ଅନ୍ତର୍ଜାତୀୟ

କରୋନା ଭାଇରସ କବଳରେ ୩୧ ଦେଶ, ଜାପାନ ଜାହାଜରେ ଆଉ ଜଣଙ୍କର ମୃତ୍ୟୁ

ବେଜିଂ,୨୫।୨: କରୋନା ଭାଇରସର ଭୟାବହତା କମିବାର ନାଁ ନେଉନି। ଚାଇନାରେ ପ୍ରଥମକରି ଦେଖାଯାଇଥିବା ଏହି କରୋନା ଭାଇରସରେ ଏବେ ସେଠାରେ ପ୍ରାୟ ୭୭,୬୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ସଂକ୍ରମିତ ଥିବା ୨,୬୬୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଚାଇନାର…

ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲାଲାମପୁର,୨୪।୨: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଯୁକ୍ତିକୁ ସବୁବେଳେ ସମର୍ଥନ କରୁଥିବା ୯୪ବର୍ଷୀୟ ମହାତୀର ସୋମବାର ନିଜର ଇସ୍ତଫା ପତ୍ରକୁ ମାଲେସିଆର ରାଜାଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏନେଇ ତାଙ୍କ କାର୍ଯ୍ୟାଳୟରୁ…

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର ବ୍ୟବସ୍ଥା କରାଯାଇଥାଏ। ଏଭଳି ବୋଟ୍‌ ସ୍କୁଲ ଏଠାରେ ୨୦୧୨ଠାରୁ ଆରମ୍ଭ ହୋଇଛି। ଏଠାରେ ୫୦୦ରୁ…

ଭାରତ ସହିତ ହେବ ୩୦୦ କୋଟି ଡଲାରର ସାମରିକ ଚୁକ୍ତି: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତ ସହିତ ଆମେରିକା ୩ ୦୦ କୋଟି ଡଲାରର ସାମରିକ ଚୁକ୍ତି କରିବ ବୋଲି ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଘୋଷଣା କରିଛନ୍ତି। ଏହି ଚୁକ୍ତି ଅନୁସାରେ ଆମେରିକା ଭାରତକୁ ମିଲିଟାରୀ ହେଲିକପ୍ଟର…

କରୋନା ଭାଇରସ ଭୟ: ପ୍ଲାଷ୍ଟିକରେ ନିଜକୁ ଘୋଡାଇ ରଖିଲେ ବିମାନ ଯାତ୍ରୀ

କାନବେରା,୨୪।୨: କରୋନା ଭାଇରସରେ ଏବେ ଭୟଭୀତ ସାରା ବିଶ୍ୱ। ଚାଇନାରେ ପ୍ରଥମେ ଏହା ଆରମ୍ଭ ହୋଇଥିବା ବେଳେ ଏବେ ବିଶ୍ୱର ବିଭିନ୍ନ ଭାଗକୁ ବ୍ୟାପିବାରେ ଲାଗିଛି। ଏହାର କୌଣସି ସଠିକ୍‌ ଚିକିତ୍ସା ପଦ୍ଧତି ନ ଥିବା ବେଳେ ସତର୍କତା ହିଁ ଏହି…

ବନ୍ଦ ବୋତଲରୁ ମିଳିଲା ୮୨ ବର୍ଷ ତଳର ଚିଠି

ପ୍ୟାରିସ୍‌, ୨୪।୨: ଫ୍ରାନ୍ସ୍‌ର ଜର୍ସି ନିକଟରେ ଥିବା ଇଂଲିଶ୍‌ ଚ୍ୟାନେଲର ସମୁଦ୍ର କୂଳରୁ ୮୨ ବର୍ଷ ତଳେ ଲେଖାଯାଇଥିବା ଏକ ଚିଠି ବନ୍ଦ ବୋତଲରୁ ମିଳିଛି। ଏହା ସ୍ଥାନୀୟ ଚ୍ୟାନେଲ ଦ୍ୱୀପ ଉପକୂଳର ବେଲ୍‌ ରୟାଲରେ ପଡ଼ିଥିଲା। ବୋତଲଟି ବାଲିରେ ପୋତି…

ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ପାଇଁ କବାଟ ନ ଖୋଲିବାରୁ ପଦରୁ ହଟିଲେ ୨୦ ଅଧିକାରୀ

ଇସ୍‌ଲାମାବାଦ,୨୪।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ପାଇଁ କବାଟ ନ ଖୋଲିବା କିଛି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ୨୦ ସରକାରୀ ଅଧିକାରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ସୂଚନାଯୋଗ୍ୟ, ଫେବୃୟାରୀ ୨୦ରେ ପ୍ରଶାସନକୁ…

ଚାଇନା ପରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ଭାଇରସ ସଂକ୍ରମିତ!

ସିଓଲ,୨୪।୨: କରୋନା ଭାଇରସ ଚାଇନାରେ ମହାମାରୀ ଭଳି ବ୍ୟାପି ଚାଲିଥିବା ବେଳେ ଏବେ ଏହା ଆଖାପାଖ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ତେବେ ଚାଇନା ପରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ସଂକ୍ରମିତ ରୋଗୀ ଥିବା ଓ ଚାଇନା ପରେ ଦକ୍ଷିଣ…

ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ଭାଜପାର ଇତିହାସ

ଜାକର୍ତ୍ତା,୨୪।୨: ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ଭାଜପାର ଇତିହାସ ସମ୍ପର୍କରେ ପାଠପଢ଼ାଯିବ। ଭାଜପା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଥିବା ଏକ ପୁସ୍ତକକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ ସଦସ୍ୟ ହଦଜା ମିନ୍‌ ଫଦଲି ସୂଚନା ଦେଇଛନ୍ତି। ଭାରତର…

ପରିବେଶକର୍ମୀ ହେବା ଗ୍ରେଟା ଥନବର୍ଗଙ୍କ ପାଇଁ ନ ଥିଲା ସହଜ: ମା’ ମୈଲେନା ଇର୍ମାନ୍‌

ଷ୍ଟକ୍‌ହୋମ୍‌,୨୩।୨: ପରିବେଶକର୍ମୀ ଭାବେ ସମ୍ପ୍ରତି ୧୭ ବୟସ୍କା ଗ୍ରେଟା ଥନବର୍ଗ ପୃଥିବୀ ସାରା ପରିଚିତ ହାସଲ କରିପାରିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି ପାଇଁ ନିଜର ଅଭିଯାନ ଜାରି ରଖିଛନ୍ତି। ତେବେ ଗ୍ରେଟାଙ୍କୁ ୧୧ ବର୍ଷ ହୋଇଥିବାବେଳେ ସେ…

ଜାପାନ ତିଆରି କଲା ଏଆଇ ସୁଟକେସ

ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ ବୋଲି କୁହାଯାଉଛି। ବୟସ ବଢ଼ିଲେ କେତେକଙ୍କଠାରେ ମୋତିଆବିନ୍ଦୁ ହୋଇଥାଏ। ଏଭଳି ବ୍ୟକ୍ତିଙ୍କୁ ଏହି ସୁଟକେସ…

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ ଲୋପ ପାଇଯିବ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri