ଅନ୍ତର୍ଜାତୀୟ

ୟୁନୁସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଭାଜପା ନେତା, କାବା ହୋଇଗଲେ ସରକାର

ନୂଆଦିଲ୍ଲୀ,୧୦।୧୨: ବରିଷ୍ଠ ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସମର୍ଥନ କରିଛନ୍ତି। ସେ ଶେଖ ହସିନାଙ୍କୁ ବାଂଲାଦେଶର ଆଇନଗତ ପ୍ରଧାନମନ୍ତ୍ରୀ ବୋଲି କହିବା ସହ ବର୍ତ୍ତମାନ କ୍ଷମତାରେ…

ସିରିଆ ପରେ ଇରାନର ପାଳି? ଅଡୁଆ କରିବେ ଟ୍ରମ୍ପ!

ତେହେରାନ,୧୦।୧୨: ସେପ୍ଟେମ୍ବର ଶେଷରେ ଯେତେବେଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଇରାନର ସବୁଠାରୁ ଶକ୍ତିଶାଳୀ ହିଜବୁଲାର ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ଏହା ତେହେରାନକୁ ଏକ ବଡ଼ ଝଟକା ଲାଗିଥିଲା। ଦୁଇମାସ ପରେ ଇରାନର ପ୍ରମୁଖ ସହଯୋଗୀ ସିରିଆ ରାଷ୍ଟ୍ରପତି…

ଅସାଦଙ୍କ ପଳାୟନ ପରେ ସିରିଆ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଡଜନେ ବିମାନ ହେଲିକପ୍ଟର ଧ୍ୱଂସ

ଅମ୍ମାନ,୧୦।୧୨: ସିରିଆର ରାଷ୍ଟ୍ରପତି ବାଶାର ଅଲ-ଅସାଦ ଦେଶ ଛାଡି ପଳାଇବା ପରେ ଇସ୍ରାଏଲ ସିରିଆ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ସୂଚନାନୁସାରେ, ଏୟାର ଷ୍ଟ୍ରାଇକରେ ସିରିଆ ସେନାର ତିନୋଟି ପ୍ରମୁଖ ଏୟାରବେସକୁ ଇସ୍ରାଏଲ ଟାର୍ଗେଟ କରିଛି। ଏହି ବିସ୍ଫୋରଣରେ ଡଜନେ…

ଯୁଦ୍ଧ ଅପରାଧରେ ଆଇନର ସମ୍ମୁଖୀନ ହେବେ ଅସାଦ

ତେହେରାନ୍‌,୧୦ା୧୨: ସିରିଆରେ ବିଦ୍ରୋହୀମାନେ ରାଜଧାନୀ ଡମାସ୍‌କସ୍‌କୁ ଅକ୍ତିଆର କରିବା ସହ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କୁ କ୍ଷମତାଚ୍ୟୁତ କରିଛନ୍ତି। ଯୁଦ୍ଧ ଅପରାଧ ମାମଲାରେ ଅସାଦ ଓ ସିରିଆର ଅନ୍ୟ ଶୀର୍ଷ ଅଧିକାରୀମାନେ ବିଚାରର ସମ୍ମୁଖୀନ ହେବେ ବୋଲି ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର ତୁର୍କ…

ରାଷ୍ଟ୍ରପତି ଅସାଦ୍‌ଙ୍କ ପ୍ରେମ କାହାଣୀକୁ ନେଇ ହେଉଛି ଚର୍ଚ୍ଚା

ଦାମସକସ,୯।୧୨: ପଚାଶ ବର୍ଷ ପରେ ସିରିଆରେ ଅସାଦଙ୍କ ରାଜତ୍ୱ ସମାପ୍ତ ହୋଇଛି। ୧୫ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ଶେଷରେ ଶେଷ ହୋଇଛି। ରାଷ୍ଟ୍ରପତି ବାଶାର ଅଲ-ଅସାଦଙ୍କୁ କ୍ଷମତାରୁ ବହିଷ୍କାର କରାଯାଇଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏକ ନିଷ୍ଠୁର…

ବାଂଲାଦେଶରେ ଏବେ ହେବ ଅସଲ ଖେଳ! ୟୁନୁସଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ଶେଖ ହାସିନା

ଢାକା,୯।୧୨: ଆଗାମୀ ସମୟରେ ବାଂଲାଦେଶ ରାଜନୀତିରେ କିଛି ବଡ ଘଟଣା ଘଟିପାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବର୍ତ୍ତମାନ ଖୋଲାଖୋଲି ଭାବେ ମଇଦାନକୁ ଆସିଛନ୍ତି। ସେ ବର୍ତ୍ତମାନର ଅନ୍ତରୀଣ ସରକାରକୁ ଦୃଢ ଭାବରେ ଟାର୍ଗେଟ କରି କହିଛନ୍ତି ଯେ, ମଧ୍ୟବର୍ତ୍ତୀକାଳୀନ ସରକାରର…

ସିରିଆରେ ଉତ୍ସବର ମାହୋଲ, ଏପଟେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଦେଲେ ରାଜନୈତିକ ଶରଣ

ମସ୍କୋ/ଦାମସକସ,୯।୧୨: ସିରିଆ ରାଷ୍ଟ୍ରପତି ବଶର ଅଲ-ଅସାଦ ଦେଶ ଛାଡି ରୁଷିଆରେ ପହଞ୍ଚିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସାଦ ଏବଂ ତାଙ୍କ ପରିବାରକୁ ଆଶ୍ରୟ ଦେଇଛନ୍ତି। ରାଷ୍ଟ୍ରପତି ଅସାଦ ତାଙ୍କ ପତ୍ନୀ ଆସମା ଏବଂ ଦୁଇ ପିଲାଙ୍କ ସହ ରାତିରେ ରୁଷିଆର…

କିଭ୍‌ ସ୍ଥାୟୀ ଶାନ୍ତି ଚାହେଁ: ଜେଲେନ୍‌ସ୍କି

କିଭ୍‌,୯ା୧୨: ରୁଷିଆ ସହ ପାଖାପାଖି ୩ ବର୍ଷ ହେଲା ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍‌ର ୪୩,୦୦୦ ସୈନ୍ୟ ନିହତ ହେଲେଣି। ରୁଷିଆ ନିକଟ ଭବିଷ୍ୟତରେ ଧ୍ୱଂସ ହେବାର ନାହିଁ। ସେଥିପାଇଁ କିଭ୍‌ ସ୍ଥାୟୀ ଶାନ୍ତି ଚାହେଁ ବୋଲି ରବିବାର ପ୍ୟାରିସ୍‌ରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି…

ନିର୍ବାଚନ ଜିତିଲେ ଘାନାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ମହାମା

ଆକ୍ରା,୯ା୧୨: ଘାନାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜନ୍‌ ଡ୍ରାମାନି ମହାମା ବିଜୟୀ ହୋଇଛନ୍ତି। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଉପରାଷ୍ଟ୍ରପତି ମହମୁଦୁ ବାୟୁମିଆ ପରାଜୟ ସ୍ବୀକାର କରିଛନ୍ତି। ଏଥର ଘାନା ଜନସାଧାରଣ ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ। ଆମେ ଏହାକୁ…

ଆଶା ଆଶଙ୍କାରେ ସିରିଆ

ଡମାସ୍‌କସ୍‌,୯ା୧୨: ମାତ୍ର ୩ ଦିନ ଭିତରେ ସିରିଆର ବିଦ୍ରୋହୀ ଫାଇଟର୍ସ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ବଶର ଅଲ୍‌-ଅସାଦ୍‌ ସାମ୍ରାଜ୍ୟର ପତନ ଘଟାଇବାରେ ସଫଳ ହେଲେ। ଏହାର ଶ୍ରେୟ ସିରିଆର ସବୁଠୁ ଶକ୍ତିଶାଳୀ ସଶସ୍ତ୍ର ବିରୋଧୀ ହୟାତ୍‌ ତହରିର ଅଲ୍‌-ଶାମ…

ଆଫ୍ରିକୀୟ ଦେଶରେ ବ୍ୟାପୁଛି ରହସ୍ୟମୟ ରୋଗ: ମାସକରେ ୧୪୩ ଜଣଙ୍କ ମୃତ୍ୟୁ

ବ୍ରାଜାଭିଲେ,୮ା୧୨: ଆଫ୍ରିକୀୟ ଦେଶ କଙ୍ଗୋରେ ରହସ୍ୟମୟ ରୋଗରେ ମାସକରେ ୧୪୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଗତ ଅକ୍ଟୋବରରୁ କଙ୍ଗୋର କ୍ୱାଙ୍ଗୋ ପ୍ରଦେଶରେ ଅନୂ୍ୟନ ୩୭୬ ଜଣ ଏହି ଅଜଣା ରୋଗରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ଜ୍ୱର, ଅତ୍ୟଧିକ ମୁଣ୍ଡବିନ୍ଧା ଆଦି ଲକ୍ଷଣ…

ରହସ୍ୟମୟ ଭାବେ ହଜିଗଲା ରାଷ୍ଟ୍ରପତିଙ୍କ ବିମାନ! କୁହାଯାଉଛି ପଳାୟନ ସମୟରେ ହୋଇଛି ମୃତ୍ୟୁ

ଦାମସକସ,୮।୧୨: ସମ୍ପ୍ରତି ସିରିଆରେ ଘଟିଥିବା ଘଟଣାରେ ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଦାମସକସ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ଯାହା ପରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ଦେଶ ଛାଡି ଚାଲିଯିବାର ଖବର ପ୍ରକାଶ ପାଇଛି। ତଥାପି, ସେମାନଙ୍କର ଅବସ୍ଥାନ ଏବଂ ଅବସ୍ଥା ବିଷୟରେ ଏପର୍ଯ୍ୟନ୍ତ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri