ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ଜୁଲାଇ ୨୧ରେ ଆସିଥିଲା। ବୋଲସୋନାରୋ କରୋନା ପଜିଟିଭ୍‌ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ବୋଲସୋନାରୋ ଦୁଇଥର କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି। ୬୫ ବର୍ଷ ବୟସ୍କ ବୋଲସୋନାରୋଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ତାଙ୍କର ଚିକିତ୍ସା ରାଷ୍ଟ୍ରପତିଙ୍କ ମେଡ଼ିକାଲ ଦଳ ଦ୍ୱାରା କରାଯାଉଛି। ସେ ଆକ୍ରାନ୍ତ ନ ହେବା ପୂର୍ବରୁ ପ୍ରତିଦିନ ବ୍ରାସିଲିଆରେ ବିନା ଫେସ୍‌ ମ୍ୟାକ୍ସ୍‌ରେ ବୁଲିବା ସହିତ ସାକ୍ଷାତ୍‌ କରୁଥିବା ବ୍ୟକ୍ତିଙ୍କ ସହିତ ହାତ ମିଳାଉଥିଲେ। ଏବେ ସରକାରୀ ମାର୍ଗଦର୍ଶିକା ଅନୁସାରେ ସ୍ବାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ରାଫିକ ତାରରଙ୍କ ବିୟୋଗ

ଲାହୋର,୮।୩: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ରାଫିକ ତାରର ସୋମବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ ବର୍ଷ ହୋଇଥିଲା। ରାଫିକ ୧୯୯୭ରୁ ୨୦୦୧ ପାକିସ୍ତାନ...

ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗକୁ ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨(ଏଏଫ୍‌ପି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଆଣିବା ସପକ୍ଷରେ ଗୃହ ନ୍ୟାୟିକ କମିଟି ଭୋଟ ଦେଇଛି। ଫଳରେ ଆସନ୍ତା ସପ୍ତାହ ଶେଷରେ ମହାଭିଯୋଗର...

ଯେଉଁଠି ଜିନ୍ସ ପିନ୍ଧିବା ମନା, ଜଗିଂ କଲେ ମିଳିବ ଦଣ୍ଡ

ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ୍‌କାନୁନ ଥାଏ। ଆଇନ୍‌ ଭୁଲ ହେଉ କି ଠିକ୍‌ ଉକ୍ତ ଦେଶର ଲୋକେ ନିୟମ ମାନି ଚଳିବା ଶିରୋଧାର୍ଯ୍ୟ।...

ଇମ୍ରାନଙ୍କ ନିର୍ଦ୍ଦେଶରେ ଏଫଆଇଏ ମହାନିର୍ଦ୍ଦେଶକଙ୍କୁ ଶୌଚାଳୟରେ ବନ୍ଦ କରାଯାଇଥିଲା…

ଇସଲାମାବାଦ,୬।୧୦ : ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏଫଆଇଏ) ର ପୂର୍ବତନ ମହାନିର୍ଦ୍ଦେଶକ ବଶିର ମେମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।...

ଆଫଗାନିସ୍ତାନ ସୈନ୍ୟଙ୍କ କବଜାରେ ଓ୍ବାରଦୋଜ୍‌ ଜିଲା: ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ୍‌,୭।୯: ଆଫଗାନିସ୍ତାନ ସୈନ୍ୟ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଓ୍ବାରଦୋଜ୍‌ ଜିଲାକୁ ନିଜ କବଜାକୁ ନେଇଛନ୍ତି। ଏହି ଘଟଣାରେ ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି।...

ସୁସ୍ଥତା ହାର ୯୮.୮୦ ପ୍ରତିଶତ, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ହୋଟେଲ ଖୋଲିବାକୁ ଅନୁମତି ମାଗିଲା ଏଚ୍‌ଆର୍‌ଏଓ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ଗତ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇ ପଡ଼ିଥିବା ହୋଟେଲ ଶିଳ୍ପକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି। ସୋମବାରଠାରୁ ଦେଶରେ...

ଭୁବନେଶ୍ୱର କୋର୍ଟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରିବାକୁ ଦାବି: ଆଇନଜୀବୀ ଆତଙ୍କିତ

ଭୁବନେଶ୍ୱର,୩।୪(ବ୍ୟୁରୋ): ପଞ୍ଚମ କରୋନା ସଂକ୍ରମିତ ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳବେହେରାଙ୍କ ନାମକୁ ସାର୍ବଜନୀନ କରାଯିବା ପରେ ଏବେ ଭୁବନେଶ୍ୱର ବାର୍‌ର ଆଇନଜୀବୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।...

Advertisement
Archives

Model This Week