ଅନ୍ତର୍ଜାତୀୟ

ଆମେରିକାରେ ସତର୍କ ରୁହନ୍ତୁ ଭାରତୀୟ

ନ୍ୟୁୟର୍କ,୨୩ା୩: ଆମେରିକାରେ ବସବାସ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ଲଗାତର ଆକ୍ରମଣ ହେଉଥିବାରୁ ସେମାନଙ୍କୁ ସତର୍କ ରହିବା ପାଇଁ ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୂୟୀ ପରାମର୍ଶ ଦେଇଛନ୍ତି। ଆମେରିକାରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସେମାନେ ସ୍ଥାନୀୟ ଆଇନକୁ…

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ଥିମ୍ପୁ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଦି ଡ୍ରକ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ପ୍ରଧାନମନ୍ତ୍ରୀ…

ବ୍ରିଟିଶ ରାଜକୁମାରୀ କେଟ ମିଡଲଟନଙ୍କ ମେଡିକାଲ ରିପୋର୍ଟ ଲିକକୁ ନେଇ ହଙ୍ଗାମା

ଲଣ୍ଡନ,୨୨।୩: ବ୍ରିଟେନରେ ନାଗରିକଙ୍କ ଗୋପନୀୟତା ରକ୍ଷା ପାଇଁ ସୂଚନା କମିଶନର୍‌ ଅଫିସ (ଆଇସିଓ) ବ୍ରିଟିଶ ରାଜ ପରିବାରର ବୋହୂ କେଟ ମିଡଲେଟନଙ୍କ ମେଡିକାଲ ରେକର୍ଡ ଲିକ ହୋଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ବ୍ରିଟେନରେ ଏକ ପୁରୁଣା ଅନୁସନ୍ଧାନ…

ପ୍ରତିରକ୍ଷା ମନ୍ତ୍ରୀରୁ ହେବେ ରାଷ୍ଟ୍ରପତି

ଜାକର୍ତ୍ତା,୨୨।୩: ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରାବୋଓ୍ବୋ ସୁବିଅନ୍ତୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି। ତାଙ୍କୁ ୫୮.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଜାକର୍ତ୍ତାର ପୂର୍ବତନ ଗଭର୍ନର ଆନିସ୍‌ ବାସ୍ବେଡାନଙ୍କୁ ୨୪.୯ ଏବଂ କେନ୍ଦ୍ରୀୟ ଜାଭାର ପୂର୍ବତନ ଗଭର୍ନର ଗଞ୍ଜର ପ୍ରାନୋଓ୍ବୋଙ୍କୁ…

ମୋଦିଙ୍କୁ ସ୍ବାଗତ କରି ଭୁଟାନବାସୀ କହିଲେ ଆମେ ଭାଗ୍ୟବାନ, ଭାରତ ଆମର ବନ୍ଧୁ

ଥିମ୍ପୁ,୨୨।୩: ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଭୁଟାନର ରାଜଧାନୀ ଥିମ୍ଫୁକୁ ଯାଇ କିଛି ଘଣ୍ଟା ପରେ ଭୁଟାନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତକୁ ନେଇ ସେଠାକାର ଲୋକମାନେ ବହୁତ…

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୨।୩: ଶୁକ୍ରବାର ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (BKMG) କହିଛି ଯେ ରକ୍ଟର ସ୍କେଲରେ ଏହା ୬.୧ ମାପ ବିଶିଷ୍ଟ ଏକ ଭୂକମ୍ପ ଉପକୂଳଠାରୁ ୧୦ କିଲୋମିଟର (୬.୨୧ମାଇଲ) ଗଭୀରତାରେ…

ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୧୨ ଆହତ

କାବୁଲ,୨୧ା୩: ଗୁରୁବାର ଆଫଗାନିସ୍ତାନର କାନ୍ଦାହାର ସହରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜଣେ ପ୍ରାଦେଶିକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶକୁ ଶାସନ କରୁଥିବା ତାଲିବାନ ଅଧିକାରୀଙ୍କ ଗଡ଼ ଭାବରେ…

ପୁଣି ତାଇଓ୍ବାନକୁ ନାଲିଆଖି ଦେଖାଇଲା ଚାଇନା

ବେଜିଂ,୨୧।୩: ଚାଇନା ଏବଂ ତାଇୱାନ ମଧ୍ୟରେ ନିରନ୍ତର ଉତ୍ତେଜନା ଜାରି ରହିଛି। ଗୁରୁବାର ସକାଳେ ଚାଇନା ସେନା ତାଇୱାନ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ ଦେଇଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର…

ଚାଇନାର ପୋଲ୍‌ ଖୋଲିଦେଲା ଆମେରିକା

ଓ୍ବାଶିଂଟନ୍‌,୨୧।୩: ଆମେରିକା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ ଖଣ୍ଡନ କରିଛି। ଆମେରିକା କହିଛି ଯେ, ଅରୁଣାଚଳ ପ୍ରଦେଶ ଚାଇନାର ନୁହେଁ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଚାଇନାର ସୈନ୍ୟ ବାରମ୍ବାର ଅରୁଣାଚଳ ପ୍ରଦେଶକୁ ‘ଚାଇନା ଅଞ୍ଚଳର ଏକ ଅନ୍ତନିର୍ହିତ…

ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ପୁଟିନ, ଜେଲେନସ୍କି, ଶାନ୍ତି ପ୍ରତିଷ୍ଠା କରିବ ଭାରତ

ଭୁବନେଶ୍ୱର,୨୦।୩: ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ଦୁଇ ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ ପୁଟିନଙ୍କ ରାଷ୍ଟ୍ରପତି ଭାବରେ…

ଜେଲେନ୍‌ସ୍କିଙ୍କୁ ଫୋନ୍‌ କଲେ ମୋଦି

ନୂଆଦିଲ୍ଲୀ,୨୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ଶାନ୍ତି ପ୍ରୟାସକୁ ରୁଷିଆ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି। ଫୋନ୍‌ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ…

ଭାରତ-ଚାଇନା ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ: ଆସିଲା ରିପୋର୍ଟ

ନୂଆଦିଲ୍ଲୀ/ବେଜିଂ,୨୦।୩: ଗ୍ଲୋବାଲ ଫାୟାର ପାୱାର ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏଥିରେ ୧୪୫ଟି ଦେଶକୁ ୬୦ଟି ପ୍ରମୁଖ ତଥ୍ୟ ଆଧାରରେ ତୁଳନା କରାଯାଇଛି ବୋଲି ଦାବି କରାଯାଇଛି। ଏହି ଆଧାରରେ ୧୪୫ ଦେଶର ସାମରିକ ଶକ୍ତି ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri