ଅନ୍ତର୍ଜାତୀୟ

ପୁଟିନ୍‌ଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ଏମିତି କ’ଣ ହେଲା ଯାହାକୁ ନେଇ ସାରା ବିଶ୍ୱରେ ହଇଚଇ

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ୟୁକ୍ରେନ ସହିତ ଯୁଦ୍ଧବିରତି ଏବଂ ଶାନ୍ତି ଚୁକ୍ତିନାମା ନହେବା ପର୍ଯ୍ୟନ୍ତ ଆମେରିକା ରୁଷିଆ ଉପରେ ବ୍ୟାଙ୍କିଙ୍ଗ ପ୍ରତିବନ୍ଧ ଏବଂ ଟାରିଫ୍‌ ଲଗାଇବାକୁ ଗମ୍ଭୀରତାର ସହିତ ବିଚାର କରୁଛି। ଟ୍ରମ୍ପ ପ୍ରଶାସନ…

PoK ଦଖଲ ପାଇଁ ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ କ’ଣ କରିବ ପାକ୍‌?

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ପ୍ରକୃତରେ, ଏହି କାର୍ଯ୍ୟକ୍ରମ ସମୟରେ, ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ…

ଆମେରିକା ସହିତ ବିବାଦ ମଧ୍ୟରେ ଭାରତ ସହ ହାତ ମିଳାଇଲା ଚାଇନା! ବିଶ୍ୱରେ ହଇଚଇ

ବେଜିଂ,୭।୩: ଟାରିଫ୍‌କୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେରିକା ଚିନି ଆମଦାନୀ ଉପରେ ୨୦ ପ୍ରତିଶତ ଟାରିଫ୍‌ ଘୋଷଣା କରିଛି। ଏସବୁ ଭିତରେ, ଚାଇନାର ନଜର ଏବେ ଭାରତ ଉପରେ ରହିଛି। ଚାଇନା…

ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର, ଏହି ଦେଶରେ ଅଜବ ନିୟମ

ଉତ୍ତର କୋରିଆ ବିଷୟରେ ସାରା ବିଶ୍ୱରେ ଅନେକ କଥା କୁହାଯାଏ। ସେଠାକାର କଠୋର ସରକାର, କଠୋର ନିୟମ ଏବଂ ସାଧାରଣ ଲୋକଙ୍କ ସ୍ବାଧୀନତା ଉପରେ କଟକଣା କାହାଠାରୁ ଲୁଚି ନାହିଁ। ଆପଣ ଶୁଣିଥିବେ ଯେ ସେଠାକାର ନାଗରିକମାନଙ୍କୁ କେଶ କାଟିବା ଠାରୁ…

ସମସ୍ତ ପଣବନ୍ଦୀଙ୍କୁ ମୁକ୍ତି କର, ନଚେତ୍‌ ପରିଣତି ଭୋଗିବ: ଟ୍ରମ୍ପ୍‌

ଓ୍ବାଶିଂଟନ,୭।୩: ଗାଜାରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହମାସ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ୍‌ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ ଆଲୋଚନା ପାଇଁ ଏକ ପ୍ରତିନିଧି ଦଳ ପଠାଯାଇଥିବା ହ୍ବାଇଟ୍‌ ହାଉସ୍‌ ସ୍ପଷ୍ଟ କରିବା…

ପ୍ୟାରିସର ବ୍ୟସ୍ତବହୁଳ ଷ୍ଟେସନରେ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଫୁଟା ବୋମା, ଟ୍ରେନ ଚଳାଚଳ ବନ୍ଦ

ପ୍ୟରିସ,୭ା୩: ଫ୍ରାନ୍ସ ଜାତୀୟ ରେଳ କମ୍ପାନୀ ଟ୍ରାନ୍ସପୋର୍ଟ ଏକ୍ସପ୍ରେସ ରିଜିଓନାଲ (TER) କହିଛି ଯେ ଶୁକ୍ରବାର ସକାଳେ ପ୍ୟାରିସର ଵ୍ୟସ୍ତବହୁଳ ‘ଗାରେ ଡୁ ନୋର୍ଡ’ ଷ୍ଟେସନରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା, ଟ୍ରାକ ନିକଟରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ଅଫୁଟା ବୋମା…

ଟ୍ରମ୍ପଙ୍କ ପାଇଁ କ୍ୟାମେରା ଆଗରେ କାନ୍ଦି ପକାଇଲେ ଜଷ୍ଟିନ ଟ୍ରୁଡୋ, ଦେଖନ୍ତୁ ଭାଇରାଲ ଭିଡିଓ

ଓଟାଓ୍ବା,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ଟାରିଫ୍‌ ଘୋଷଣା କରିଛନ୍ତି। ଯାହା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭାବପ୍ରବଣ କରିଦେଇଛି ଏବଂ ସେ କ୍ୟାମେରା ସାମ୍ନାରେ କାନ୍ଦୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାନାଡାର ପ୍ରଧାନମନ୍ତ୍ରୀ ଭାବରେ…

ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଭାରତ ଆଣିବା ରାସ୍ତା ପରିଷ୍କାର: ଆମେରିକା ସୁପ୍ରିମକୋର୍ଟରେ ପ୍ରତ୍ୟର୍ପଣ ରୋକିବା ଦାବି ଖାରଜ

ଓ୍ବାଶିଂଟନ/ମୁମ୍ବାଇ,୭।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ତହଉର କୋର୍ଟର…

୫୬ ହଜାର ଜନସଂଖ୍ୟା ବିଶିଷ୍ଟ ଦେଶ ଦେଲା ଟ୍ରମ୍ପଙ୍କୁ ଧମକ: ଆମେ କେବେ ବି…

ଓ୍ବାଶିଂଟନ୍‌,୭।୩: ଗ୍ରୀନଲାଣ୍ଡକୁ ଆମେରିକାରେ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ପ୍ରୟାସକୁ ଡେନମାର୍କ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପ ଘୋଷଣା କରିଛନ୍ତି, ତାଙ୍କ ପ୍ରଶାସନ ଗ୍ରୀନଲାଣ୍ଡର ଲୋକଙ୍କ ନିଜ ଭବିଷ୍ୟତ ନିର୍ଣ୍ଣୟ କରିବାର ଅଧିକାରକୁ ‘ଦୃଢ଼ ସମର୍ଥନ’ କରିବ। ଯଦି…

ଏଲନ ମସ୍କଙ୍କୁ ଜୋରଦାର ଝଟ୍‌କା: SpaceX Starship ରକେଟ୍‌ ଫେଲ୍‌

ଓ୍ବାଶିଂଟନ୍‌,୭।୩: ସ୍ପେସଏକ୍ସର ମାଲିକ ଏଲନ ମସ୍କଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଲଞ୍ଚ ହେବାର କିଛି ମିନିଟ ପରେ ତାଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରସିପ ରକେଟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଯାହା ଫଳରେ ଏହା ଖଣ୍ଡ ଖଣ୍ଡ ହୋଇ ଦକ୍ଷିଣ ଫ୍ଲୋରିଡା…

ଯୁଦ୍ଧବିମାନରୁ ଜନବସତି ଅଞ୍ଚଳରେ ଖସିଲା ୮ ବୋମା

ସିଓଲ,୬।୩: ଆମେରିକା ସେନା ସହ ମିଳିତ ସମରାଭ୍ୟାସ ବେଳେ ଦକ୍ଷିଣ କୋରିଆର ୨ଟି ଯୁଦ୍ଧବିମାନ ଭୁଲ୍‌ବଶତଃ ୮ଟି ବୋମା ଜନବସତି ଅଞ୍ଚଳରେ ଖସାଇଥିଲେ। ଏଥିରେ ୧୫ ଜଣ ଆହତ ହେବା ସହ କେତେକ ଘର କ୍ଷତିଗ୍ରସ୍ତ ହୋଇଛି। କେଏଫ୍‌-୧୬ ଯୁଦ୍ଧବିମାନରୁ ଫାୟାରିଂ…

Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୬।୩: ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିବା ଦର୍ଶାଯାଇଛି। ୨୦୨୪ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ପୂର୍ବାପେକ୍ଷା ୪୫ ପ୍ରତିଶତ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?