ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…
ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡି…
Houthi Rebels: ଲୋହିତ ସାଗର ପାଲଟିଲା ଯୁଦ୍ଧ କ୍ଷେତ୍ର, ଆମେରିକା ସମେତ ୧୩ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ…
କୋପେନହେଗେନ,୪।୧ : ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରୁଥିବା ୟେମେନର ହୋଉଥି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଥମି ନାହିଁ। ଆମେରିକା ଏବଂ ୧୨ ସହଯୋଗୀ ଚେତାବନୀ ଦେଇଛନ୍ତି ଏହି ଆକ୍ରମଣ ବନ୍ଦ ନ ହେଲେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବ। ଅକ୍ଟୋବର…
ବିମାନ ଯାତ୍ରୀଙ୍କ ଘୃଣ୍ୟ କାର୍ଯ୍ୟ
ଓ୍ବାଶିଂଟନ୍,୪ା୧: ବିମାନ ଯାତ୍ରାବେଳେ ଆଚରଣ କିପରି ହେବା କଥା ତାହା ଅନେକ ଯାତ୍ରୀ ଭୁଲିଗଲେଣି। ସେମାନେ ନିଜ ନଖରେ ନେଲ୍ ପଲିସ୍ ଲଗାଇବାଠୁ ନେଇ ୩୫,୦୦୦ ଫୁଟ୍ ଉଚ୍ଚତାର ଫ୍ଲୋରରେ ଶୌଚହେବା ପର୍ଯ୍ୟନ୍ତ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ବିମାନରେ ଯାତ୍ରୀଙ୍କ…
କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ
ତେହରାନ,୩।୧: ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଥିଲା। ସୁଲେମାନୀଙ୍କ ମୃତ୍ୟୁର ଚତୁର୍ଥ…
ଜାପାନ ଭୂକମ୍ପ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି
ଟୋକିଓ,୩ା୧: ଜାପାନରେ ନୂଆବର୍ଷରେ ଘଟିଥିବା ଭୟଙ୍କର ଭୂକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନକେ ଲୋକ ଆବର୍ଜନା ତଳେ ପୋତି ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏମାନଙ୍କୁ ଖୋଜା ଚାଲିଛି। ଏହି ସମୟରେ ଜାପାନର…
ଇସ୍ରୋ ପାଖରେ ନାହିଁ ଶକ୍ତିଶାଳୀ ରକେଟ୍, ଏଲନ ମସ୍କଙ୍କ ରକେଟରେ ସାଟେଲାଇଟ ଲଞ୍ଚ କରିବ ଭାରତ
କୋଲକାତା, ୩।୧: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଜିସାଟ୍-୨୦ ନାମକ ପରବର୍ତ୍ତୀ ପିଢ଼ିର ଭାରୀ ଯୋଗାଯୋଗ ସାଟେଲାଇଟ ଉତକ୍ଷେପଣ ସ୍ପେସ୍ ଏକ୍ସ କରିବ। ପ୍ରଥମ ଥର ପାଇଁ ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଫାଲକନ୍ -୯…
ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ
କାବୁଲ,୩।୧: ଆଫଗାନିସ୍ତାନରେ ରବିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆଜି ଏହାକୁ ମିଶାଇ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା।…
Metaverse gangrape: ଶରୀରକୁ ନ ଛୁଇଁ ଗଣବଳାତ୍କାର ! ଅନଲାଇନ ଅବତାରର ପ୍ରଥମ ବଳାତ୍କାର ମାମଲା ରୁଜୁ…
ଲଣ୍ଡନ,୩।୧ : ମେଟାଭର୍ସ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ ହୋଇଛି। ଅନଲାଇନ ମେଟାଭର୍ସରେ ୧୬ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା ନାବାଳିକା…
କ୍ୟାନସର ଔଷଧରେ ହେବ ଡାଇବେଟିସ ଚିକିତ୍ସା: ଦୁଇ ଔଷଧ ମିଶାଇ ହେଲା ବିକଶିତ…
ମେଲବୋର୍ନ,୩।୧ : ଏବେ କ୍ୟାନସର ଔଷଧରେ ଡାଇବେଟିସ ଚିକିତ୍ସା କରାଯିବ। ଅଷ୍ଟ୍ରେଲିଆର ବେକର୍ ହାର୍ଟ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ସେମାନଙ୍କର ଅନୁସନ୍ଧାନ ସମୟରେ ଅଗ୍ନାଶୟ ଷ୍ଟେମ କୋଷରେ ଏପରି ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଏହା ପରେ କୋଷଗୁଡ଼ିକ ଅଧିକ ଇନସୁଲିନ ଉତ୍ପାଦନ…
ଜାପାନ ଭୂକମ୍ପ ମୃତ୍ୟୁସଂଖ୍ୟା ୫୫
ଟୋକିଓ,୩।୧: ନୂଆବର୍ଷର ପ୍ରଥମ ଦିନରେ ଜାପାନରେ ୭.୬ ତୀବ୍ରତାର ଭୂକମ୍ପ ସାଙ୍ଗକୁ କ୍ରମାଗତ ୧୫୫ ଥର କମ୍ପନ ହେବା ଫଳରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ…
ୟୁକ୍ରେନ୍ର ୨ ସହରରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼: ୫ ମୃତ
କିଭ୍,୩।୧: ୟୁକ୍ରେନ୍ର ଦୁଇଟି ବୃହତ୍ ସହର ଉପରେ ମଙ୍ଗଳବାର ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଯୁଦ୍ଧକୁ ଦୁଇବର୍ଷ ପୂରିବାକୁ ଯାଉଥିବାବେଳେ କ୍ରେମ୍ଲିନ୍ ୟୁକ୍ରେନ୍ ସହରାଞ୍ଚଳ ଉପରେ ଆକ୍ରମଣ ବଢ଼ାଇଛି।…
Finding Aliens Location In 2024: ଏଲିଅନ ରହୁଥିବା ସ୍ଥାନର ସନ୍ଧାନରେ ନାସା…
ଓ୍ବାଶିଂଟନ,୨।୧ : ଏଲିଅନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କୁ ଦେଖିବାର ଅନେକ ଦାବି ରହିଛି। ଏହି ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ, କିନ୍ତୁ ଦାବି କରାଯାଉଛି ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ। ବିଶେଷଜ୍ଞମାନେ…
Archives


