ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍ ୟୁନିଭର୍ସ ୨୦୨୪ର ଓ୍ବିନର
ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ କଜେର୍ ଥିଲଭିଗ (Victoria Kjr Theilvig)। ପ୍ରଥମ ରନର୍ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା,…
ହଁ ମୁଁ ଦେଖିଛି ସେ ଜଣେ ନାବାଳିକା ସହ ଯୌନ ସମ୍ପର୍କ ରଖିଥିଲେ…ଟ୍ରମ୍ପ ଆଉ ତାଙ୍କ କ୍ୟାବିନେଟ ଉପରେ ଝୁଲୁଛି ସେକ୍ସ ସ୍କ୍ୟାଣ୍ଡାଲର ଖଣ୍ଡା
ଓ୍ବାଶିଂଟନ,୧୭।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ମଧ୍ୟ ତାଙ୍କର ଅନେକ ନିଷ୍ପତ୍ତି ନେଇ ବିବାଦ ଆରମ୍ଭ ହୋଇଛି। ଟ୍ରମ୍ପ ପୂର୍ବରୁ ଏକ ଯୌନ ଦୁର୍ନୀତିରେ ଅଭିଯୁକ୍ତ ହୋଇସାରିଛନ୍ତି। ସେପଟେ ସେ ତାଙ୍କ ସରକାର ପାଇଁ…
ନେତାନ୍ୟାହୁଙ୍କ ଘର ଉପରେ ବଡ଼ ଆକ୍ରମଣ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଦେଲେ ସାଂଘାତିକ କଥା
ଜେରାଜୁଲମ,୧୭।୧୧:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ। ତାଙ୍କ ଘର ଉପରକୁ ହୋଇଛି ବଡ଼ ଆକ୍ରମଣ। ବୋମା ମାଡ କଲା ହେଜବୁଲ୍ଲା। ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଦ୍ୱାରା ଶୁକ୍ରବାର ଦୁଇଟି ବୋମା ମାଡ କରାଯାଇଛି। ନେତାନ୍ୟାହୁଙ୍କ ଘର ପାଖରେ ସ୍ଥିତ କେସରିୟା…
ଭାରତକୁ ୧୪୦୦ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା
ନ୍ୟୁୟର୍କ, ୧୭।୧୧: ଆମେରିକା ପକ୍ଷରୁ ୧୦୦ ଲକ୍ଷ ଡଲାର ମୂଲ୍ୟର ୧୪୦୦ରୁ ଅଧିକ ପ୍ରାଚୀନ କଳାକୃତିଗୁଡ଼ିକୁ ଭାରତକୁ ହସ୍ତାନ୍ତର କରାଯାଇଛି। ନ୍ୟୁୟର୍କରେ ଆୟୋଜିତ ଏକ ସମାରୋହରେ ଏହି ପ୍ରାଚୀନ କଳାକୃତିଗୁଡ଼ିକର ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଥିବା ନେଇ ସ୍ଥାନୀୟ ମ୍ୟାନ୍ହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନିଙ୍କ…
ବାଂଲାଦେଶରୁ ସଫା ହେବେ ହିନ୍ଦୁ! ସମ୍ବିଧାନରୁ ସେକ୍ୟୁଲାର ଶବ୍ଦ ହଟାଇବାକୁ ପ୍ରସ୍ତୁତି
ଢାକା,୧୬।୧୧: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି। ବର୍ତ୍ତମାନ ବାଂଲାଦେଶରେ ଏହିପରି କିଛି ଘଟିବାକୁ ଯାଉଛି ଯାହା ବଖାଣୁଛି ଯେ ହିନ୍ଦୁମାନଙ୍କ ଦ ଏଣ୍ଡ ପାଇଁ ଓଲଟା ଗଣତି ବା କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ବାଂଲାଦେଶରେ ସମ୍ବିଧାନରୁ…
ଘୋଷଣା ହେଲା ୩ ଦିନିଆ ଲକଡାଉନ, ସ୍କୁଲ, କମ୍ପାନୀ, ବଜାର, ମଲ ସବୁ ବନ୍ଦ
ଇସଲାମାବାଦ,୧୬।୧୧: ପାକିସ୍ତାନର ଏକ ଅଂଶ ଥିବା ପଞ୍ଜାବ ଏବେ ବାୟୁ ପ୍ରଦୂଷଣରେ ପୀଡିତ। ପ୍ରଦୂଷଣର ଅବସ୍ଥା ଏପରି ଯେ ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଲାହୋର ଏବଂ ମୁଲତାନ…
ଧର୍ମଘଟରେ ବସିଲେ ୫୫ ହଜାର ଡାକ କର୍ମଚାରୀ, ପୋଷ୍ଟାଲ ସେବା ବାଧାପ୍ରାପ୍ତ
ଓଟାଓ୍ବା,୧୬।୧୧: କାନାଡା ପୋଷ୍ଟ କହିଛି ଜାତୀୟ ଧର୍ମଘଟ ସମୟରେ ବନ୍ଦ ରହିବ। ଏହା ସମଗ୍ର ଦେଶରେ ଲକ୍ଷ ଲକ୍ଷ କାନାଡିୟ ନାଗରିକ ଏବଂ ବ୍ୟବସାୟ ଉପରେ ପ୍ରଭାବ ପକାଇବ। କାନାଡିଆନ ୟୁନିଅନ ଅଫ ପୋଷ୍ଟାଲ ୱାର୍କର୍ସ (ସିୟୁପିଡବ୍ଲ୍ୟୁ) ଦ୍ୱାରା ପ୍ରତିନିଧିତ୍ୱ କରୁଥିବା…
ପାକିସ୍ତାନରେ ୩ମାସ ପର୍ଯ୍ୟନ୍ତ ବାଜିବ ନାହିଁ ବ୍ୟାଣ୍ଡବାଜା, ଶହନାଇ, ଜାଣନ୍ତୁ ଏହାର କାରଣ
ଇସଲାମାବାଦ,୧୬।୧୧: ପାକିସ୍ତାନର ଜଳବାୟୁ ଖରାପ ହେବା ଫଳରେ ଲୋକଙ୍କ ଜୀବନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛି। ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ପଞ୍ଜାବ ପ୍ରଦେଶ ଏକ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି। ଏଠାରେ ୧ କୋଟି ୩୦ ଲକ୍ଷ ଜନସଂଖ୍ୟାର ନିଶ୍ୱାସ…
ବିଗୁଡୁଛି ପାକିସ୍ତାନର ସ୍ଥିତି: ସ୍କୁଲ ବନ୍ଦ, ୩ ଦିନ ଲକଡାଉନ
ଇସଲାମାବାଦ,୧୬।୧୧: ଆଜିକାଲି ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥତି ବାୟୁ ପ୍ରଦୂଷଣରେ ବିଗିଡିଯାଇଛି। କ୍ରମାଗତ ଭାବରେ ବଢୁଥିବା ବାୟୁ ଗୁଣବତ୍ତା ସୂଚକ (AQI)କୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଲାହୋର ଏବଂ ମୁଲତାନ ଭଳି ଧୂଆଁ ପ୍ରଭାବିତ ସହରରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି…
୯୦% ମହୁରେ ଚିନିଶିରା ଭଳି ସିରପ୍
ଲଣ୍ଡନ,୧୬ା୧୧: ସୁପରମାର୍କେଟଗୁଡ଼ିକରେ ବିକ୍ରି ହେଉଥିବା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହୁ ଭେଜାଲ। ସେଥିରେ ଚିନିଶିରା ଭଳି ଶସ୍ତା ସିରପ୍ ମିଶାଯାଉଛି, ଯାହା ପ୍ରକୃତିର ଅମୃତକୁ ନକଲି କରିଦେଇଛି। ଠକମାନେ ଏଥିରୁ ଲାଭ ଉଠାଉଥିବାବେଳେ ମହୁମାଛି ଚାଷୀ ଏବଂ ଜୈବବିବିଧତାକୁ ମୂଲ୍ୟ ଦେବାକୁ…
ଶାରୀରିକ ସମ୍ପର୍କ ରଖିବାକୁ ଓବାମାଙ୍କ ଘରକୁ ନିଜ ପ୍ରେମିକାଙ୍କୁ ଆଣିଥିଲେ ସୁରକ୍ଷାକର୍ମୀ, ବାଥ୍ରୁମ୍ରେ…
ଓ୍ବାଶିଂଟନ୍,୧୫।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନେଇ ଆସିଛି ବଡ଼ ଖବର। ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ଜଣେ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ସାଂଘାତିକ କାମ ସାମ୍ନାକୁ ଆସିଛି। ସେ ୨୦୨୨ରେ ହାୱାଇରେ ସମୁଦ୍ରକୂଳରେ ଥିବା ବାସଭବନକୁ ଶାରୀରିକ ସମ୍ପର୍କ…
ବିବାହବେଳେ ପାକିସ୍ତାନରେ କେତେ ଯୌତୁକ ଦିଆଯାଏ? ଅଧିକ ଡିମାଣ୍ଡ କଲେ…
ଇସଲାମବାଦ,୧୫।୧୧: ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ସେହିପରି ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ମଧ୍ୟ ସମାନ। ପାକିସ୍ତାନରେ ଯୌତୁକ ପ୍ରତା ଏବେ ମଧ୍ୟ ଜାରି ରହିଛି। କିନ୍ତୁ ଜାଣନ୍ତି…
Archives


