ସଠିକ୍ ସମୟରେ ମିଳିବ ଆକ୍ରମଣର ଜବାବ, ଇରାନ ଆକ୍ରମଣ ପରେ ଇସ୍ରାଏଲ ମନ୍ତ୍ରୀଙ୍କ ପ୍ରତିଜ୍ଞା
ମୁମ୍ବାଇ,୧୫ା୪: ଇସ୍ରାଏଲର ମନ୍ତ୍ରୀ ବେନି ଗାଣ୍ଟଜ ରବିବାର ଶପଥ ନେଇଛନ୍ତି ଯେ ସମୟ ଆସିଲେ ଇରାନ କରିଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ଦେବ। ଇରାନ ଆକ୍ରମଣ ଉପରେ ଦେଶର ପ୍ରତିକ୍ରିୟା ବିଷୟରେ ଆଲୋଚନା କରିବା ପାଇଁ ଇସ୍ରାଏଲ ଯୁଦ୍ଧ…
ଘନେଇଲା ଯୁଦ୍ଧ ସଙ୍କଟ:ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍
ତେଲ୍ ଆଭିଭ୍/ତେହରାନ୍/ଓ୍ବାଶିଂଟନ୍,୧୪ା୪:୨୦୨୨ ଫେବୃଆରୀ ୨୪ରୁ ରୁଷିଆ-ୟୁକ୍ରେନ୍ ଏବଂ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲାଗି ରହିଥିବାବେଳେ ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇବା ଭଳି ଆଉ ଏକ ବଡ଼ ସଂଘର୍ଷର ସୂତ୍ରପାତ ହୋଇଛି। ଡାମସ୍କସ୍ରେ ଥିବା ନିଜ ଦୂତାବାସ ଉପରେ ଇସ୍ରାଏଲୀ…
ମାଳଦ୍ୱୀପ ଛାଡ଼ିଲେ ଦ୍ୱିତୀୟ ବ୍ୟାଚ୍ ଭାରତୀୟ ସୈନ୍ୟ
ମାଲେ,୧୪ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ଦାବି କ୍ରମେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କର ଦ୍ୱିତୀୟ ବ୍ୟାଚ୍ ରବିବାର ଉକ୍ତ ଦ୍ୱୀପଦେଶ ଛାଡ଼ିଛନ୍ତି। ମାଳଦ୍ୱୀପ ଜନସାଧାରଣଙ୍କ ସେବାରେ ନିୟୋଜନ ପାଇଁ ଭାରତ ଦେଇଥିବା ହେଲିକପ୍ଟରକୁ ଏହି ସୈନ୍ୟମାନେ ପରିଚାଳନା କରୁଥିଲେ। ମାଲେରେ ଥିବା…
ରୁଷିଆରେ ବନ୍ୟା, ସୁରକ୍ଷିତ ସ୍ଥାନକୁ ଲୋକେ ସ୍ଥାନାନ୍ତର
ମସ୍କୋ,୧୪।୪: ରୁଷିର କୁର୍ଗାନ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ପରିସ୍ଥିତି ବିଗିଡିବା ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ବାହାରକୁ ଆସିବାକୁ ରାଜ୍ୟପାଳ ଲୋକମାନଙ୍କୁ ନିବେଦନ କରିଛନ୍ତି। ରାଜ୍ୟପାଳ ଭାଡିମ ଶୁମକୋଭ ଟେଲିଗ୍ରାମରେ ଲେଖିଛନ୍ତି ଯେ ଟୋବୋଲ…
ଉପହାର ସ୍ବରୂପ ନେପାଳକୁ ଭାରତ ଦେଲା ୩୫ ଆମ୍ବୁଲାନ୍ସ, ୬୬ ସ୍କୁଲ ବସ
କାଠମାଣ୍ଡୁ,୧୪।୪: କାଠମାଣ୍ଡୁରେ ଥିବା ଭାରତର ଦୂତାବାସ ନେପାଳର ବିଭିନ୍ନ ଜିଲାରେ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନକୁ ୩୫ ଟି ଆମ୍ବୁଲାନ୍ସ ଏବଂ ୬୬ ଟି ସ୍କୁଲ ବସ ଉପହାର ଦେଇଛନ୍ତି। ନେପାଳରେ ଭାରତର ରାଷ୍ଟ୍ରଦୂତ ନବୀନ…
ଅପସରା ଅବତାରରେ ନଜର ଆସିଲେ କାମ୍ବୋଡିଆରେ ଥିବା ଭାରତର ରାଷ୍ଟ୍ରଦୂତ ଦେବଯାନି
କାମ୍ବୋଡିଆ,୧୪।୪: କାମ୍ବୋଡିଆରେ ଭାରତର ରାଷ୍ଟ୍ରଦୂତ ଥିବା ଦେବଯାନି ଖୋବ୍ରାଗଡେ ତାଙ୍କ ନୂଆ ଲୁକ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଡିଆରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେବଯାନିଙ୍କ ଫଟୋ ଶେୟାର କରିଛି। ଏହି ଫଟୋଗୁଡ଼ିକରେ ସେ ପାରମ୍ପାରିକ…
ଗରିବ ପିଲାଙ୍କ ସ୍ବପ୍ନ ପୂରଣ କରିବେ ସୁପର ୩୦ର ଆନନ୍ଦ କୁମାର
ସିକାଗୋ,୧୪।୪: ୨୦୧୯ରେ ଏକ ବଲିଉଡ ଫିଲ୍ମ ସୁପର ୩୦ ରିଲିଜ ହୋଇଥିଲା, ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଆନନ୍ଦ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ମୁଭିର ଖୁବ ପ୍ରଶଂସା କରାଯାଇଥିଲା, କିନ୍ତୁ ତା’ଠାରୁ ଅଧିକ ସମସ୍ତେ ଜାଣିବାକୁ…
ବିଶ୍ୱ ଆଉ ଏକ ଯୁଦ୍ଧ କରିପାରିବ ନାହିଁ ବରଦାସ୍ତ:ଜାତିସଂଘ ମହାସଚିବ
ନ୍ୟୁୟର୍କ,୧୪।୪: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଇରାନର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଲାଗି ରହିଥିବା ଉତ୍ତେଜନାକୁ ଗୁରୁତର ଭାବେ ନିନ୍ଦା କରିଛନ୍ତି। ଏହାସହ ସେ ଚେତାବନୀ ଦେଇଛନ୍ତି, ଏହି ଅଞ୍ଚଳ କିମ୍ବା ବିଶ୍ୱ ଆଉ ଏକ ଯୁଦ୍ଧ ବରଦାସ୍ତ କରିପାରିବ…
ଘରେ ଉତ୍ସବ ଚାଲିଥିବା ବେଳେ ଭୂସ୍ଖଳନ: ୧୪ ମୃତ, ୩ ନିଖୋଜ
ଜାକର୍ତ୍ତା,୧୪ା୪: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରେ ଏକ ଉତ୍ସବ ଚାଲିଥିବା ସମୟରେ ଭୂସ୍ଖଳନ ହୋଇଥିଲା। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ରାତିରେ…
ଅଣ୍ଡର ଓ୍ବାର୍ଲଡ ଡନ ଅମିର ସରଫରାଜଙ୍କୁ ଗୁଳି କରି ହତ୍ୟା, ଜେଲରେ ସରବଜିତଙ୍କୁ କହିଥିଲେ ନିହତ
ଲାହୋର,୧୪।୪: ଲାହୋରରେ ଅଣ୍ଡରୱାର୍ଲଡ ଡନ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁହାଯାଉଛି ଯେ ଅଜଣା ଆକ୍ରମଣକାରୀମାନେ ସରଫରାଜଙ୍କୁ ଗୋଟିଏ ପରେ ଗୋଟିଏ କିଛି ରାଉଣ୍ଡ ଗୁଳି ଚଳାଇଥିଲେ, ଯେଉଁ କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି…
୯୯% ଆକ୍ରମଣ ଫେଲ୍, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ
ଜେରୁଜେଲମ,୧୪।୪: ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ। ରାତି ସାରା ଇସ୍ରାଏଲ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଗୋଟିଏ ପଟେ ଇରାନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଆକ୍ରମଣ କରିଥିବା କହୁଥିବା ବେଳେ ଇସ୍ରାଏଲ ସେନା…
ଆମେରିକାକୁ ଚେତାବନୀ ଦେଲା ଇରାନ
ତେହରାନ,୧୪।୪: ଏପ୍ରିଲ ୧୩ ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏହି ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ରାଗ ବଢିଛି। ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସହିତ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା…
Archives


