ଅନ୍ତର୍ଜାତୀୟ

ଚନ୍ଦ୍ରର ସ୍ପଷ୍ଟ ଚିତ୍ର ପଠାଇଲା ‘ବ୍ଲ୍ୟୁ ଘୋଷ୍ଟ’

ଓ୍ବାଶିଂଟନ୍‌, ୨୮।୨:ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ ପୂର୍ବରୁ ଏହା ଚନ୍ଦ୍ରର ବିସ୍ତୃତ ଭିଜୁଆଲ ପଠାଇଛି, ଯାହାକୁ ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଥରିଲା କୋଠା, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୨୮।୨: ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଥର ପାଇଁ କାଠମାଣ୍ଡୁ ନିକଟରେ…

ଯୁଦ୍ଧ ବେଳେ ସାହାଯ୍ୟ କରୁଥିଲେ; ଏବେ ୟୁକ୍ରେନ ଖଣି ଉପରେ ଆମେରିକା, ଫ୍ରାନ୍ସର ନଜର

ନୂଆଦିଲ୍ଲୀ, ୨୭।୨: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ୍ ଲେକୋର୍ନୁ ଗୁରୁବାର କହିଛନ୍ତି ଯେ ଫ୍ରାନ୍ସ ମଧ୍ୟ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଖଣିଜ ଭଣ୍ଡାରକୁ ପ୍ରବେଶ କରିବାକୁ ଚାହୁଁଛି ଏବଂ ମାସ ମାସ ଧରି ଆଲୋଚନା ଚାଲିଛି। ତାଙ୍କର ବକ୍ତବ୍ୟ ସୂଚାଇ ଦେଉଛି ଯେ…

ବିଲ କ୍ଲିଣ୍ଟନ ଇସ୍ତଫା ଦେଇଦେବାର ଥିଲା! ପୂର୍ବତନ ରାଷ୍ଟ୍ରପତିଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ମୋନିକା

ଓ୍ବାଶଇଂଟନ,୨୭।୨: ମୋନିକା ଲେୱିନସ୍କି କହିଛନ୍ତି ଯେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କୁ ଓଭାଲ ଅଫିସରୁ ସେତେବେଳେ ଇସ୍ତଫା ଦେବାର ଥିଲା, ଯେତେବେଳେ ଆମେରିକା କଂଗ୍ରେସ କ୍ଲିଣ୍ଟନଙ୍କ ସହ ତାଙ୍କର ଆଫେୟାର୍ସକୁ ନେଇ ମିଛ କହିବାରୁ ତାଙ୍କୁ ମହାଭିଯୋଗ ପାଇଁ ଆମେରିକା…

ଆମେରିକାରେ କୋମାରେ ଭାରତୀୟ ଝିଅ, ପରିବାର ଲୋକଙ୍କୁ ମିଳୁନି ଭିଜା

ମୁମ୍ବାଇ/ଓ୍ବାଶିଂଟନ,୨୭।୨: ୩୫ ବର୍ଷୀୟା ନୀଲମ ଶିନ୍ଦେ ନିକଟରେ କାଲିଫର୍ନିଆରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ସେଠାରେ ଏକ କାର ଧକ୍କା ଦେଇଥିଲା। ଏବେ ତାଙ୍କ ପରିବାର ଆମେରିକା ଯିବା ପାଇଁ ଭିସା ଖୋଜୁଛନ୍ତି। ପରିବାର ପକ୍ଷରୁ ମୁମ୍ବାଇସ୍ଥିତ ଭାରତୀୟ ଦୂତାବାସରେ…

ପ୍ରଥମ ଥର ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଭାରତୀୟଙ୍କ ବଲ୍ଲେ ବଲ୍ଲେ, ଏଣିକି ସହଜ ହେବ…

ଓ୍ବାଶିଂଟନ୍‌,୨୭।୨: ରାଷ୍ଟ୍ରପତି ହେବା ପରଠାରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସୀମାନଙ୍କ ସମ୍ପର୍କରେ ନିରନ୍ତର କଠୋର ପଦକ୍ଷେପ ନେଉଛନ୍ତି। ଅନ୍ୟପକ୍ଷରେ, ସେ ଏକ ପ୍ରସ୍ତାବ ଆଣିଛନ୍ତି ଯାହା ଅଧୀନରେ ସେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରି ଆମେରିକୀୟ ନାଗରିକତା ହାସଲ…

ବିଶ୍ୱ ଉପରେ ପୁଣି ମାଡିଆସିଲା ବିପଦ! ଏକକାଳୀନ ସତର୍କତା ଜାରି କଲେ ୫୭ଟି ଦେଶ

ନୂଆଦିଲ୍ଲୀ,୨୬ା୨: ମଣିଷ ପୃଥିବୀରେ ଯେତେ ଅଗ୍ରଗତି କଲେ ମଧ୍ୟ, ପ୍ରତ୍ୟେକ ଥର ରୋଗ ଏକ ନୂତନ ବିପଦ ଭାବରେ ଉଭା ହୁଏ। ଏଥର ଏକ ବିପଦଜନକ ଭାଇରସ ବିଶ୍ୱର ୫୭ଟି ଦେଶକୁ ଗ୍ରାସ କରିଛି, ଯାହା ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି…

Bangladesh Politics: ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ବାଂଲାଦେଶୀ ଛାତ୍ରଙ୍କ ବଡ଼ ଘୋଷଣା, କହିଲେ ମହମ୍ମଦ ୟୁନୁସ୍‌…

ଢାକା,୨୭।୨: ବାଂଲାଦେଶରେ ଶେଖ ହାସିନାଙ୍କୁ କ୍ଷମତାରୁ ବିତାଡ଼ିତ କରିଥିବା ଛାତ୍ର ଗୋଷ୍ଠୀ ଏକ ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛି। ଗତବର୍ଷ ଶେଖ ହାସିନାଙ୍କ ବିରୋଧରେ ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ନାହିଦ ଇସଲାମ ନୂତନ ଦଳର ନେତୃତ୍ୱ ନେବେ।…

Donald Trump ସରକାରଙ୍କୁ ପ୍ରତି ୨୦ମିନିଟ୍‌ରେ ୮କୋଟିରୁ ଅଧିକ ଟଙ୍କା ଟିକସ ଦିଅନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ତାଙ୍କ ବିଷୟରେ…

ଓ୍ବାଶିଂଟନ,୨୭।୨: ବର୍କଶାୟାର ହାଥାୱେର ଅଧ୍ୟକ୍ଷ Warren Buffett କହିଛନ୍ତି ଯେ, ହାଥାୱେ 2024ରେ ଆମେରିକା ସରକାରଙ୍କୁ ସର୍ବାଧିକ ଟିକସ ଦେଇଛି। ଗତବର୍ଷ ଆମେରିକୀୟ ସରକାରଙ୍କୁ 26.8 ବିଲିୟନ ଡଲାର ଦେଇଛି, ଯାହା ଯେକୌଣସି ଆମେରିକୀୟ କମ୍ପାନୀ ଅପେକ୍ଷା ଅଧିକ, ଏହା ବ୍ୟତୀତ…

Reels ପାଇଁ ଏକ ନୂଆ App ଲଞ୍ଚ କରିପାରେ Instagram: ରିପୋର୍ଟ

ନୂଆଦିଲ୍ଲୀ,୨୭।୨: Instagram ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଦମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା କହିଛନ୍ତି। ମେଟା-ମାଲିକାନାଧୀନ କମ୍ପାନୀ ଯୁକ୍ତରାଷ୍ଟ୍ରରେ TikTok ର ଅନିଶ୍ଚିତ…

India Blasts Pakistan in UN: ଜାତିସଂଘରେ ପାକିସ୍ତାନକୁ ଧୋଇଲା ଭାରତ, କହିଲା କାହାକୁ ଲେକଚର୍‌ ଦେବାକୁ ଯୋଗ୍ୟତା ନାହିଁ…

ନୂଆଦିଲ୍ଲୀ,୨୭।୨: ଜାତିସଂଘ ମାନବାଧିକାର ପରିଷଦ (UNHRC) ବୈଠକରେ କଶ୍ମିର ପ୍ରସଙ୍ଗରେ ଭାରତ ପାକିସ୍ତାନକୁ ଭର୍ତ୍ସନା କରିଛି। ଏହି ବୈଠକରେ ପାକିସ୍ତାନକୁ ଏକ ବିଫଳ ଦେଶ ବୋଲି ଭାରତ କହିଛି। ଭାରତ ଆହୁରି କହିଛି ଯେ, ପାକିସ୍ତାନ ଏପରି ଏକ ଦେଶ ଯାହା…

ନଇଁଲେ Donald Trump, ଭାରତୀୟ ଆମେରିକା ଛାଡିବା ନେଇ କଲେ ଦୁଃଖପ୍ରକାଶ, କହିଲେ ଘାଟାରେ ପଡିଲୁ…

ଓ୍ବାଶିଂଟନ୍‌,୨୭।୨: ଆମେରିକା ରାଷ୍ଟ୍ରପତି Donald Trump ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ନୂତନ ‘ଗୋଲ୍ଡ କାର୍ଡ’ ନାଗରିକତା ଯୋଜନା ଅଧୀନରେ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଭାରତୀୟ ସ୍ନାତକଙ୍କୁ ନିଯୁକ୍ତି ଦେଇପାରିବେ। Donald Trump ଜୋର ଦେଇ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri