ଅନ୍ତର୍ଜାତୀୟ

ବିକାଶରେ ଭାରତକୁ ପଛରେ ନ ପକାଇଲେ ମୋ ନାଁ ଶେହବାଜ ରହିବନି

ଇସ୍‌ଲାମାବାଦ,୨୫।୨:ବିକାଶରେ ପାକିସ୍ତାନ ଯଦି ଭାରତକୁ ପଛରେ ନ ପକାଏ ତେବେ ମୋ ନାଁ ଶେହବାଜ ଶରିଫ୍‌ ରହିବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିକଟରେ ଦେଇଥିବା ଭାଷଣ ଭାଇରାଲ ହେବାରେ ଲାଗିଛି। ଏଭଳି ଦାବି କରି ଶରିଫ ନିଜ ନାମ ହରାଇବା…

Russia-Ukraine war: ସମ୍ପୂର୍ଣ୍ଣ ବନ୍ଦୀ ବିନିମୟ ପ୍ରସ୍ତାବ ଦେଲେ ଜେଲେନ୍‌ସ୍କି

କିଭ୍‌,୨୫।୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ସୋମବାର ୩ ବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷିଆ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ଯୁଦ୍ଧରେ ଉଭୟ ଦେଶ ବ୍ୟାପକ କ୍ଷତି ସହିଲେଣି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ବିଦେଶ…

କାନାଡା ସରକାର ନେଲେ ବଡ଼ ନିଷ୍ପତି: ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୨୪।୨:କାନାଡା ଏହାର ଆପ୍ରବାସ ନିୟମାବଳୀରେ ବଡ଼ ପରିବର୍ତ୍ତନ କରିଛି। ଜାନୁଆରୀ ୩୧ରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଇମିଗ୍ରେଶନ ଆଣ୍ଡ ରିଫ୍ୟୁଜି ପ୍ରୋଟେକ୍ସନ ରେଗୁଲେଶନ ଅଧିକାରୀମାନଙ୍କୁ ଅସ୍ଥାୟୀ ଆବାସିକ ଦସ୍ତାବିଜ୍‌ ଯଥା ଇଲେକ୍ଟ୍ରୋନିକ୍‌ ଟ୍ରାଭେଲ ଅଥରାଇଜେଶନ ଏବଂ ଟେମ୍ପରାରି ରେସିଡେଣ୍ଟ ଭିଜା ରଦ୍ଦ…

ଭାରତ ଭଳି ପାକିସ୍ତାନରେ ବି ପାଳନ କରାଯାଏ ହୋଲି? ଜାଣନ୍ତୁ କ’ଣ ରହିଛି ପରମ୍ପରା

ହୋଲି ପର୍ବ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଭାରତ ବିଶ୍ୱର ଏପରି ଏକ ଦେଶ, ଯେଉଁଠାରେ ହୋଲି ବହୁ ଧୂମ୍‌ଧାମରେ ପାଳନ କରାଯାଏ। ଏହି ପର୍ବ ସାରା ଦେଶରେ ମହା ଆଡମ୍ବରରେ ପାଳନ କରାଯାଏ। କିନ୍ତୁ ଆପଣ…

ଯୁଦ୍ଧ ଶେଷ କରିବା ପାଇଁ ରାଜି ହେଲେ ଜେଲେନସ୍କି, ରୁଷିଆ ଆଗରେ ରଖିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ, ୨୪ା୨: ଯୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ କରିବା ପାଇଁ ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଅଦଳବଦଳ ପ୍ରସ୍ତାବ ଦେଇଛନ୍ତି। “ରୁଷ ୟୁକ୍ରେନୀୟମାନଙ୍କୁ ମୁକ୍ତ କରିବା ଉଚିତ। ୟୁକ୍ରେନ ସମସ୍ତଙ୍କ ପାଇଁ ସମସ୍ତଙ୍କୁ ଅଦଳବଦଳ…

