ଅନ୍ତର୍ଜାତୀୟ

US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା…

ଓ୍ବାଶିଂଟନ,୧୨।୨ : ଆମେରିକାରେ ବାସ କରିବା ଭାରତୀୟଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ବିଷୟରେ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୫୯,୦୦୦ ରୁ ଅଧିକ ଭାରତୀୟ ଆମେରିକାର ନାଗରିକତ୍ୱ…

ପାକ୍‌ରେ ମେଣ୍ଟ ସରକାର ପାଇଁ ଉଦ୍ୟମ, ଆନ୍ଦୋଳନମୁହାଁ ଇମ୍ରାନ୍‌ଙ୍କ ଦଳ

ଲାହୋର,୧୨।୨: ପାକିସ୍ତାନ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଝୁଲା ପାର୍ଲାମେଣ୍ଟ ହୋଇଛି। ଫଳରେ ମେଣ୍ଟ ସରକାର ଗଢ଼ିବା ପାଇଁ ୩ ପ୍ରମୁଖ ଦଳ ରବିବାର ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ…

ମୃତ୍ୟୁଦଣ୍ଡ ପାଇଥିବା ୮ ନୌସେନା ଅଧିକାରୀଙ୍କୁ ମୁକ୍ତ କଲେ କାତାର କୋର୍ଟ, ଭାରତ ଫେରିଲେ ୭

ନୂଆଦିଲ୍ଲୀ,୧୨।୨: ଭାରତ ଏକ ବଡ କୂଟନୈତିକ ବିଜୟ ହାସଲ କରିଛି। କାତାର ଆଠ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି। ସେଠାରେ ସେମାନେ ଗୋଇନ୍ଦାଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ଭାରତର ଅନୁରୋଧ…

ନିର୍ବାଚନ କମିଶନଙ୍କ ଓ୍ବେବସାଇଟ ବନ୍ଦ, ଫଳାଫଳ ଗାଏବ…, ବଢୁଛି ବିରୋଧ ପ୍ରଦର୍ଶନ

ଇସଲାମାବାଦ,୧୧।୨: ପାକିସ୍ତାନରେ ହୋଇଥିବା ନିର୍ବାଚନର ଫଳାଫଳ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ଠକେଇ ଅଭିଯୋଗ କରି ବିରୋଧ ଆରମ୍ଭ କରିଛନ୍ତି। ପାକିସ୍ତାନର ‘ସମା ଟିଭି’ର ରିପୋର୍ଟ ଅନୁଯାୟୀ, ଲାହୋର, ରାୱଲପିଣ୍ଡି ଏବଂ ପେଶାୱରରେ ପିଟିଆଇ ସମର୍ଥକ…

ପାକିସ୍ତାନରେ ସରିଲା ଭୋଟ ଗଣତି: ଇମ୍ରାନ ଖାନ ଆଗୁଆ, ନୱାଜ ଶରିଫଙ୍କୁ ମିଳିଲା ସେନାର ସମର୍ଥନ

ଯୋଧପୁର,୧୧।୨: ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ନିର୍ବାଚନ ଲଢେଇ ବେଳେ ଆଉ ଏକ ଝଟକା ଲାଗିଛି। ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର ମଧ୍ୟ ବ୍ୟବହାର କରି। ନିର୍ବାଚନ ଭୋଟ ଗଣନା ଶେଷ ହେବା ପରେ…

ଶୁଭଚିନ୍ତକଙ୍କୁ ଧନ୍ୟବାଦ ଜଣାଇଲେ କିଙ୍ଗ ଚାର୍ଲସ ତୃତୀୟ

ଲଣ୍ଡନ,୧୧।୨: ନିକଟରେ ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତି ଜାରି କରି କିଙ୍ଗ ଚାଲର୍‌ସ ତୃତୀୟଙ୍କ କର୍କଟ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ବ୍ରିଟିଶ ଜନସାଧାରଣଙ୍କ ସମେତ ସମଗ୍ର ଦେଶରୁ ତାଙ୍କୁ ଆଶୁ ଆରୋଗ୍ୟର ବାର୍ତ୍ତା ପଠାଯାଇଥିଲା। ଏହାର ଜବାବ ଦେଇ…

ଇତିହାସ ରଚିଲା ମାଇକ୍ରୋସଫ୍ଟ: ବିଶ୍ୱର କୌଣସି କମ୍ପାନୀ ଏପର୍ଯ୍ୟନ୍ତ ଏହି ଆକଳନକୁ ଛୁଇଁ ପାରିନାହାଁନ୍ତି

ଓ୍ବାଶିଂଟନ୍‌,୧୧।୨: ଆଜିକାଲି ପ୍ରସିଦ୍ଧ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟର ଶେୟାରଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ପୂର୍ବରୁ ନିଆଯାଇଥିବା ପଦକ୍ଷେପରୁ କମ୍ପାନୀ ବିପୁଳ ଲାଭ ହାସଲ କରୁଛି। କମ୍ପାନୀର ଶେୟାରରେ ଏହି ବୃଦ୍ଧି ଯୋଗୁ ମାଇକ୍ରୋସଫ୍ଟ ଏପରି ଏକ ଆକଳନକୁ…

କିଏ ଗ୍ରାଜୁଏଟ ତ କିଏ ଅଧାରୁ ଛାଡିଛନ୍ତି ପାଠ, ଜାଣନ୍ତୁ କେତେ ପଢିଛନ୍ତି ବିଶ୍ୱର ଟପ୍‌ ୧୦ ଧନୀ

ନୂଆଦିଲ୍ଲୀ,୧୧।୨: ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ଜରୁରୀ ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ସମସ୍ତେ ଶିକ୍ଷା ମାଧ୍ୟମରେ ଅମାପ ଧନ ଏବଂ ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି। କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା…

ଶିଶୁ ବଳାତ୍କାରୀଙ୍କୁ ଦଣ୍ଡାଦେଶ ମୁକ୍ତ କରିବା ପଡ଼ିଲା ମହଙ୍ଗା, ଗଲା ରାଷ୍ଟ୍ରପତି ପଦବୀ…

ବୁଧାପେଷ୍ଟ,୧୧।୨ : ହଙ୍ଗେରୀ ରାଷ୍ଟ୍ରପତି କାଟାଲିନ ନୋଭାକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାଟାଲିନ ଶନିବାର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ବାସ୍ତବରେ, ସେ ଶିଶୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶରୁ ମୁକ୍ତ କରିଥିଲେ ଯାହାକୁ…

ଶିଶୁକୁ ଶୁଆଇବା ପରିବର୍ତ୍ତେ ଭୁଲ୍‌ରେ ମାଇକ୍ରୋ ଓଭାନରେ ରଖିଦେଲେ ମା’, ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୨: ଆଜିକାଲି ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ଅଜବ ଏବଂ ଚକିତ କରିଦେଉଛି। ଆମେରିକାର ମିଜୁରୀରେ ମଧ୍ୟ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ହଠାତ୍‌ ନିଜ ଶିଶୁକୁ…

ଫ୍ଲାଇଟରେ ଯାତ୍ରା ସମୟରେ ରକ୍ତବାନ୍ତି କଲେ ଯାତ୍ରୀ, ଚାଲିଗଲା ଜୀବନ

ବ୍ୟାଙ୍ଗକକ୍‌,୧୧।୨: ଥାଇଲାଣ୍ଡରୁ ଜର୍ମାନୀ ଯାଉଥିବା ଲୁଫଥାନ୍ସ ଫ୍ଲାଇଟ୍‌ରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଯାତ୍ରା କରିବା ସମୟରେ ଫ୍ଲାଇଟ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଲଗାତାର ରକ୍ତବାନ୍ତି କରି ଫ୍ଲାଇଟ ଭିତରେ ହିଁ ତାଙ୍କର ଜୀବନ ଚାଲିଯାଇଛି। ଇଣ୍ଡିଆ…

ପାକ ସେନା ମୁଖ୍ୟ ନୱାଜ ସରିଫ ସରକାର ଗଠନ ନେଇ ଦେଲେ ସଙ୍କେତ…

ଇସଲାମାବାଦ,୧୧।୨ : ପାକିସ୍ତାନର ସାଧାରଣ ନିର୍ବାଚନରେ ଭୋଟ ହେବା ପରେ ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଭୋଟ ଗଣନାରେ ଅନିୟମିତତା ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ଏହି ଦେଶର ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ବିବୃତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?