ଅନ୍ତର୍ଜାତୀୟ

ପରେଡ ସମୟରେ ଆଖିବୁଜା ଗୁଳିମାଡ଼…

ସିକାଗୋ,୧୫।୨ : ଆମେରିକାର ମିସୌରୀ, କାନସାସ ସିଟିରେ ଆଖିବୁଜା ଗୁଳମାଡ଼ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଅନୁଯାୟୀ, କାନସାସ ସିଟିରେ ଚିଫ୍ଦର ସୁପର ବାଉଲ ବିଜୟ ପରେ ଅନୁଷ୍ଠିତ…

ଜମ୍ମୁ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୪ା୨: ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସ ଜମ୍ମୁର ମାକୱାଲ ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ସୀମା ସୁରକ୍ଷା ବଳ ପୋଷ୍ଟରେ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନୀ ସେନାର ଏଭଳି ତୁମୁଳ କାଣ୍ଡର ଜବାବ ବିଏସଏଫ…

କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବଙ୍କ ଗୋଟିଏ ପରିବାର ନିଶ୍ଚିହ୍ନ, ଦୁଇ ପିଲାଙ୍କ ସହ ଚାଲିଗଲା ଦମ୍ପତିଙ୍କ ଜୀବନ

ଓ୍ବାଶିଂଟନ,୧୪ା୨: କାଲିଫର୍ନିଆର ସାନ୍‌ ମେଟେଓରେ ଭାରତୀୟ ମୂଳ ପରିବାରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ଏଥିରେ ସ୍ବାମୀ-ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ନିରୀହ ସନ୍ତାନ ରହିଛନ୍ତି। ହତ୍ୟା ନା ଆତ୍ମହତ୍ୟା…

ଯେଉଁ ଜମିକୁ ମନ୍ଦିର ନିର୍ମାଣ ପାଇଁ ଆପଣ ଚିହ୍ନଟ କରିବେ ମୁଁ ତାକୁ ଦେବି: ଆବୁଧାବିରେ କହିଲେ ମୋଦି…

ଆବୁଧାବି,୧୪।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତରେ ଅଛନ୍ତି। ସେଠାରେ ପିଏମ ମୋଦି ରୁପେ କାର୍ଡ ମଧ୍ୟ ଲଞ୍ଚ କରିଛନ୍ତି, ଅର୍ଥାତ ବର୍ତ୍ତମାନ ଭାରତର ରୁପେ କାର୍ଡ ୟୁଏଇରେ ମଧ୍ୟ କାମ କରିବ। ପରବର୍ତ୍ତୀ ସମୟରେ ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ…

ଲାଇଭ୍‌ ମ୍ୟାଚରେ ବିଜୁଳି ମାରିବାରୁ ଜିଅନ୍ତା ଜଳିଗଲେ ଫୁଟବଲ୍‌ର, ଛାତିଥରା ଭିଡିଓ ଭାଇରାଲ

ଓ୍ବେଷ୍ଟ ଜାବା,୧୪।୨: ଇଣ୍ଡୋନେସିଆରେ ଲାଇଭ୍‌ ଫୁଟବଲ୍‌ ମ୍ୟାଚ ସମୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମ୍ୟାଚ ଚାଲୁଥିବାବେଳେ ବିଜୁଳି ମାରିବାରୁ ଜଣେ ଖେଳାଳୀଙ୍କ ପଡିଆରେ ହିଁ ମୃତ୍ୟୁ ହୋଇଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଥାଉ କି,…

Valentine Day: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲେଖୁଛି ଲଭ୍‌ ଲେଟର୍‌

ଓ୍ବାଶିଂଟନ୍‌,୧୪।୨: ଏଆଇ ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିପ୍ଲବ ମଣିଷ ସମାଜରେ ଖୁବ୍‌ ଗଭୀର ପ୍ରଭାବ ପକାଇଛି। ଏହା ମନୁଷ୍ୟର ହିତ ସାଧନ କରୁଛି ସତ ହେଲେ ଆଗକୁ ମଣିଷ ପାଇଁ ବିପଦ ଡାକି ଆଣୁଛି। ଭବିଷ୍ୟତରେ ଏଆଇ ମଣିଷର ସ୍ଥାନ ନେବ…

ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା

କାଲିଫର୍ନିଆ,୧୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ବିତିଗଲାଣି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟରେ ହୋଇଥିବା ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, ରୁଷିଆ ୟୁକ୍ରେନ ଯୁଦ୍ଧରୁ ଆଉ ପଛକୁ ଫେରିପାରିବ…

ବିଦେଶ ମାଟିରେ ବଡ଼ ଘୋଷଣା କଲେ ମୋଦି

ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତରେ ଅଛନ୍ତି। ଏଠାରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ୟୁଏଇରେ UPI ସିଷ୍ଟମ କାର୍ଯ୍ୟକ୍ଷମ ହେବ ଏବଂ ଭାରତରେ ଯେଉଁଭଳି UPI ସେବା ପାଇବେ, ସେହିଭଳି ସୁବିଧା ମଧ୍ୟ ଏଠାରେ ଉପଲବ୍ଧ…

ଗ୍ୟାରେଣ୍ଟି ଦେଲେ ମୋଦି: ମୋର ତୃତୀୟ କାର୍ଯ୍ୟକାଳରେ ଏହି ସ୍ବପ୍ନ ହେବ ପୂରଣ

ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଛନ୍ତି। ସେ ୟୁଏଇ ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ…

ପ୍ରୋଟୋକଲ ଭାଙ୍ଗି ମୋଦିଙ୍କୁ ଆଲିଙ୍ଗନ କଲେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୨: ୟୁଏଇ ପୁଣି ଥରେ ଭାରତ ସହିତ ବନ୍ଧୁତ୍ୱର ଝଲକ ଦେଖାଇଛି। ଆବୁଧାବିରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜୟେଦ ଅଲ ନହ୍ୟାନ ପ୍ରୋଟୋକଲ ଭାଙ୍ଗି ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ପୁଣିଥରେ ଶେହବାଜ ଦେଶର ଶାସନ ମଙ୍ଗ ଧରିପାରନ୍ତି ଶରିଫ୍‌

ଇସ୍‌ଲାମାବାଦ,୧୪।୨:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ପୁଣି ଥରେ ଦେଶର ଶାସନ ମଙ୍ଗ ଧରିପାରନ୍ତି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ସୁପ୍ରିମୋ ତଥା ଶେହବାଜଙ୍କ ବଡ଼ଭାଇ ନଓ୍ବାଜ ଶରିଫ୍‌ ତାଙ୍କୁ ପ୍ରଧାନମନ୍ତ୍ରୀ ମନୋନୀତ କରିଛନ୍ତି। ପିଏମ୍‌ଏଲ୍‌-ଏନ୍‌ ମୁଖପାତ୍ର ମରିୟମ ଔରଙ୍ଗଜେବ ଏନେଇ…

ୟୁଏଇରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର: ଶୁଭିଲା ମୋଦି-ମୋଦି ନାରା

ଆବୁଧାବି,୧୪।୨:ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାର ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜୟେଦ ଅଲ୍‌ ନହ୍ୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେମାନେ ରଣନୀତିକ ସହଭାଗିତାର ସମୀକ୍ଷା କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?