ଚମକାଇ ଦେଲା ଚାଇନା, ନିୟୋଜିତ କଲା ୭୦ AI- ସିଭଲ ଅଧିକାରୀ

ବେଜିଂ, ୨୪।୨: ଚାଇନା ଏହାର ସରକାରୀ କାର୍ଯ୍ୟାଳୟରେ ୭୦ ଜଣ କୃତ୍ରିମ ବୁଦ୍ଧିମତ୍ତା (AI) ଅଧିକାରୀଙ୍କୁ ନିୟୋଜିତ କରିଛି। ଚାଇନାର ଏହି କାର୍ଯ୍ୟ ସବୁଠି ଆତଙ୍କ ସୃଷ୍ଟି କରିଛି। ସରକାରୀ କାର୍ଯ୍ୟାଳୟରେ ଏହି ୭୦ଜଣ AI ଅଧିକାରୀଙ୍କୁ ଯୋଜନା ପ୍ରସ୍ତୁତ କରିବା,…

ପାକିସ୍ତାନରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସତର୍କ କଲା ପାକ୍ ଇଣ୍ଟେଲିଜେନ୍ସ

ପାକିସ୍ତାନ, ୨୪ା୨: ପାକିସ୍ତାନର ଗୋଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP)ରୁ ଏକ ସମ୍ଭାବ୍ୟ ବିପଦ ବିଷୟରେ ଏକ ଚେତାବନୀ ଜାରି କରିଛି। ଯାହା ରିପୋର୍ଟ ଅନୁଯାୟୀ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଯୋଗଦେବା ପାଇଁ ବିଦେଶୀମାନଙ୍କୁ ଅପହରଣ…

ୟୁନୁସ ସରକାରଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ/ଢାକା,୨୪।୨: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶକୁ ନିଷ୍ପତ୍ତି ନେବାକୁ ପଡିବ ଯେ ସେ ଭାରତ ସହିତ କି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁଛି। ଏହା ହୋଇପାରିବ ନାହିଁ ଯେ ଗୋଟିଏ ପଟେ ତୁମେ ଭଲ ସମ୍ପର୍କ…

Germany Election 2025: ଜର୍ମାନୀର ନୂଆ ଚାନ୍ସଲର ହେବେ ଫ୍ରେଡରିକ ମର୍ଜ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଦକ୍ଷିଣପନ୍ଥୀ ସରକାର

ବର୍ଲିନ,୨୪।୨: ରବିବାର ଜର୍ମାନୀରେ ଅନୁଷ୍ଠିତ ୨୦୨୫ ଜାତୀୟ ନିର୍ବାଚନରେ ଚାନ୍ସେଲର ଓଲାଫ ସ୍କଲଜଙ୍କ ସୋସିଆଲ ଡେମୋକ୍ରାଟିକ ପାର୍ଟି (ଏସପିଡି) ଏକ ବଡ଼ ପରାଜୟ ବରଣ କରିଛି। ସଦ୍ୟତମ ଏକଜିଟ ପୋଲ ଅନୁଯାୟୀ, ବିରୋଧୀ ନେତା ଫ୍ରେଡ୍ରିଚ ମର୍ଜଙ୍କ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ…

ରୁଷିଆକୁ ସମର୍ଥନ କରୁଥିବା ଲୋକଙ୍କୁ ୟୁକେ ମନା

ବ୍ରିଟେନ,୨୪।୨: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ଠିକ ତିନି ବର୍ଷ ପରେ ସୋମବାର ଘୋଷଣା ହେବାକୁ ଥିବା ନୂତନ କଟକଣା ଅନୁଯାୟୀ, ବ୍ରିଟେନ ରୁଷିଆକୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଯୋଗାଉଥିବା କିମ୍ବା ରୁଷିଆକୁ ସେମାନଙ୍କର ସମ୍ପତ୍ତି ଦେବାକୁ ଥିବା ବ୍ୟକ୍ତିଙ୍କ ପ୍ରବେଶକୁ…

୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। USAIDର ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ନେଇ ଅଧିସୂଚନା ଜାରି କରିଛନ୍ତି। ଏଥିସହିତ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛୁଟି ପାଇଁ ମଧ୍ୟ ଅଧିସୂଚନା ଜାରି…

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

କିଭ୍‌/ମସ୍କୋ(ରଏଟର୍ସ/ ଏଜେନ୍ସି),୨୪ା୨: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍‌ ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri