ଭାରତର ଗୋଟିଏ ରାଜ୍ୟ ଚାହୁଁଥିଲା ଟ୍ରମ୍ପ୍‌ଙ୍କ ପରାଜୟ, ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୧: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ହୋଇଛି ପଟ୍ଟ ପରିବର୍ତ୍ତନ। ହ୍ବାଇଟ ହାଉସ ଉପରେ କବଜା କରିଛନ୍ତି ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟକି କମଲା ହାରିସଙ୍କୁ ବଡ ବ୍ୟବଧାନରେ ପରାସ୍ତ କରି ପୁଣି କ୍ଷମତାକୁ ଫେରିଛନ୍ତି ଟ୍ରମ୍ପ । ଆଉ ସେ ରାଷ୍ଟ୍ରପତି ଭାବେ କ୍ଷମତା ଫେରି ପାଇବା ପରେ ସାରା ବିଶ୍ବରେ ଦେଖାଦେଇଛି ଉତ୍ସାହ । ତେବେ ବିଶ୍ୱ ସହ ସାରା ଭାରତ ମଧ୍ୟ ଆମେରିକା ନିର୍ବାଚନ ଉପରେ ତୀକ୍ଷଣ ନଜର ରଖିଥିଲା ।

ଏକ ସର୍ଭେରୁ ଜଣାପଡିଛି ଯେ, ଭାରତ କାହାକୁ ସପୋର୍ଟ କରୁଥିଲା? ଡୋନାଲ୍ଡ ଟ୍ରମ୍ପଙ୍କୁ ନା କମଲା ହାରିସଙ୍କୁ? ଦେଶବାସୀ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରୁଥିଲେ? ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତର ୩୦ଟି ରାଜ୍ୟ ମଧ୍ୟରୁ ୨୯ଟି ରାଜ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଥିଲେ । ଭାରତ ଚାହୁଁଥିଲା ଆମେରିକାରେ ଜିତନ୍ତୁ ଡୋନାଲ୍ଡ ଟ୍ରମ୍ପ । ଭାରତର କେବଳ ଗୋଟିଏ ରାଜ୍ୟ ଚାହୁଁଥିଲା କମଲା ହାରିସ ହୁଅନ୍ତୁ ରାଷ୍ଟ୍ରପତି । ଆଉ ସେହି ରାଜ୍ୟ ହେଉଛି ତାମିଲନାଡୁ । ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତନ୍ତୁ ବୋଲି ଚାହୁଁଥିଲା ତାମିଲନାଡୁ । ଗୁଗୁଲ ସର୍ଚ୍ଚ ମ୍ୟାପ ଗୁଗୁଲ ଟ୍ରେଣ୍ଡ୍ସରୁ ଏହି ତଥ୍ୟ ଜଣାପଡ଼ିଛି । ହାରିସଙ୍କ ପୈତୃକ ଗାଁ ତାମିଲନାଡୁ ତିରୁଭରୁର ଜିଲା ତୁଲାଷେନ୍ଦ୍ରପୁରମ ଗାଁରେ ପୂଜାର୍ଚ୍ଚନା ହେଉଥିଲା । ଟ୍ରମ୍ପଙ୍କ ପାଇଁ ମଧ୍ୟ ଭାରତରେ ଅନକେ ଜାଗାରେ ପୂଜାର୍ଚ୍ଚନା ହେଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri