକା ସହିତ ବଢୁଥିବା ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଉତ୍ତର କୋରିଆ ଋଷିଆ ଓ ଚାଇନା ସହ ସୁସମ୍ପର୍କ ବଢାଇବା ପାଇଁ ଉଭୟ ଦେଶର ପ୍ରତିନିଧି ଓ...
Archives


