ଚାଇନା-ପାକିସ୍ତାନର ଉଡିଲା ନିଦ, ହାତ ମିଳାଇଲେ ଭାରତ-ଇରାନ!
ନୂଆଦିଲ୍ଲୀ,୧୩।୫: ବ୍ୟସ୍ତବହୁଳ ନିର୍ବାଚନ ଋତୁରେ ଭାରତ ଇରାନ ସହ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦରର ପରିଚାଳନା ଉପରେ ଭାରତ ଦୃଷ୍ଟି ଦେବ। ଏହି ଚୁକ୍ତିନାମା ଭାରତ ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ…
୧ ସେକେଣ୍ଡରେ ୫ ଏଚ୍ଡି ଫିଲ୍ମ ଡାଉନ୍ଲୋଡ! ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ଆଣିଲା ଏହି ଦେଶ
ଟୋକିଓ,୧୩।୫: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି। ଏହି ଡିଭାଇସ ବିଷୟରେ…
ଘୁଷୁରି କିଡନୀ ଲଗାଇଥିବା ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ
ମାସାଚ୍ୟୁଏଟ୍ସ,୧୩।୫: ଘୁଷୁରିର ଜେନେଟିକାଲି ଏଡିଟେଡ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ରିକ ସ୍ଲେମ୍ୟାନଙ୍କର ଅପରେଶନ ହେବାର ପ୍ରାୟ ୨ ମାସ ମଧ୍ୟରେ ମୃତ୍ୟୁ ହୋଇଛି। ଗତ ବର୍ଷ ଶେଷ ପର୍ଯ୍ୟାୟ, କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ୬୨…
ଭାରତ ସୈନିକ ଫେରିବା ପରେ ବିମାନ ଉଡ଼ାଇପାରୁ ନାହାନ୍ତି ଆମ ପାଇଲଟ, ସ୍ୱୀକାର କଲେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୧୩।୫: ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍ ଅଭାବ ରହିଛି। ଯାହାକି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ଵୀପ ଦେଶ ଛାଡିବାର କିଛି ଦିନ…
ଶକ୍ତିଶାଳୀ ଭୂକମ୍ପରେ ଥରିଲା ମେକ୍ସିକୋ
ମେକ୍ସିକୋ ସିଟି,୧୨।୫: ମେକ୍ସିକୋ-ଗ୍ବାଟେମାଲା ସୀମାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ଥିବା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ମେକ୍ସିକୋର…
ଇନକମ ଟ୍ୟାକ୍ସ ରିଟର୍ନ ନ ଦେଉଥିବା ୩୫୦୦ ଲୋକଙ୍କ ସିମ ବ୍ଲକ, ପ୍ରତି ରିଚାର୍ଜ ପାଇଁ ଲାଗିବ ୯୦ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ
ଇସଲାମାବାଦ,୧୨।୫: ପାକିସ୍ତାନ ଟେଲିକମ ଅପରେଟରମାନେ ଶନିବାର ୫୦୦୦ କାର୍ଡ ମଧ୍ୟରୁ ୩୫୦୦ରୁ ଅଧିକ ଅଣ-ଫିଲର (ବ୍ୟକ୍ତିବିଶେଷ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ନାହିଁ) ଙ୍କର ମୋବାଇଲ ଫୋନ ସିମ ଅବରୋଧ ବା ବ୍ଲକ କରିଛନ୍ତି। ଟେଲିକମ ଅପରେଟରମାନେ ଫେଡେରାଲ ରେଭିନ୍ୟୁ…
ରେକର୍ଡ କଲେ ନେପାଳ ପର୍ବତାରୋହୀ, ଏଭ୍ରେଷ୍ଟ ଚଢ଼ିଲେଣି ଏତିକି ଥର…
କାଠମାଣ୍ଡୁ,୧୨ା୫: ନେପାଳର ‘ଏଭରେଷ୍ଟ ମ୍ୟାନ୍’ ଭାବରେ ଜଣାଶୁଣା କାମି ରୀତା ଶେର୍ପା ରବିବାର ୨୯ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢ଼ି ନିଜର ରେକର୍ଡ ଭାଙ୍ଗିଛନ୍ତି। ୫୪ ବର୍ଷୀୟ ଶେର୍ପା ପର୍ବତାରୋହୀ ତଥା ଗାଇଡ୍ ଗତ…
ପାକିସ୍ତାନ ଅଧିକୃତ କଶ୍ମୀରରେ ବିକ୍ଷୋଭକାରୀଙ୍କୁ ପୋଲିସର ଗୁଳି: ୨ ମୃତ
ଇସ୍ଲାମାବାଦ,୧୧ା୫: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଟିକସ ବୃଦ୍ଧି, ବିଦ୍ୟୁତ୍ ଅଭାବ ଏବଂ ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଜୋର୍ଦାର ହୋଇଛି। ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ଓ ଅର୍ଦ୍ଧସାମରିକ ବଳ ଏକେ-୪୭ରୁ ଗୁଳି ଚଳାଉଥିବା ଜଣାପଡ଼ିଛିି। ପିଓକେରେ ସୁରକ୍ଷା…
ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୩୦୦ ରୁ ଅଧିକ ମୃତ, ହଜାର ହଜାର ଘର ନଷ୍ଟ
ନୂଆଦିଲ୍ଲୀ,୧୧ା୫: ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ନଷ୍ଟ ହୋଇଥିବା ମିଳିତ ଜାତିସଂଘ ଫୁଡ୍ ଏଜେନ୍ସି ଶନିବାର କହିଛି। ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା ଅନେକ…
ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ଜାତିସଂଘରେ ସ୍ୱର ଉଠାଇଲେ ଓଡ଼ିଆ ଝିଅ
ନୂଆଦିଲ୍ଲୀ,୧୧।୫: ଦେଶରେ ଏବେ ମଧ୍ୟ କେତେକ ଅଞ୍ଚଳରେ ମହିଳାମାନଙ୍କ ମାସିକ ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲୋକମାନେ ପଛଘୁଞ୍ଚା ଦେଉଥିଲା ବେଳେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ”ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି” ପାଇଁ ସ୍ୱର…
୨୦ ବର୍ଷ ପରେ ପୃଥିବୀ ସହ ମାଡ ହେବ ଭୟଙ୍କର ସୌର ଝଡ଼, ଅନେକ ଦେଶ ହୋଇଯିବ ଅନ୍ଧାର
କଲରାଡୋ,୧୧।୫: ୨୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଶୁକ୍ରବାର ପୃଥିବୀରେ ମାଡ ହେବାକୁ ଯାଉଛି। ଆମେରିକାର ବୈଜ୍ଞାନିକ ଏଜେନ୍ସି ନ୍ୟାସନାଲ ଓସେନିକ ଏବଂ ଆଟମୋସଫେରିକ ଆଡମିନିଷ୍ଟ୍ରେସନ (NOAA) ସୌର ଝଡ଼ ସମ୍ପର୍କରେ ଚେତାବନୀ ଦେଇଛି। ଏହା…
ରାଜନୀତିରୁ ଦୂରେଇ ରହିବେ ଟ୍ରମ୍ଫଙ୍କ ସାନ ପୁଅ
ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନପୁଅ ବାରୁନ ବର୍ତ୍ତମାନ ରାଜନୀତିରୁ ଦୂରେଇ ରହିବେ। ନିକଟରେ ଖବର ଆସିଥିଲା ଯେ ସେ ଟ୍ରମ୍ପ ପରିବାରର ନୂତନ ସଦସ୍ୟ ହୋଇପାରନ୍ତି, ଯିଏ ରାଜନୀତିରେ ପ୍ରବେଶ କରିବେ। ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା…
Archives


