ଅନ୍ତର୍ଜାତୀୟ

ମୋଦିଙ୍କ ପ୍ରେମରେ ପଡିଲେ ପାକିସ୍ତାନୀ ବିଜନେସମ୍ୟାନ

ନୂଆଦିଲ୍ଲୀ/ଇସଲାମାବାଦ,୧୫।୧୨: ପାକିସ୍ତାନର ନେତୃତ୍ୱକୁ ଏହି ଭୟକୁ ଦୂର କରିବାକୁ ପଡ଼ିବ ଯେ ଯଦି ଏହା ଭାରତ ସହିତ ସମ୍ପର୍କକୁ ସୁଦୃଢ କରେ, ତେବେ ଏହା ଏହାର ରାଜନୈତିକ ଭାବମୂର୍ତ୍ତିକୁ ଖରାପ କରିବ। ପାକିସ୍ତାନ-ଆମେରିକୀୟ ମୂଳ ବ୍ୟବସାୟୀ ସାଜିଦ ତାର ଏହା କହିଛନ୍ତି।…

ପୋଲିସ ମୁଖ୍ୟାଳୟ ସାମ୍ନାରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ ମୃତ

ପେଶାଓ୍ବର,୧୫।୧୨: ଉତ୍ତର ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀମାନେ ଏକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ତାଲିବାନର ପୂର୍ବତନ ଗଡ଼ରେ ଏକ ଆଞ୍ଚଳିକ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି କରାଯାଇଥିଲା। ଏଥିରେ ଦୁଇ ଜଣ ପୋଲିସ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।…

ଇରାନ ଯାତ୍ରା କଲେ ପଡ଼ିବନି ଭିଜା

ତେହରାନ/ନୂଆଦିଲ୍ଲୀ,୧୫ା୧୨: ଭାରତ ସମେତ ୩୩ଟି ଦେଶ ପାଇଁ ଭିଜା ଆବଶ୍ୟକତା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି ଇରାନ। ଏହାର ଅର୍ଥ ହେଉଛି ଯେ, ଭାରତୀୟ ନାଗରିକମାନେ ଆଉ ଇରାନ ଯାତ୍ରା କରିବା ପାଇଁ ଭିଜା ଆବଶ୍ୟକ କରିବେ ନାହିଁ। ଇରାନର ସାଂସ୍କୃତିକ…

ପିଲାଙ୍କୁ ହତ୍ୟା କରି ମାଂସ ରାନ୍ଧି ଖାଉଥିଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ…

ଇସଲାମାବାଦ,୧୫।୧୨: ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଜାଫରଗଡରେ ଜଣେ ବ୍ୟକ୍ତିଙ୍କୁ ପିଲାମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସ ଖାଇବା ଅଭିଯୋଗରେ ଗିରଫ କରାଯାଇଛି। ନ୍ୟୁଜ ରିପୋର୍ଟ ଅନୁଯାୟୀ, ମୁଜାଫରଗଡର ସ୍ଥାନୀୟ ପୋଲିସ ସୂଚନା ଦେଇଛି ଯେ, ପାଞ୍ଚ ଦିନ ପୂର୍ବରୁ ମୁଜାଫରଗଡର…

ଥରିଲା ପାକିସ୍ତାନ

ଇସଲାମାବାଦ,୧୫ା୧୨: ଶୁକ୍ରବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା। ନ୍ୟାଶନାଲ ସେସ୍‌ମିକ୍‌ ମନିଟରିଂ ସେଣ୍ଟର (ଏନ୍‌ଏସ୍‌ଏମ୍‌ସି) ଅନୁଯାୟୀ, ଏପର୍ଯ୍ୟନ୍ତ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ। ସକାଳ ପ୍ରାୟ ୯.୧୩ରେ ପାକିସ୍ତାନରେ…

ଇସ୍ରାଏଲ୍‌କୁ ଗାଳି ଦେଉଥିଲେ ତୁର୍କୀ ସାଂସଦ, ହଠାତ୍‌ ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ

ଆଙ୍କରା,୧୫।୧୨: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ କିଛି ମାସ ଧରି ଚାଲିଥିବା ଏହି ଯୁଦ୍ଧ ଏବେ ବିପଜ୍ଜନକ ମୋଡ଼ ନେଇଛି। ଉଭୟ ପକ୍ଷର ଲୋକଙ୍କୁ ହତ୍ୟା କରାଯାଉଛି। ହମାସ ଆକ୍ରମଣରେ ଇସ୍ରାଏଲ ସେନାର ୫ ହଜାରରୁ…

ଆମେରିକା, ୟୁରୋପରେ ସୋରିଷ ତେଲରେ ରାନ୍ଧିବା ନିଷେଧ, ଜାଣନ୍ତୁ କାରଣ…

ରୋଷେଇରେ ତେଲର ଅନେକ ବିକଳ୍ପ ଅଛି। ଯେମିତି କି ସୋରିଷ ତେଲ, ଅଲିଭ୍‌ ତେଲ, ଅଳସୀ ତେଲ, ନଡ଼ିିଆ ତେଲ, ମୁଗଫଳି ତେଲ, ପାମୋଲିନ ତେଲ ଇତ୍ୟାଦି। କିନ୍ତୁ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଲୋକମାନେ ରୋଷେଇ ପାଇଁ ସୋରିଷ…

ବାଇଡେନ୍‌ଙ୍କ ବିରୋଧରେ ମହାଭିଯୋଗ, ତଦନ୍ତକୁ ହାଉସ୍‌ ଅଫ୍‌ ରିପବ୍ଲିକାନ୍‌ର ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଦୀର୍ଘଦିନରୁ ରହିଥିବା ଅସଦାଚରଣ ଅଭିଯୋଗର ଏପର୍ଯ୍ୟନ୍ତ ପ୍ରମାଣ ଦାଖଲ ହୋଇ ନାହିଁ। ରିପ୍ଲିକାନ୍‌ ସଦସ୍ୟମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମହାଭିଯୋଗର ତଦନ୍ତ ପାଇଁ କରିଥିବା ଦାବିକୁ ବୁଧବାର ହାଉସ୍‌…

ଇସାଇ ଧର୍ମର ପ୍ରସାର କରିପାରିବି ନାହିଁ: ରାମସ୍ବାମୀ

ଓ୍ବାଶିଂଟନ,୧୪।୧୨: ଆମେରିକାରରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଆସ୍ଥା ବା ଧର୍ବ ଉପରେ ଗଭୀର ବିଶ୍ୱାସ ଅଛି ଏବଂ ସେ ବୋଧହୁଏ ଖ୍ରୀଷ୍ଟିଆନ ବା ଇସାଇ ଧର୍ମ ପ୍ରଚାର କରିବାରେ ସଠିକ ବ୍ୟକ୍ତି…

‘ଯୁଦ୍ଧ ନ ଜିତିବା ପର୍ଯ୍ୟନ୍ତ ଆମକୁ କେହି ରୋକି ପାରିବେ ନାହିଁ’

ଜେରୁଜେଲମ୍‌,୧୪ା୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ବିଜୟ ହାସଲ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲକୁ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାରେ କେହି ଅଟକାଇ ପାରିବେ ନାହିଁ। ଅନ୍ୟପକ୍ଷରେ ଗାଜାରେ ବର୍ତ୍ତମାନ ସୁଦ୍ଧା ୧୮,୦୦୦ରୁ ଅଧିକ…

ତାଇଓ୍ବାନ ଉପରେ ଆକ୍ରମଣ କରିବା ହେବ ଚାଇନାର ବଡ ଭୁଲ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଖୁବ ଶୀଘ୍ର ଚାଇନା ତାଇୱାନ ଉପରେ ଆକ୍ରମଣ କରିବା ଭଳି କିଛି ବଡ ପଦକ୍ଷେପ ନେଇପାରେ। ମାତ୍ର ଏଭଳି କରିବା ଚାଇନା…

ସୁନକ ରୁହନ୍ତୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାନ୍ତି ୭୦ ପ୍ରତିଶତ ଜନସାଧାରଣ…

ଲଣ୍ଡନ,୧୪।୧୨ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଲୋକପ୍ରିୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ୟୁଗଭଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି। ତାଙ୍କ ସରକାର ଆଣିଥିବା ରୁୱାଣ୍ଡା ନୀତି ଯୋଗୁଁ ଏହା ଘଟିଛି। ସର୍ଭେ ଅନୁଯାୟୀ ୭୦ ପ୍ରତିଶତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri