ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୪ା୮: ଇରାନର ରାଜଧାନୀ ତେହରାନରେ ଜୁଲାଇ ୩୧ରେ ହମାସ ନେତା ଇସ୍ମାଇଲ ହନିୟେଙ୍କ ହତ୍ୟା ପରେ ହମାସ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଉପରେ ବିଶ୍ୱ ସ୍ତରରେ ଗ୍ରହଣ କରାଯାଇଥିବା ଡବଲ ଚେହେରା ଉପରେ…
ଇସ୍ରାଏଲକୁ ଭାରତ ଅସ୍ତ୍ରଶସ୍ତ୍ର ନ ଯୋଗାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିବେଦନ, ଚିଠିରେ ଲେଖା ଅଛି…
ଜେରୁଜେଲମ୍/ନୂଆଦିଲ୍ଲୀ,୪ା୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ଉଭୟ ପରସ୍ପର ଉପରେ ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ଏହି ସମୟରେ ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ହମାସକୁ ଧ୍ୱଂସ କରିବା ପରେ ହିଁ ତାକୁ ଶାନ୍ତି…
ଇରାନ ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗାଳି ଦେଲେ ବାଇଡେନ
ନୂଆଦିଲ୍ଲୀ,୪ା୮: ଇରାନ ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଛାଇ ରହିଛି। ହାନିଆଙ୍କ ମୃତ୍ୟୁ ପାଇଁ ଉଭୟ ହାମାସ ଏବଂ ଇରାନ ଇସ୍ରାଏଲକୁ ଦାୟୀ କରିଛନ୍ତି। ତେବେ ଏହି ଆକ୍ରମଣ…
ଏୟାରଷ୍ଟ୍ରାଇକ୍ରେ କମାଣ୍ଡରଙ୍କ ସମେତ ୯ ମୃତ
ରାମାଲ୍ଲା/କାଇରୋ,୪ା୮: ଓ୍ବେଷ୍ଟ ବ୍ୟାଙ୍କରେ ଶନିବାର ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ରେ ହମାସ୍ କମାଣ୍ଡରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇସ୍ଲାମିକ ଜିହାଦ ଯୋଦ୍ଧା ରହିଛନ୍ତି। ସେହିପରି ଅନ୍ୟ ଏକ ଆକ୍ରମଣରେ ୪ ଜଣ ବନ୍ଧୁକଧାରୀ ନିହତ ହୋଇଥିବା ଇସ୍ରାଏଲ୍ ସେନା…
ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା
ନୂଆଦିଲ୍ଲୀ, ୪।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ନାମକ ଏକ…
ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ, ଆମେରିକା ପଠାଇଲା ଯୁଦ୍ଧଜାହାଜ
ଓ୍ବାଶିଂଟନ,୪ା୮: ଇସ୍ରାଏଲ୍ ଆକ୍ରମଣରେ ଗାଜାର ଶାସକ ହମାସ୍ ମୁଖ୍ୟ ଇସ୍ମାଇଲ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି। ଇରାନ ଏବଂ ଏହାର ସହଯୋଗୀ ହମାସ୍ ଓ ହେଜବୋଲ୍ଲା ପକ୍ଷରୁ ଯୁଦ୍ଧ ଧମକ ଦିଆଯାଇଛି। ଇସ୍ରାଏଲ୍ ଏବଂ ଇରାନ ଯୁଦ୍ଧର ନିକଟତର…
ବଡ଼ ଯୁଦ୍ଧ ଆଶଙ୍କା, ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକା
ୱାଶିଂଟନ,୦୩।୦୮: ପଶ୍ଚିମ ଏସିଆରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଆମେରିକା ମଧ୍ୟ ଉକ୍ତ ଅଞ୍ଚଳରେ ନିଜ ସୈନ୍ୟଶକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ପଶ୍ଚିମ ଏସିଆରେ ଅଧିକ ଯୁଦ୍ଧ ଜାହଜ ଏବଂ ଲଢ଼ୁଆ ବିମାନ ନିୟୋଜିତ କରିବାକୁ ଆମେରିକା ପଦକ୍ଷେପ ନେଇଛି…
ଫିଲିପିନ୍ସରେ ୬.୮ ତୀବ୍ରତାର ଭୂକମ୍ପ
ମନିଲା,୩।୮: ଶନିବାର ସକାଳେ ଫିଲିପିନ୍ସରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଫିଲିପିନ୍ସ ଇନଷ୍ଟିଚ୍ୟୁଟ ଅଫ ଆଗ୍ନେୟଗିରି ଏବଂ ଭୂକମ୍ପ ବିଜ୍ଞାନ କହିଛି ଯେ ଶନିବାର ସକାଳେ ଫିଲିପିନ୍ସର ଦକ୍ଷିଣ ଭାଗରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଭୂକମ୍ପର…
ଇସ୍ରାଏଲର ସୁରକ୍ଷା କବଚ ହେବ ଆମେରିକା
ଓ୍ବାଶିଂଟନ,୩।୮: ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ବର୍ତ୍ତମାନ ପଶ୍ଚିମ ଏସିଆରେ ଅତିରିକ୍ତ ଯୁଦ୍ଧ ବିମାନ ଏବଂ ନୌସେନା ଜାହାଜ ନିୟୋଜିତ କରିବ। ସୂଚନାଯୋଗ୍ୟ, ଇରାନ ଏବଂ ଇରାନ ସମର୍ଥିତ ମିଲିସିଆଙ୍କ ଧମକକୁ ଦୃଷ୍ଟିରେ ରଖି ଏହି ନିୟୋଜନ କରାଯିବ। ପେଣ୍ଟାଗନ ଡେପୁଟି…
ହାରିସ୍ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଡେମୋକ୍ରାଟ୍ସ
ଓ୍ବାଶିଂଟନ,୩ା୮: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ହାରିସ୍ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଛି।…
ନାସା ହାତରେ ୧୮ ଦିନ: ସୁନୀତାଙ୍କ ମହାକାଶ ଯାତ୍ରାକୁ ୮ ସପ୍ତାହ ବିତିଲା
ଓ୍ବାଶିଂଟନ୍,୩ା୮: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ଓ୍ବିଲମୋର ଗତ ଜୁନ୍ ୫ରେ ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଷ୍ଟେଶନ୍ରୁ ବୋଇଂର ଷ୍ଟାରଲାଇନର ଏୟାରକ୍ରାଫ୍ଟରେ ମହାକାଶ ଯାତ୍ରା କରିଥିଲେ। ବୋଇଂର କମର୍ସିଆଲ କ୍ରିଉ କାର୍ଯ୍ୟକ୍ରମ ପାଇଁ…
ତୁର୍କୀରେ ଇନଷ୍ଟାଗ୍ରାମରେ ଲାଗିଲା ପ୍ରତିବନ୍ଧକ, ହାନିୟେଙ୍କ ହତ୍ୟା ବାର୍ତ୍ତାକୁ ମେଟା କରିଥିଲା ବ୍ଲକ
ଅଙ୍କାରା,୨।୮: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’କୁ ତୁର୍କୀ ନିଷେଧ କରିଛି। ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ସମ୍ପର୍କରେ ତୁର୍କୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଆହୁରି ମଧ୍ୟ, ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଏହି ପ୍ରତିବନ୍ଧକ କେତେ…
Archives


