ଅନ୍ତର୍ଜାତୀୟ

ରୁଷିଆରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ମସ୍କୋ,୧୯ା୭: ରୁଷିଆରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି। ଦିଲ୍ଲୀରୁ ସାନ୍‌ ଫ୍ରାନ୍‌ସିସ୍କୋ ଯାଉଥିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷିଆର କ୍ରାସ୍ନୋୟାର୍ସ୍କ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଆଇ-୧୮୩ ବିମାନ ଅବତରଣ କରିଥିଲା। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଏୟାର…

ଭଗବାନ ମୋ ସହ ଅଛନ୍ତି….ଆକ୍ରମଣ ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ଏକ ଜବରଦସ୍ତ ବିଜୟ ହାସଲ କରିବେ ବୋଲି…

ଆମେରିକା ରାଷ୍ଟ୍ରପତିଙ୍କ ଶତ୍ରୁ ସାଜିଲେ ବନ୍ଧୁ ଓବାମା

ଓ୍ବାଶିଂଟନ୍‌,୧୯।୭: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ବଢୁଛି। ୱାଶିଂଟନ ପୋଷ୍ଟ ଅନୁଯାୟୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ବାଇଡେନଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି। ଓବାମା ତାଙ୍କ ସହାୟକମାନଙ୍କୁ କହିଛନ୍ତି, ବାଇଡେନ ନିଜେ…

ଚିଲିରେ ବଡ଼ ଧରଣର ଭୂକମ୍ପ: ଲୋକେ ଆତଙ୍କିତ

ସାଣ୍ଟିଆଗୋ,୧୯।୭: ଚିଲିରେ ଶୁକ୍ରବାର ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ରେ ମାପ କରାଯାଇଥିଲା। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଏହି ସୂଚନା ଦେଇଛି। ୟୁଏସ୍‌ଜିସ୍‌ କହିଛି, ଚିଲିର ଆଣ୍ଟୋଫାଗାସ୍ତାଠାରେ ଏହି ଭୂକମ୍ପ କମ୍ପନ ଅନୁଭୂତ…

ସଂରକ୍ଷଣ ବିରୋଧୀ ହିଂସା: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଢାକା,୧୮ା୭: ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ବେରୋଜଗାର ବଢ଼ି ଚାଲିଛି। ପ୍ରାୟ ୩ କୋଟି ୨୦ ଲକ୍ଷ ଯୁବତୀଯୁବକ ନିଯୁକ୍ତି ନ ପାଇ ବେକାର ବୁଲୁଛନ୍ତି। ଏଭଳି ସମୟରେ ସରକାରୀ ନିଯୁକ୍ତିରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ୩୦ ପ୍ରତିଶତ ସଂରକ୍ଷଣ…

ଦିନେ ଥିଲେ ପ୍ରଧାନମନ୍ତ୍ରୀଙ୍କ ଚାକର, ଏବେ ୨୮୪ କୋଟି ଟଙ୍କାର ମାଲିକ

ଢାକା,୧୮।୭:ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ କାମ କରୁଥିବା ଜଣେ ଚାକର କୋଟିପତି ହୋଇଯାଇଛନ୍ତି। ସେ ବ୍ୟକ୍ତିଗତ ବିମାନରେ ଯାତ୍ରା କରୁଛନ୍ତି ଏବଂ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ଶେଖ ହସିନା ଏହା ଜାଣି ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ସାଧାରଣ…

ଘରୁ ବାହାରନ୍ତୁ ନାହିଁ: ଆଡଭାଇଜରି ଜାରି କଲେ ସରକାର

ନୂଆଦିଲ୍ଲୀ/ଢାକା,୧୮।୭: ବାଂଲାଦେଶରେ ସଂରକ୍ଷଣର ଦାବିକୁ ନେଇ ଉତ୍ତେଜନା କାରଣରୁ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରହିଛି। ଦେଶର ଅଧିକାଂଶ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟର…

ଏହି ଦେଶରେ ଅଟା କିଲୋ ୮୦୦, ତେଲ ଲିଟର ୯୦୦ ଟଙ୍କା

ଇସଲାମାବାଦ୍‌,୧୮।୭: ଆଜିକାଲି ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛି। ଚାଇନାର ଋଣ ଅଧୀନରେ ଦେଶର ଅର୍ଥନୀତି ପୋତି ହୋଇଯାଉଛି। ଏକ ଜାମିନ ପ୍ୟାକେଜ ପାଇଁ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)କୁ ଅନୁରୋଧ କରିବାକୁ ପଡିବ। ତେବେ ଆଇଏମଏଫର ସର୍ତ୍ତ ଏତେ…

କମଲା ହାରିସ୍‌ ହୋଇପାରନ୍ତି ରାଷ୍ଟ୍ରପତି

ଓ୍ବାଶିଂଟନ,୧୮ା୭: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ବାଇଡେନ୍‌ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ପଦରୁ ଓହରିବା ନେଇ ଚାପ ବଢ଼ିବାରେ ଲାଗିଥିବାବେଳେ ତାଙ୍କର ଏହି ମନ୍ତବ୍ୟ…

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ପୁଣି କରୋନା

ଓ୍ବାଶିଂଟନ୍‌,୧୮।୭: କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାଇଡେନଙ୍କଠାରେ କୋଭିଡ-୧୯ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ…

ସଂରକ୍ଷଣ ବିରୋଧରେ ଆଜି ବାଂଲାଦେଶ ବନ୍ଦ

ଢାକା,୧୮।୭: ବାଂଲାଦେଶର ସରକାରୀ ନିଯୁକ୍ତିରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି। ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଆଣିବା ଦାବିରେ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ମଙ୍ଗଳବାର ବିକ୍ଷୋଭକାରୀଙ୍କ ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ…

ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ

ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri