ଅନ୍ତର୍ଜାତୀୟ

ମୋଦି ବିଶ୍ୱର ସର୍ବଶ୍ରେଷ୍ଠ ନେତା, ମୁଁ ତାଙ୍କର ଫ୍ୟାନ୍‌: USISPF ଅଧ୍ୟକ୍ଷ

ଓ୍ବାଶିଂଟନ,୨୯।୨: ଆମେରିକା-ଭାରତ ଷ୍ଟ୍ରାଟେଜିକ ପାର୍ଟନରସିପ ଫୋରମର ଚେୟାରମ୍ୟାନ ଜନ ଚାମ୍ବର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ବିଶ୍ୱର ଶ୍ରେଷ୍ଠ ନେତା ବୋଲି ବର୍ଣ୍ଣନା କରିଛନ୍ତି। ଚାମ୍ବସ କହିଛନ୍ତି, ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ୭୬ ପ୍ରତିଶତ,…

ପ୍ରଥମ ଭାରତୀୟ ଭାବେ ସୁନୀଲ ଭାରତୀ ମିତ୍ତଲଙ୍କୁ ସମ୍ମାନଜନକ ନାଇଟହୁଡ୍ ମାନ୍ୟତା ପ୍ରଦାନ କଲେ ବ୍ରିଟେନ ରାଜା

ନୂଆଦିଲ୍ଲୀ,୨୮ା୨: ପ୍ରଥମ ଭାରତୀୟ ନାଗରିକ ଭାବେ ଭାରତୀ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ମିଳିଛି ସମ୍ମାନଜନକ ନାଇଟହୁଡ୍ ମାନ୍ୟତା। ଭାରତ-ବ୍ରିଟେନର ବ୍ୟବସାୟିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ପୁରସ୍କାର ପାଇବା…

ମୋଦି ମଡେଲ୍‌ କପି କରୁଛି ପାକିସ୍ତାନ!

ଇସଲାମାବାଦ୍‌,୨୮।୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଇତିହାସ ସୃଷ୍ଟି କରି ମରିୟମ ନୱାଜ ସରିଫ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ପଦ ଗ୍ରହଣ କରିବା ପରେ ସେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ସେ ପଞ୍ଜାବକୁ ବହୁତ ଆଗକୁ ନେବାକୁ ଚାହୁଁଛନ୍ତି। ସେ…

‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ

୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି କାର୍ଡ…

ଅଯୋଧ୍ୟା, ଆବୁଧାବି ପରେ ପାକିସ୍ତାନରେ ମଧ୍ୟ ନିର୍ମାଣ ହେଉଛି ରାମ ମନ୍ଦିର, ଭିଡିଓ ଭାଇରାଲ

ଇସଲାମାବାଦ,୨୮।୨: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ କରିଛନ୍ତି। ଏହାର କିଛି ଦିନ ପରେ ୟୁଏଇର ଆବୁଧାବିରେ ଏକ ବିରାଟ ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଥିଲା। ତାହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିଥିଲେ।…

ମାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବ୍ରିଜ୍‌ରୁ ଖସିଲା ବସ୍‌, ୩୧ ମୃତ

ବମାକୋ,୨୮।୨: ଆଫ୍ରିକୀୟ ଦେଶ ମାଲିରେ ବଡ଼ ଦୁର୍ଘଟଣା ଘଟିଛି। ଏକ ବସ୍‌ ବ୍ରିଜରୁ ଖସି ପଡିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର କେନିବା ଅଞ୍ଚଳରେ ଏହି ଘଟଣା ଘଟିଛି।…

ଯୁଦ୍ଧକୁ ସମାଲୋଚନା କରିବାରୁ ରୁଷିଆ ମାନବାଧିକାର କର୍ମୀଙ୍କୁ ଜେଲ

ମସ୍କୋ,୨୮।୨: ୟୁକ୍ରେନ୍‌ ବିରୋଧରେ ଯୁଦ୍ଧକୁ ସମାଲୋଚନା କରିଥିବା ଜଣେ ବର୍ଷୀୟାନ ମାନବାଧିକାର ସପକ୍ଷବାଦୀଙ୍କୁ ମସ୍କୋର ଏକ ଅଦାଲତ ୩୦ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୭୦ ବର୍ଷୀୟ ଓଲେଗ ଓର୍ଲୋଭ ତାଙ୍କ ଲେଖା ମାଧ୍ୟମରେ ରୁଷୀୟ ସେନାକୁ ବାରମ୍ବାର ବଦନାମ କରିବା…

କୋଟିଏ ଟଙ୍କାର ଚାକିରି ଛାଡି ଆବୁଧାବି ମନ୍ଦିରରେ ସେବା ଆରମ୍ଭ କଲେ ଏହି ଭାରତୀୟ ବ୍ୟାଙ୍କର, ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ଉଦ୍‌ଘାଟନ

ଆବୁଧାବି,୨୭।୨: ୟୁଏଇର ଆବୁଧାବିରେ ନିର୍ମିତ ଭବ୍ୟ ମନ୍ଦିରରେ ବିଶାଳ ପଟେଲ ମଧ୍ୟ ସହଯୋଗ କରୁଛନ୍ତି। ଦୁବାଇରେ ଏକ ନିବେଶ ବ୍ୟାଙ୍କର ଭାବରେ ଉଚ୍ଚ ବେତନ ଅର୍ଜନ କରୁଥିବା ବିଶାଳ ପଟେଲ ବିଏପିଏସ୍‌ ହିନ୍ଦୁ ମନ୍ଦିର ନିର୍ମାଣରେ ସାହାଯ୍ୟ କରିବା ପାଇଁ ଚାକିରି…

ଆଉ ୭ ଦିନ ମଧ୍ୟରେ ବନ୍ଦ ହୋଇଯିବ ଯୁଦ୍ଧ: ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ,୨୭।୨: ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭, ୨୦୨୩ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହା ପରେ, ଇସ୍ରାଏଲ ଦୃଢ…

ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ ସେମାନେ ସେଠାରେ ରୁଷୀୟ ସେନା ପାଇଁ ଯୁଦ୍ଧ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ…

ଶଟ୍‌ଡାଉନ୍‌କୁ ନେଇ ଆମେରିକା କଂଗ୍ରେସରେ ଝଡ଼

ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍‌ଡାଉନ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସୋମବାର ଆମେରିକା କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ୟୁକ୍ରେନ୍‌,…

ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଜେରୁଜେଲମ୍‌,୨୭।୨: ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହଙ୍କ ସରକାର ସୋମବାର ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ ଆମେରିକା ସମର୍ଥିତ ସଂସ୍କାର ପାଇଁ ବାଟ ଫିଟିପାରିବ ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ଇସ୍ତଫାକୁ ଗ୍ରହଣ କରାଯିବ କି ନାହିଁ ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri