ଅନ୍ତର୍ଜାତୀୟ

କିମ୍‌ଙ୍କ ଦକ୍ଷିଣ କୋରିଆ ଦଖଲ ଲକ୍ଷ୍ୟ: ୩ ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବା ଯୋଜନା…

ପ୍ୟୋଙ୍ଗୟାଙ୍ଗ,୩୧।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ୨୦୨୪ ବର୍ଷରେ ଆଉ ତିନୋଟି ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛନ୍ତି। ଏହି ଖବର କୋରିଆର ନ୍ୟୁଜ ଏଜେନ୍ସି କେସିଏନଏ ପ୍ରକାଶ କରିଛି। ୨୦୨୩ ନଭେମ୍ବର…

ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଶୌଚ କରିବାକୁ ଧମକ ଦେଲେ ଯାତ୍ରୀ

ଲଣ୍ଡନ,୩୧।୧୨: ଲଣ୍ଡନ ଗ୍ୟାଟଓ୍ବିକ୍‌ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ। ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ…

କେନ୍ଦ୍ରୀୟ ଗାଜାରେ ଜୋର୍‌ଦାର ଆକ୍ରମଣ

ଡେଇର୍‌ ଅଲ୍‌-ବଲାହ,୩୧।୧୨(ପି.ଟି.): କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ୍‌ ସେନା ଆକ୍ରମଣକୁ ଜୋର୍‌ଦାର କରିଛି। ଏଥିରେ ଶତାଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ୧୫୮ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଓ୍ବେଷ୍ଟ ବ୍ୟାଙ୍କରେ ଚଢ଼ାଉ କରି ଇସ୍ରାଏଲ୍‌ ସୈନ୍ୟ ୧୪ ଜଣଙ୍କୁ ଅଟକ…

୨୦୨୪ ମସିହାରେ ଅଧିକ ଗରମ ହେବାର ସମ୍ଭାବନା, ଆକଳନ କଲେ ପାଣିପାଗ ବିଜ୍ଞାନୀ

ଭୁବନେଶ୍ୱର,୩୦।୧୨: ଆସନ୍ତା ବର୍ଷ ୨୦୨୪ ମସିହାରେ ଚଳିତ ବର୍ଷ ତୁଳନାରେ ଅଧିକ ଗରମ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସୃଷ୍ଟି ହୋଇଥିବା ଏଲ୍‍- ନିନୋ ଆସନ୍ତାବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ।…

ପୁଟିନଙ୍କୁ ବାଇଡେନଙ୍କ ଧମକ: ସୁଧୁରି ଯାଅ ନ ହେଲେ ରୁଷିଆ ସହ ଆମେରିକା କରିବ ଯୁଦ୍ଧ…

ଓ୍ବାଶିଂଟନ/ମସ୍କୋ,୩୦।୧୨ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆକୁ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ୟୁକ୍ରେନ ଯୁଦ୍ଧରେ ସଫଳ ହୁଅନ୍ତି, ତେବେ ଆମେରିକା ଏହି ବିବାଦରେ ସିଧାସଳଖ ଜଡିତ ହେବାର ଆଶଙ୍କା…

ନିର୍ବାଚନ ପୂର୍ବରୁ ନଓ୍ବାଜ ପାସ୍‌-ଇମ୍ରାନ ଫେଲ୍‌: ଭୟ ନା ଯୋଜନାବଦ୍ଧ କୂଟନୀତି, ଏବେ ଅପିଲ ଶେଷ ଆଶା…

ଇସଲାମାବାଦ,୩୦।୧୨ : ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମାଙ୍କନପତ୍ର ଖାରଜ କରାଯାଇଛି। ଇମ୍ରାନ ଖାନ ପାକିସ୍ତାନ ପଞ୍ଜାବର ରାଜଧାନୀ ଲାହୋର ଏବଂ ତାଙ୍କ ଘର ଟାଉନ ମିଆନୱାଲିରୁ ଜାତୀୟ ସଭା ପାଇଁ ନାମାଙ୍କନ ଦାଖଲ…

ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଗେମିଂ ଆପ ଦ୍ୱାରା ଛୋଟ ପିଲାଙ୍କୁ କରୁଛି ଟାର୍ଗେଟ…

ବେଜିଂ,୩୦।୧୨ : ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି। ଏହି କାରଣରୁ ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ତଥାପି କିଛି ଆପ ଅଛି ଯାହା ଭାରତରେ…

ଆଉ ଏବେ ନାହିଁ ଭୟ, କମି ଯିବ ବୟସ, ବୈଜ୍ଞାନିକ ବାହାର କଲେ ଉପାୟ…

ଓ୍ବାଶିଂଟନ,୩୦।୧୨ : ବଢ଼ନ୍ତା ବୟସକୁ ମନ୍ଥର କରିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି । କେହି କେହି ଜିମ ଯାଇ ବ୍ୟାୟାମ କରନ୍ତି, ଆଉ କେତେକ ନେଚରପାଥିର ସାହାଯ୍ୟ ନେଇଥାନ୍ତି । ଲୋକମାନେ ପ୍ଲାଷ୍ଟିକ ସର୍ଜରୀ ଠାରୁ ଆରମ୍ଭ…

ଇମ୍ରାନଙ୍କ ନାମାଙ୍କନ ରଦ୍ଦ

ଇସଲାମାବାଦ,୩୦ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପାକିସ୍ତାନ ନିର୍ବାଚନ ଆୟୋଗ ଏକ ବଡ଼ ଝଟ୍‌କା ଦେଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ, ୨୦୨୪ରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ…

ନୂଆବର୍ଷ ପୂର୍ବରୁ ପୁଣି ଆତଙ୍କ, ପନିର ପାଲଟିଛି ଜହର: ନୂଆ କରୋନା ଭାରିଆଣ୍ଟ ନେଇ ବିଶେଷଜ୍ଞ ଅଜଣା…

ଲଣ୍ଡନ,୩୦।୧୨ : ନୂଆ ବର୍ଷ ପୂର୍ବରୁ ସାରା ବିଶ୍ୱରେ ପୁଣି ଏକ ନୂଆ ଆତଙ୍କ ସୃଷ୍ଟି ହୋଇଛି। ବ୍ରିଟେନରେ ଏକ ଅଜବ ଭାରିଆଣ୍ଟ ଚିହ୍ନଟ ହୋଇଛି, ଯାହା ପନିର ଖାଇବା ଦ୍ୱାରା ବ୍ୟାପିଥାଏ । ଖ୍ରୀଷ୍ଟମାସ ରାତିରେ ଲୋକମାନେ ଏକ ଦୁଗ୍ଧ…

ବରଫ ନଦୀ ଉପରେ ଅବତରଣ କଲା ଯାତ୍ରୀବାହୀ ବିମାନ, ଭିଡିଓ ଭାଇରାଲ…

ମସ୍କୋ,୩୦।୧୨ :ରୁଷିଆର ଏକ ଯାତ୍ରୀବାହୀ ବିମାନ ଦେଶର ପୂର୍ବ ଅଞ୍ଚଳରେ ବିମାନବନ୍ଦର ନିକଟରେ ଥିବା ନଦୀ ଉପରେ ଅବତରଣ କରିଛି। ପ୍ରବଳ ଥଣ୍ଡାରେ ନଦୀ ଜଳ ବରଫ ପାଲଟି ଯାଇଥିଲା। ବିମାନ ଅବତରଣ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଏହା କିପରି…

ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ: ୧୦୦ ମୃତ, ୧୫୮ ଆହତ

ଜେରୁଜେଲମ୍‌,୩୦ା୧୨: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଅକ୍ଟୋବରରୁ ଜାରି ରହିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଥମିବାର ନାଁ ନେଉନି। ଇସ୍ରାଏଲ ଗାଜାରେ ବହୁତ କ୍ଷତି ଘଟାଇ ଚାଲିଛି। ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଗାଜାରେ ପୁଣି ଆକ୍ରମଣ କରିଛି। ଫଳରେ ୧୦୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri