ଅନ୍ତର୍ଜାତୀୟ

ବିଶ୍ୱର ଏହି ୨୦ ଦେଶ ପାଖରେ ସବୁଠାରୁ ଅଧିକ ସୁନା ଗଚ୍ଛିତ, ଆମେରିକାଠୁ ଭାରତ ପର୍ଯ୍ୟନ୍ତ ର଼୍ୟାଙ୍କିଙ୍ଗ୍‌ ଦେଖନ୍ତୁ…

ନୂଆଦିଲ୍ଲୀ,୨୦।୨: ଯେକୌଣସି ଦେଶର ଆର୍ଥିକ ସ୍ଥିରତା ଏବଂ ବିଶ୍ୱ ଆର୍ଥିକ ଅନିଶ୍ଚିତତାର ମୁକାବିଲା ପାଇଁ ସୁନା ଭଣ୍ଡାରକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିବେଚନା କରାଯାଏ। ସୁନା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ, ବରଂ ଏହା ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ…

କୋଟି କୋଟି ଟଙ୍କାର Foreign Currency ନେଇ ଶ୍ରୀଲଙ୍କା ଯାଉଥିବା ବ୍ୟକ୍ତିଙ୍କୁ ଧରିଲା ଇଡି

ବେଙ୍ଗାଲୁରୁ,୨୦।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀଲଙ୍କା ନାଗରିକ ବିମଲରାଜ ଥୁରାଇସିଂମଙ୍କଠାରୁ ୨.୧୨କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି। ସେ ଏହାକୁ ବେଆଇନ ଭାବରେ କଲମ୍ବୋ ନେବାକୁ ଚେଷ୍ଟା କରୁଥିଲେ। ଏହି…

ଜଣଙ୍କ ନାଁ X II… Elon Musk ୧୩ ପିଲାଙ୍କ ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଆପଣବି କହିବେ ନାଁ ନା ପାସଓ୍ବାର୍ଡ?

ଓ୍ବାଶିଂଟନ,୨୦।୨: ନିଜ କାମ ବ୍ୟତୀତ, ଏଲୋନ ମସ୍କ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ, ସେ ତାଙ୍କର ୧୩ ପିଲାଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ପିଲାମାନଙ୍କ ନାମ ମଧ୍ୟ ଅନନ୍ୟ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ…

ସମ୍ପର୍କରେ ଫାଟ! ଭାରତକୁ ନେଇ ମସ୍କ ନେଇଥିବା ନିଷ୍ପତ୍ତି ପରେ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୨: ଟେସଲା ଭାରତ ଆସିବାର ରିପୋର୍ଟ ଆସିଛି। ଯଦିଓ ସରକାର ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହିନାହାଁନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲୋନ ମସ୍କଙ୍କ ଏହି ପଦକ୍ଷେପରେ ଖୁସି ମନେ ହେଉନାହାଁନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି…

ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍‌: ମସ୍କ

ଓ୍ବାଶିଂଟନ, ୨୦।୨: ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋର ଗତ ପ୍ରାୟ ୧୦ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ସୁନୀତାଙ୍କୁ ବିଭିନ୍ନ ରାଜନୈତିକ କାରଣରୁ ବାଇଡେନ୍‌…

ଅନ୍‌ଲାଇନ ଟ୍ରୋଲ୍‌: ଦକ୍ଷିଣ କୋରିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ସିଓଲ, ୨୦।୨: ଦକ୍ଷିଣ କୋରିଆର ଅଭିନେତ୍ରୀ କିମ୍‌ ସେ-ରନ୍‌(୨୪)ଙ୍କ ମୃତ୍ୟୁକୁ ନେଇ କୋରିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଛି। ରବିବାର ରାତିରେ ସିଓଲସ୍ଥିତ ବାସଭବନରୁ ତାଙ୍କର ମୃତଦେହ ମିଳିଥିଲା। ତେବେ କିମ୍‌ ଆତ୍ମହତ୍ୟା କରିଛନ୍ତି ବୋଲି ମଙ୍ଗଳବାର ସିଓଲର ସେଓଙ୍ଗ୍‌ଡୋଙ୍ଗ୍‌ ପୋଲିସ…

ଟାରିଫ୍‌ ଉପରେ ମୋ ସହ କେହି ଯୁକ୍ତି କରିପାରିବେ ନାହିଁ: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୨୦ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୩ ତାରିଖରେ ଓ୍ବାଶିଂଟନ୍‌ ଗସ୍ତବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଭେଟିଥିଲେ। ମୋଦିଙ୍କ ସହ ସାକ୍ଷାତର ଠିକ୍‌ ପୂର୍ବରୁ ଟ୍ରମ୍ପ୍‌ ଏକ ନୂଆ ଟାରିଫ୍‌ ଅର୍ଡରରେ ସ୍ବାକ୍ଷର କରିଥିଲେ। ତଦନୁଯାୟୀ ଯେଉଁ…

ଜେଲେନସ୍କି ଜଣେ ‘ଏକଛତ୍ରବାଦୀ’, ଏମିତ ନ କଲେ ନିଶ୍ଚିହ୍ନ ହୋଇଯିବ ୟୁକ୍ରେନ: ଟ୍ରମ୍ପ

ନୂଆଦିଲ୍ଲୀ,୧୯ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭୋଲୋଡିମିର ଜେଲେନସ୍କିଙ୍କ ପ୍ରତି ତାଙ୍କର ସମାଲୋଚନାକୁ ଆହୁରି କଠୋର କରିଛନ୍ତି। ସେ ଜେଲେନସ୍କିଙ୍କୁ ଜଣେ ‘ଏକଛତ୍ରବାଦୀ’ ବୋଲି କହିଛନ୍ତି ଏବଂ ୟୁକ୍ରେନର ରାଷ୍ଟ୍ରପତି ଭାବରେ ତାଙ୍କର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। “ନିର୍ବାଚନ…

ଚାଇନା ସହଯୋଗରେ ଏମିତି ଏକ ବଡ଼ କାମ କରିବାକୁ ଯାଉଛି ପାକିସ୍ତାନ, ୨୦୨୮ ସୁଦ୍ଧା…

ଇସଲାମାବାଦ/ବେଜିଂ,୧୯।୨: ପାକିସ୍ତାନର ମହାକାଶ ସଂସ୍ଥା ସୁପାରକୋ(SUPARCO) ଘୋଷଣା କରିଛି ଯେ ପାକିସ୍ତାନର ପ୍ରଥମ ଚନ୍ଦ୍ରମା ରୋଭର ମିଶନ ୨୦୨୮ରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଏବଂ ଚାଇନା ମଧ୍ୟରେ ମହାକାଶ ସହଯୋଗ ଅଧୀନରେ ଏହି ଐତିହାସିକ ପଦକ୍ଷେପ ନିଆଯାଇଛି। ଏହି ମିଶନ…

KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍‌ ନ ହେଲେ…ଓଡ଼ିଶାରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡିଛି। ଘଟଣା ଦିନକୁ ଦିନ ବିବାଦକୁ ଠେଲି ହେଇ ପଡୁଥିବାବେଳେ ବର୍ତ୍ତମାନ…

ଭିତିରିଆ ଖେଳ କରିଲେ ଟ୍ରମ୍ପ, କହିଲେ ଭାରତ ପାଖରେ ବହୁତ ଟଙ୍କା, ଆମେରିକା କାହିିଁ ଦେବ…

ଓ୍‌ବାଶିଂଟନ୍‌,୧୯।୨: ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (DOGE) ସମ୍ପ୍ରତି ଭାରତର ନିର୍ବାଚନ ସହ ଜଡିତ $୨୧ ନିୟୁତ ପାଣ୍ଠି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ପାଣ୍ଠିକୁ ବାଇଡେନ ପ୍ରଶାସନ ଦ୍ୱାରା ଅନୁମୋଦନ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା…

Russia-Ukraine War: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଲେ ପୁଟିନ୍‌, କହିଲେ ଜେଲେନସ୍କିଙ୍କ ସହ କଥା ହେବାକୁ ରାଜି, କିନ୍ତୁ…

ମସ୍କୋ, ୧୯।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ସମ୍ପର୍କରେ ଆଲୋଚନା ଜୋର ଧରିବା ଆରମ୍ଭ କରିଛି। ଘଟଣାକ୍ରମରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି ଯେ ଆବଶ୍ୟକ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri